Daily Archives

November 15, 2022

ଶିଶୁ ବେଶରେ ସ୍କୁଲକୁ ଆସିଲେ ଶିକ୍ଷୟିତ୍ରୀ: ସ୍କୁଲରେ ପିଲାଙ୍କ ସହ ପିଲା ହୋଇ ୟୁନିଫର୍ମ ପିନ୍ଧି ଆସିଲେ ଦିଦି

କନକ ବ୍ୟୁରୋ: ପିଲାଙ୍କ ସହ ନିଜେ ପିଲା ହୋଇ ସ୍କୁଲ ଆସିଛନ୍ତି ଶିକ୍ଷୟିତ୍ରୀ । ଖାଲି ସେତିକି ନୁହେଁ ପିନ୍ଧିଛନ୍ତି ସ୍କୁଲ ୟୁନିଫର୍ମ । ଆଉ ସ୍କୁଲ ଛାତ୍ରୀଙ୍କ ଭଳି ବାନ୍ଧିଛନ୍ତି ବେଣୀ । ତା ସହିତ ଶିଶୁ ଦିବସ ଅବସରରେ ସ୍କୁଲର ପିଲାମାନଙ୍କ ସହ ଏକାଠି ଧୁମ ନାଚିଛନ୍ତି ଓ ଗାଇଛନ୍ତି । ଶିକ୍ଷକ…

ରେସ୍ତୋରାଁ ମାଲିିକଙ୍କ ବଦାନ୍ୟତା: ଶିଶୁ ଦିବସରେ ଗରିବ ଅନାଥ ପିଲାଙ୍କୁ ନେଇ ପେଟପୁରା ଖୁଆଇଲେ

କନକ ବ୍ୟୁରୋ: ଶିଶୁ ଦିବସରେ ଖୋଲା ହୃଦୟର ସହ ବସ୍ତି ବାସିନ୍ଦାର ନିଷ୍ପାପ, ଅନାଥ ଓ ପୌରପାଳିକାରେ କାର୍ଯ୍ୟରତ ଝାଡୁଦାରମାନଙ୍କ ପୁଅ ଝିଅମାନଙ୍କୁ ନିଜ ରେଷ୍ଟୁରାଣ୍ଟକୁ ଡାକି ସ୍ନେହ ମମତାର ସହ ପେଟ ପୁରା ଖାଇବାକୁ ଦେଇ କୁନି ଓଠରେ ହସ ଫୁଟାଇ ମାନବିକତାର ପରିଚୟ ଦେଲେ ହୋଟେଲ ମାଲିକ ।…

ନ୍ୟାୟ ପାଇଁ ଲଢୁଛନ୍ତି ଦିବ୍ୟାଙ୍ଗ ସ୍ତ୍ରୀ ଅମ୍ବିକା: ମିଳୁନି ସରକାର ସହାୟତା, ଶୁଣୁନି ପ୍ରଶାସନ

କନକ ବ୍ୟୁରୋ: ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଅମ୍ବିକା ସାହୁ । ସ୍ୱାମୀର ମୃତ୍ୟୁ ପରେ ସରକାରୀ ସହାୟତା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଢା ହେଉଛନ୍ତି ଅମ୍ବିକା । ଥଇଥାନ ଯୋଜନାରେ ଚାକିରୀ ପାଇବା ପାଇଁ ସରକାରୀ କାର୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେବି ଶୁଣୁ ନାହାନ୍ତି ସରକାରୀ ବାବୁ । ଥଇଥାନ…

ଠିକାଦାରଙ୍କୁ ଗୁଣ୍ଡା ଲଗାଇ ଉଠାଇ ନେବା ପରେ ନିସ୍ତୁକ ମାଡ: କେନ୍ଦ୍ରାପଡା କୃଷି ନିଗମ କାର୍ଯ୍ୟାଳୟର କନିଷ୍ଠ…

କନକ ବ୍ୟୁରୋ: ଠିକାଦାରଙ୍କୁ ଗୁଣ୍ଡା ଲଗାଇ ଉଠାଇ ନେବା ପରେ ନିସ୍ତୁକ ମାଡ । ଗୁଣ୍ଡାଙ୍କ ସହଯୋଗରେ ଉଠାଇନେବା ସହ ୪ଘଂଟା ଅଟକ ରଖି ନିର୍ଧୁମ ମାଡ ମରାଯାଇଛି । ଆଉ ଶେଷରେ ଉଦ୍ଧାର କରିଛି ପୁଲିସ । କେନ୍ଦ୍ରାପଡା କୃଷି ନିଗମ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ନିଜେ ଗୁଣ୍ଡା ଲଗାଇ ଠିକାଦାରଙ୍କୁ…

ସଚେତନତା ସତ୍ୱେ ଥମୁନି ବଲାଙ୍ଗୀରରୁ ମଣିଷ ଚାଲାଣ: ଆଗରୁ ବଇନା ଦେଇ ବାହାର ରାଜ୍ୟକୁ ଗରିବଙ୍କୁ ପଠାଉଛନ୍ତି ଶ୍ରମିକ…

କନକ ବ୍ୟୁରୋ: ଥମୁନି ଦାଦନ ଶ୍ରମିକର ଦୁଃଖ କହାଣୀ । କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଶହଶହ ଲୋକ । ଆଉ ସେପଟେ ମାଲାମାଲ ହେଉଛି ଦଲାଲ । ନୂଆଖାଇ ସରିବା ପରେ ବଲାଙ୍ଗୀରରୁ ଶହ ଶହ ଲୋକ ବାହାରିଯାଆନ୍ତି ବହାରକୁ ଦାଦନ ପାଇଁ । ଅନେକ ଦାଦନ ଶ୍ରମିକ ବି ବାହାରକୁ ଚାଲାଣ…

ଯୌତୁକ ଟଙ୍କା ପାଇଁ ସ୍ୱାମୀ କାଟିଦେଲା ସ୍ତ୍ରୀ ଆଙ୍ଗୁଠି: ବାହାଘରର ୧୧ବର୍ଷ ପରେ ବି ମହିଳାଙ୍କୁ ନିର୍ଯାତନା ସହ ହତ୍ୟା…

କନକ ବ୍ୟୁରୋ: ସାମାନ୍ୟ କିଛି ଟଙ୍କା ପାଇଁ ସ୍ୱାମୀ କାଟିଦେଲା ସ୍ତ୍ରୀର ଆଙ୍ଗୁଠି । ଯୌତୁକ ଦାବିକରି ସ୍ତ୍ରୀକୁ ଆକ୍ରମଣ କରିଥିବା ବେଳେ ମହିଳାଙ୍କ ପାପୁଲିରୁ କଟିଯାଇଛି ଆଙ୍ଗୁଠି । ବାହାଘରର ୧୧ବର୍ଷ ପରେ ବି ମହିଳାଙ୍କୁ ଯୌତୁକ ନିର୍ଯାତନା ସହ ହତ୍ୟା ଉଦ୍ୟମ କରିଛନ୍ତି ତାଙ୍କର ସ୍ୱାମୀ ଓ…