Daily Archives

November 15, 2022

ତେଜୁଛି ହେତୁବାଦୀ, ପରମ୍ପରାବାଦୀ ବିବାଦ। ହେତୁବାଦୀଙ୍କୁ ଶ୍ରୀମନ୍ଦିର ପୁରାଇ ଦେବେନି ବୋଲି ଚେତାବନୀ ଦେଲେ ସେବାୟତ।

କନକ ବ୍ୟୁରୋ: ଥମିବାର ନାଁ ନେଉନାହିଁ ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ବିରିଆନୀ ଖାଇବାକୁ ନେଇ ଏବେ ବି ହେତୁବାଦୀଙ୍କୁ ଟାର୍ଗେଟ କରୁଛନ୍ତି ପରମ୍ପରାବାଦୀ । ଏ ଭିତରେ ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି, ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ…

ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା। ବୁଧବାର ବଦଳରେ ଗୁରୁବାର ସରିବ ଉତ୍ସବ।

କନକ ବ୍ୟୁରୋ: ଦିନକ ପାଇଁ ବଢିଲା କଟକ ବାଲିଯାତ୍ରା । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ପରିବର୍ତେ ଗୁରୁବାର ସରିବ କଟକ ବାଲିଯାତ୍ରା । ପୂର୍ବରୁ ବାଲିଯାତ୍ରା ବଢ଼ାଇବାକୁ ଲୋକ ଦାବି ଉଠାଇଥିଲେ । ଆଉ ଦୁଇ ଦିନ ଉତ୍ସବ ବଢ଼ାଇବାକୁ ଦାବି ହୋଇଥିଲା । ଏନେଇ କଟକ ମେୟରଙ୍କୁ ନିକଟରେ…

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ କଟକ ବାଲିଯାତ୍ରା। ୨ ହଜାର ୧୨୨ ପିଲା ତିଆରି କଲେ ୨୩ ହଜାର ଡଙ୍ଗା।

କନକ ବ୍ୟୁରୋ: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କଟକ ବାଲିଯାତ୍ରା । କଟକରେ ଆଜି ୨ ହଜାର ୧୨୨ ପିଲା ଭାଗ ନେଇ ଏକାସଙ୍ଗେ ୨୩ ହଜାର ଡଙ୍ଗା ବାଇଛନ୍ତିି । ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ନେଇ କଟକ ମହାନଗର ନିଗମ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିଲା ।…

ବାଲିରେ ‘ବାଲିଯାତ୍ରା’ କାହାଣୀ। ବାଣିଜ୍ୟିକ ସମ୍ପର୍କ ସ୍ମୃତିକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରେ ବାଲିଯାତ୍ରା ଚର୍ଚ୍ଚା । ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ବାଲିରେ ପହଞ୍ଚିଛନ୍ତି । ସେଠାରେ ସେ ପ୍ରବାସୀଙ୍କୁ ସମ୍ବୋଧନ କରିଛନ୍ତି । ସମ୍ବୋଧନ ବେଳେ ମୋଦୀଙ୍କ ମୁହଁରେ ବାଲିଯାତ୍ରାର ଚର୍ଚ୍ଚା ଦେଖିବାକୁ ମିଳିଥିଲା । ମୋଦୀ…

କଣ କହିଲେ ସଞ୍ଜୟ! ‘ମରିଯିବୁ ସିନା ସାଲିସ ରାଜନୀତିରେ ଭସାଇ ଦେବୁନି’

କନକ ବ୍ୟୁରୋ: ବିସ୍ଫୋରକ ବୟାନକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ନେତା ପୂର୍ବତନ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା । ପୁରୀ ସଦର ମାଲିସାହିରେ ବିଜେଡି ପଦଯାତ୍ରା ଓ କର୍ମୀ ସମାବେଶରେ ସଞ୍ଜୟଙ୍କ ବୟାନ ରାଜ୍ୟ ରାଜଧାନୀ ରାଜନୀତିକୁ କରିଛି ସରଗରମ ।  ସଞ୍ଜୟଙ୍କ ବୟାନରେ ରହିଛି…

ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ: କଠୋର ହେଲେ ସରକାର, ୧୫ ହଜାରଙ୍କୁ ଦିଆଯିବ ମୃତ୍ୟୁ ଦଣ୍ଡ!

କନକ ବ୍ୟୁରୋ: ହିଜାବ ବିରୋଧୀ ଆନ୍ଦୋଳନ ରୋକିବା ପାଇଁ କ୍ରୁର ହୋଇଛନ୍ତି ଇରାନ ସରକାର । ବିକ୍ଷୋଭ ଯୋଗୁଁ ୨ ମାସ ଧରି ଅଶାନ୍ତ ଥିବା ଇରାନ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଭଳି ନିଷ୍ଠୁର ନିଷ୍ପତ୍ତି ନେଇଛି । ହିଂସା, ପୋଡାଜଳା, ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା ଆଜି ମାମଲାରେ ଜଡିତ…