Daily Archives

October 12, 2022

ପୁରୀରେ ୩ ଦିନ ବିତିଲା ରହିବାକୁ ମିଳିଲାନି ଜାଗା, ବାରଦୁଆର ହେଉଛନ୍ତି ହବିଷ୍ୟାଳି

କନକ ବ୍ୟୁରୋ: ସୋମବାରଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଲାଣି, କିନ୍ତୁ ସରୁନି ହବିଷ୍ୟାଳିଙ୍କ ସମସ୍ୟା । ଗୋଟିଏ ମାସ ପାଇଁ ରହିବା ସେମାନଙ୍କ ଲାଗି ଏବେ ବି କାଠିକରପାଠ ହୋଇଛି । ଆଣିଥିବା ଜିନିଷ ଧରି ଏପଟେ ସେପଟେ ଦହଗଞ୍ଜ ହେଉଛନ୍ତି ହବିଷ୍ୟାଳି । ବାରଦୁଆର ହେଉଛନ୍ତି । ଏ ଅଧିକାରୀ, ସେ…

ବିଦେଶୀ ସଂସ୍ଥାର ପାଣିପାଗ ମଡେଲକୁ ଆଇଏମଡିର ଖଣ୍ଡନ, ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା।

କନକ ବ୍ୟୁରୋ: ମହାବାତ୍ୟା ଆସିବା ଖବରକୁ ନେଇ ଅନ୍ତଜାର୍ତୀୟ ପାଣିପାଗ ସଂସ୍ଥା ଜିଏଫଏସ ମଡେଲର ଆକଳନକୁ ସିଧାସଳଖ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଆଇଏମଡି ଡିଜି କହିଛନ୍ତି, ୭ଦିନ ଭିତରେ କୌଣସି ବାତ୍ୟା ଆଶଙ୍କା ନାହିଁ । ଆଗକୁ କଣ ହେବ ପରେ ଆକଳନ…

ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇଛି ରାଜନୀତି, ସୌରଭ ଗାଙ୍ଗୁଲିଙ୍କୁ ନେଇ ଟିଏମସି କଲା ବିଜେପିକୁ ଟାର୍ଗେଟ୍ 

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ରୋଜର ବିନ୍ନି ବିସିସିଆଇର ନୂଆ ହେବା ସମ୍ଭାବନାକୁ ନେଇ ଟିଏମସି, ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛି । ଟିଏମସିର ମୁଖପାତ୍ର କୃଣାଲ ଘୋଷ କହିବା ଅନୁସାରେ,…

ରାଜ୍ୟ କ୍ରିକେଟ ପ୍ରଶାସନରେ ପଶିବେ ପ୍ରଣବ? ଭୋଟର ତାଲିକାରେ ନାଁ ଆସିବା ପରେ ଚର୍ଚ୍ଚା।

କନକ ବ୍ୟୁରୋ: ଓଡିଶା କ୍ରିକେଟ ଆସୋସିଏସନ-ଓସିଏରେ ପ୍ରବେଶ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବିଧାୟକଙ୍କୁ ପ୍ରତିନିଧି କରି ପଠାଇଛି ଯାଜପୁର ଜିଲ୍ଲା କ୍ରିକେଟ ଆସୋସିଏସନ୍ । ଯାଜପୁର ଜିଲ୍ଲାରେ କ୍ରିକେଟ ପ୍ରତି ତାଙ୍କ ଅବଦାନ କାରଣରୁ ପ୍ରତିନିଧିତ୍ୱ ମିଳିଥିବା…

ସଫଳ ହେଲା ନାସାର ମିଶନ ଡାର୍ଟ, ବଦଳିଲା ପୃଥିବୀ ଆଡକୁ ମାଡିଆସୁଥିବା ଗ୍ରହାଣୁର ଗତିପଥ

କନକ ବ୍ୟୁରୋ : ନାସାର ଐତିହାସିକ ମିଶନ ଡାର୍ଟ ସଫଳ ହୋଇଛି । ପୃଥବୀ ଆଡକୁ ମାଡିଆସୁଥିବା ଏକ ଗ୍ରହାଣୁର ଗତିପଥରକୁ ବଦଳାଇ ଦିଆଯାଇଛି । ନାସା ପକ୍ଷରୁ ଏହି ମିଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଥର ପାଇଁ ନାସା ପକ୍ଷରୁ ମହାଜାଗତିକ ବସ୍ତୁର ଗତିପଥକୁ ବଦଳାଇ ଦିଆଯାଇଛି ।…

 ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କଲା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  ଆଇଏମ୍ଏଫ ।  ଭାରତର ଆର୍ଥିକ ଅଭିବୃଦ୍ଧି ହ୍ରାସ…

କନକ ବ୍ୟୁରୋ : ମାନ୍ଦାବସ୍ଥା ମୁହାଁ ବିଶ୍ୱ ଅର୍ଥନୀତି! ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ । ଆଇଏମ୍ଏଫ୍ କହିଛି, ବିଶ୍ୱ ଅର୍ଥନୀତି ପାଇଁ ଆଗକୁ ଆହୁରି ଖରାପ ସମୟ ଆସୁଛି । ଏପଟେ ଭାରତର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି କହିଛି…