Daily Archives

October 12, 2022

ଅବନ୍ତୀ ଦାସଙ୍କ ପ୍ରତିକ୍ରିୟା, ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି। ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି। 

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ ଦାସ । ନାଁ ଘୋଷଣା ହେବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି । ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି । ମୋତେ ପ୍ରାର୍ଥୀ ଭାବେ ଘୋଷଣା…

କାହିଁକି ଦୁର୍ଘଟଣାର ଶିକାର ‘ସେନା’ର ଶକ୍ତିଶାଳୀ ହେଲିକପ୍ଟର ଓ ବିମାନ, କଣ କହୁଛନ୍ତି ବିଶେଷଜ୍ଞ

କନକ ବ୍ୟୁରୋ : ୨୦୨୨ ଅକ୍ଟୋବର ୧୨, ମିଗ୍ ୨୯-କେ ଗୋଆରେ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କରିଥିଲେ । •    ୨୦୨୨ ଅକ୍ଟୋବର ୫ରେ ଅରୁଣାଚଳପ୍ରଦେଶରେ ତବାଙ୍ଗରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ସେନାଧିକାରୀ ସହିଦ ଓ…

ଏଫଆଇଆର ଖୋଲିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର। ହନିଟ୍ରାପ୍ ପାଇଁ ତିଆରି କରୁଥିଲେ…

କନକ ବ୍ୟୁରୋ: ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀଙ୍କୁ କେମିତି ଫସାଇଥିଲେ ଅର୍ଚ୍ଚନା ନାଗ । କନକ ନ୍ୟୁଜ୍ ହାତରେ ଲାଗିଛି ଖଣ୍ଡଗିରି ଥାନାରେ ଯୁବତୀ ଦେଇଥିବା ଏଫ୍ଆଇଆର କପି । କେମିତି ଅର୍ଚ୍ଚନାର ନାଗଫାଶରେ ଫସିଥିଲେ ଯୁବତୀ ତାର ପୂରା କାହାଣୀ କହିଛନ୍ତି । ଖଣ୍ଡିଗିରି ଥାନାରେ…

କେରଳରେ ଚାଞ୍ଚଲ୍ୟ, ଦୁଇ ମହିଳାଙ୍କୁ ଗଳାକାଟି ହତ୍ୟା

କନକ ବ୍ୟୁରୋ : ଘରେ ଧନ-ସମ୍ପତି ବୃଦ୍ଧି ପାଇଁ ଟପିଗଲେ ସବୁ ସୀମା । ଦେଲେ ଦୁଇ ମହିଳାଙ୍କ ନରବଳି । କେରଳର ପଥନମଥିତ ଜିଲ୍ଲାର ତିରୁଭଲ୍ଲାରୁ ଆସିଛି ଏମିତି ଏକ ଛାତିଥରା ଘଟଣା । ଏଭଳି ଏକ ଚରମ ହତ୍ୟାକାଣ୍ଡ ଭିଆଇଛନ୍ତି ଏକ ଦମ୍ପତି । ହତ୍ୟା ପଛର ମାଷ୍ଟର ମାଇଣ୍ଡ ହେଉଛି ରଶିଦ୍ ଓରଫ ମହମ୍ମଦ…

ପୁଟିନଙ୍କ ‘ପରମାଣୁ’ ଧମକ ପରେ ବାଇଡେନଙ୍କ ପ୍ରତିକ୍ରିୟା । ଜାଣନ୍ତୁ କଣ ଗେମ୍ ପ୍ଲାନ ପ୍ରସ୍ତୁତ କରିଛନ୍ତି ଆମେରିକା…

କନକ ବ୍ୟୁରୋ :  ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଭିତରେ ‘ପରମାଣୁ’ ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ପୁଟିନଙ୍କ ଦ୍ୱାରା ବାରମ୍ବାର ପରମାଣୁ ଧମକ ଓ ୟୁକ୍ରେନ୍ ଉପରେ ମିଜାଇଲ ଆକ୍ରମଣକୁ ଗୁରୁତ୍ୱର ସହ ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବେ ବଡ଼ ବୟାନ ଦେଇଛନ୍ତି ।…

କାମ ପାଇଁ ବାହାର ରାଜ୍ୟକୁ ଯାଇ ମିଳୁନି ପ୍ରକାଶ ଚନ୍ଦ୍ର ଜେନାଙ୍କ ଖବର। ୨ ବର୍ଷ ହେବ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ…

କନକ ବ୍ୟୁରୋ: କାମ ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି ସ୍ୱାମୀ । ହେଲେ ଯିବାର ୨ ବର୍ଷ ବିତିଗଲାଣି, ଏପର୍ଯ୍ୟନ୍ତ ସ୍ୱାମୀଙ୍କ କୌଣସି ପତା ମିଳୁନି । ସ୍ୱାମୀଙ୍କ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ତ୍ରୀ ଓ ପରିବାର ସଦସ୍ୟ । କେନ୍ଦ୍ରାପଡ଼ା ପାଟକୁରା ଥାନା ମାଣିକପୁର ଗାଁରେ ଦେଖିବାକୁ…