Daily Archives

October 4, 2022

ମାଆଙ୍କୁ ଲାଗିହେଲା ଦହି ପଖାଳ। ଦୁର୍ଗାରୂପରେ ପୂଜା ପାଇଲେ କୁଆଁରୀ କନ୍ୟା 

କନକ ବ୍ୟୁରୋ: ମହାନବମୀରେ ସମସ୍ତ ରୀତିନୀତି ସହିତ ମାଆଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦହି ପଖାଳ ପ୍ରସାଦ ବ୍ୟବସ୍ଥା କରିଛି କଟକ ମଙ୍ଗଳାବାଗ ପୂଜା କମିଟି । ପ୍ରାୟ ୫ଶହରୁ ଅଧିକ ଲୋକଙ୍କ ପାଇଁ ଏହି ପ୍ରସାଦ ବ୍ୟବସ୍ଥା କରାଯାଇଛି । ସେପଟେ…

ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ଦିନ ତମାମ ବର୍ଷା । ଭିଜିଲା ପୂଜା ମଣ୍ଡପ, ଫିକା ପଡିଲା ଦଶହରା ବୁଲା

କନକ ବ୍ୟୁରୋ: ବର୍ଷା ଭିଜାଇଲା ପୂଜା ବଜାର । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଉ ଲଗାଣ ବର୍ଷାରେ ଭୁଷୁଡି ପଡିଛି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ସୁସଜ୍ଜିତ ତୋରଣ । ପୂଜା ମଣ୍ଡପର ଆକର୍ଷଣ ବଢାଇବାକୁ ତିଆରି ହୋଇଥିବା ଆଲୋକ ଗେଟ୍ ବର୍ଷାରେ ଭୁଷୁଡି ଯାଇଛି ।…

ଦୁର୍ଗାପୂଜା କରୁଛନ୍ତି ଦେହଜୀବୀ । ଯୌନକର୍ମୀଙ୍କ ପାଇଁ ବଦନାମ ସୋନାଗାଛିରେ ପହଞ୍ଚିଲା କନକ ନ୍ୟୁଜ ।

କନକ ବ୍ୟୁରୋ: ବଦନାମ ସୋନାଗାଛିରେ ଦୁର୍ଗାପୂଜା । କୋଲକାତାର ସୋନାଗାଛି, ଦେହଜୀବୀଙ୍କ ପାଇଁ ସାରା ବିଶ୍ୱରେ ବଦନାମ । ଆଉ ଏହି ବଦନାମ ଗଳିରେ ପ୍ରଥମ ଥର ପାଳନ ହେଉଛି ଦୁର୍ଗାପୂଜା । ରେଡ୍ ଲାଇଟ୍ ଅଞ୍ଚଳରେ ଦଶହରା ପର୍ବ ପାଳନ କରିବାକୁ ସୁପ୍ରିମକୋର୍ଟ ଅନୁମତି ମିଳିବା ପରେ ଉତ୍ସବ ମୁଖର ହୋଇ…

ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ଚାଲିଛି ଲୁଟପାତ । ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି…

କନକ ବ୍ୟୁରୋ: ପୂଜା ବଜାରରେ ସାଇବର ଠକଙ୍କ ଉତ୍ପାତ । ଏସକର୍ଟ ସର୍ଭିସ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ୍ ପୋଲିସ । ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଏହି ଠକ ଗ୍ୟାଙ୍ଗରେ ଯୁବତୀ ବି ରହିଛନ୍ତି । ଗୁଗଲରେ ବିଜ୍ଞାପନ ଦେଇ ଲୋକମାନଙ୍କୁ…

ଶିଶୁ ପୁତ୍ର ତୁଳନାରେ ଦେଶରେ କମୁଛି ଶିଶୁ କନ୍ୟା ମୃତ୍ୟୁହାର । ନୂଆ ସର୍ବେକ୍ଷଣରୁ ଆସିଲା ତଥ୍ୟ

କନକ ବ୍ୟୁରୋ: ଭାରତ ନାଁରେ ଗୋଟିଏ ବଡ ଅପବାଦ ରହିଥିଲା ଯେ, ଭାରତରେ ଶିଶୁ ପୁତ୍ର ମୃତ୍ୟୁ ହାର ତୁଳନାରେ ଶିଶୁ କନ୍ୟା ମୃତ୍ୟୁ ହାର ସର୍ବାଧିକ । ୨୦୧୧ର ତଥ୍ୟ ଅନୁସାରେ ଏହି କଥାଟି ସତ୍ୟ ପ୍ରମାଣିତ ହୋଇଥିଲା । କିନ୍ତୁ ୯ବର୍ଷ ଭିତରେ ବଦଳି ଯାଇଛି ଚିତ୍ର । ୨୦୨୦ର ତଥ୍ୟ କହୁଛି ଶିଶୁ ପୁତ୍ର…

ଜନ୍ମଦିନରେ ପନ୍ତଙ୍କୁ ଟ୍ରୋଲ କଲେ ୱାସିମ ଜାଫର: କଲେ ଏମିତି ପୋଷ୍ଟ

କନକ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଷବ ପନ୍ତ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି । ଏବେ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଖେଳୁଛନ୍ତି । ତେବେ ପନ୍ତଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛୁ । ତେବେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଏକ…