Daily Archives

October 4, 2022

କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ହତ୍ୟା । ଡିପ୍ରେସନର ଶିକାର ଥିଲା ହତ୍ୟାକାରୀ ୟାସିର । ହାତଲେଖା ଡାଏରୀରୁ…

କନକ ବ୍ୟୁରୋ: ପୁଣି କାଶ୍ମୀର ଘାଟିର ସୁରକ୍ଷା ପ୍ରସଙ୍ଗକୁ ନେଇ ଉଠିଲା ପ୍ରଶ୍ନ । ବଲିଉଡ୍ ଫିଲ୍ମର କାହାଣୀ ପରି କେମିତି ଜଣେ ଜେଲ୍ ଡିଜିଙ୍କୁ ହତ୍ୟା କରାଯାଇଥିଲା ତାହାର କାହାଣୀ ଏବେ ସାମ୍ନାକୁ ଆସିଛି । ଧରା ପଡିଛି କାଶ୍ମୀର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କ ହତ୍ୟାକାରୀ । ଡିଜି…

ବଜ୍ରପାତ ନେଲା ତିନି ଜୀବନ । ବାଲେଶ୍ୱର ଓ ଯାଜପୁରରୁ ଆସିଲା ଅଭାବନୀୟ ଘଟଣା ।

କନକ ବ୍ୟୁରୋ: ବଜ୍ରାଘାତ ନେଲା ତିନି ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିବେକ ଖୁଂଟିଆଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗ୍ରାମରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ଖଇରା ବ୍ଲକ ନୟାଖଣ୍ଡି ପଂଚାୟତ କଅଁଳଖୁଂଟା ଗ୍ରାମର ବିବେକ ଚାଷ…

ମୌସୁମୀ ସରିଆସୁଥିବା ବେଳେ କୋଲାବ ଓ ତେଲେଙ୍ଗିରି ଜଳଭଣ୍ଡାରରୁ ଆସିଲା ଖୁସି ଖବର । ଚାଷ ପାଇଁ ଡ୍ୟାମରେ ପର୍ଯ୍ୟାପ୍ତ ଜଳ…

କନକ ବ୍ୟୁରୋ: ମୌସୁମୀ ସରିଆସୁଥିବା ବେଳେ ଚଳିତ ବର୍ଷ କୋଲାବ ଓ ତେଲେଙ୍ଗିରି ଜଳ ଭଣ୍ଡାର ପାଇଁ ଖୁସି ଆଣି ଦେଇଛି । ଆଶା ଅନୁସାରେ ଡ୍ୟାମରେ ଜଳସ୍ତର ପର୍ଯ୍ୟାପ୍ତ ରହିଛି । ଯେଉଁ କାରଣରୁ ଆଗାମୀ ରବି ଚାଷ ଓ ବିଦ୍ୟୁତ ଉତ୍ପାଦନ ପାଇଁ କୌଣସି ସମସ୍ୟା ହେବ ନାହିଁ । କୋଲାବ ଜଳ ଭଣ୍ଡାରର ଜଳ ଧାରଣ…

ମା’ ମଝିଘରିଆଣିଙ୍କ ସୁନାବେଶ । ଦେବୀଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ ।

କନକ ବ୍ୟୁରୋ: ମାଙ୍କ ଦଶହରା ପୂଜା ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ ସମସ୍ତ ପ୍ରମୁଖ ଦେବୀ ପୀଠରେ ମା’ଙ୍କ ଦଶମୀ ପୂଜା ହୋଇଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କୁ ସୁନା ବେଶ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ହଜାର ହଜାର…

ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ବନ୍ଦ ଘୋଷଣା । ଜୋର ଜବରଦସ୍ତ ଦାଦାବଟି ଆଦାୟକୁ ହୋଇଥିଲା ଅଭିଯୋଗ ।

କନକ ବ୍ୟୁରୋ: ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ବସ୍ ଚଳାଚଳ ବନ୍ଦ । ବନ୍ଦ ଡାକରା ଯୋଗୁଁ ସମସ୍ତ ଲୋକାଲ ଓ ଭୁବନେଶ୍ୱର ଯାଉଥିବା ୧୦୦ରୁ ଅଧିକ ବସ୍ ଚଳାଚଳ ବନ୍ଦ ରହିଛି । ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ଧରି ଭଦ୍ରକ ବନ୍ତ ଛକ ବସଷ୍ଟାଣ୍ଡରେ କିଛି ଅସାମାଜିକ ବ୍ୟକ୍ତି ଜୋରଜବରଦସ୍ତି…

ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଅଣ୍ଟା ଭିଡିଲେ ତିନି ପ୍ରମୁଖ ରାଜନୈତିକ ଦଳ । କେଉଁ ଦଳ କାହାକୁ ପ୍ରାର୍ଥୀ…

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ବିଗୁଲ ବାଜି ସାରିଛି । ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ସସପେନ୍ସ ବଢ଼ିବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତିହିଡି ଗସ୍ତ ପରେ ଦଳର…