Daily Archives

October 2, 2022

ଖୋଲିବ କି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ? ଭାଇରାଲ ଅଡିଓକୁ ନେଇ ପୋଲିସର ତନାଘନା 

କନକ ବ୍ୟୁରୋ: ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ । ଏପଟେ ଭାଇରାଲ ଅଡିଓକୁ ନେଇ ତନାଘନା ଚଲାଇଛି କମିସନରେଟ ପୁଲିସ । ଅଡିଓ କ୍ଲିପକୁ ନେଇ ନିମାପଡା ଅଞ୍ଚଳର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ପୁଲିସ ମାରାଥନ ଜେରା କରିଛି । ଡିସିପି ଅଫିସରେ ତାଙ୍କ…

ଆରମ୍ଭ ହେଲା ପଦଯାତ୍ରା ପଲିଟିକ୍ସ । ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରି କର୍ମୀ ଓ ମନ୍ତ୍ରୀଙ୍କ ସହ…

କନକ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରୁ ୨୦୨୪ ନିର୍ବାଚନ ପାଇଁ ବିଗୁଲ ବଜାଇଛି ବିଜେଡି । ଅକ୍ଟୋବର ୨ରୁ ଅର୍ଥାତ୍ ଆଜିଠୁ ଏକମାସ ଯାଏଁ ସାରା ରାଜ୍ୟରେ ପଦଯାତ୍ରା କରି ଲୋକଙ୍କ ପାଖକୁ ଯିବେ ନେତା । ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

କେଉଁଠି କାର୍ଟୁନ ଥିମରେ ସଜେଇ ହେଇଛି ମଣ୍ଡପ, ତ ଆଉ କେଉଁଠି ରସଗୋଲା ମଣ୍ଡପ । କୋଲକାତାରେ ଜମୁଛି ପୂଜା ମାହୋଲ ।

କନକ ବ୍ୟୁରୋ: କୋଲକାତାରେ ଜମୁଛି ପୂଜା ମାହୋଲ । ପଶ୍ଚିମବଙ୍ଗର ରାଜଧାନୀରେ ଦୁର୍ଗାପୂଜାକୁ ନେଇ ଗହଳିଚହଳି ଲାଗିଛି । ବିଭିନ୍ନ ଥିମରେ ତିଆରି ସୁନ୍ଦର ଓ ସୁଉଚ୍ଚ ତୋରଣ, କୋଲକାତା ଦୁର୍ଗାପୂଜାର ନିଆରା ପରିଚୟ । ଚଳିତ ବର୍ଷ ସିଂହୀପାର୍କ ସାର୍ବଜନୀନ ଦୁର୍ଗାପୂଜା କମିଟିର ପୂଜା ପେଣ୍ଡାଲ…

ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା । ସୁନା, ରୂପା ମେଢ଼ରେ ଶୋଭା ପାଉଛନ୍ତି ମା’ । ମନମୋହୁଛି ସୁଦୃଶ୍ୟ ତୋରଣ ।

କନକ ବ୍ୟୁରୋ: ଦଶହରାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶକ୍ତିପୀଠରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଛି । ଚଳିତ ବର୍ଷ ଦ୍ୱୈତନଗରୀର ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଉଛି । କୋଭିଡ କଟକଣା ଯୋଗୁଁ ୨ ବର୍ଷ ଦଶହରା ଫିକା ପଡିଥିବା ବେଳେ ଚଳିତ ବର୍ଷା କଟକଣା ନଥିବାରୁ ପୂଜାରେ ଆନନ୍ଦ ଉଲ୍ଲାସ…

ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡା ମହାକାଳପଡା ବ୍ଲକରୁ ଆସିଲା ଅଭିଯୋଗ ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ପଞ୍ଚାୟତରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବିଜେପି ନେତା ସୌଭାଗ୍ୟ ପରିଡ଼ା ଆଣିଛନ୍ତି ଏହି ଅଭିଯୋଗ । ଅଧିକାର ଆଇନ୍ ବଳରେ ତଥ୍ୟ ଆଣି ସମସ୍ତ ତଥ୍ୟ ସହ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି ସୌଭାଗ୍ୟ ।…

ଶୁଣିଲାନି ପ୍ରଶାସନ, ମିଳିପାରିଲାନି ପକ୍କା ଘର। ଅସହାୟ ବୃଦ୍ଧା ମା’ ଓ ଦିବ୍ୟାଙ୍ଗ ପୁଅ ପାଇଁ ପକ୍କା ଘର ତିଆରି କଲେ…

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ, ମିଳିପାରିଲାନି ପକ୍କା ଘର । ଆଉ ଭଙ୍ଗା ଦଦରା ଘରେ ଅସହାୟ ବୃଦ୍ଧା ମା’ ଓ ଦିବ୍ୟାଙ୍ଗ ପୁଅ । ତେବେ ଏମାନଙ୍କୁ ସହଯୋଗ କରି ପକ୍କା ଘର ତିଆରି କରିଦେଲେ ସମାଜସେବୀ । ମାଲକାନଗିରି ସଦର ମହକୁମାର ଜଣାଶୁଣା ସାମଜସେବୀ ତଥା ବ୍ୟବସାୟୀ ବିନୋଦ ଟାଓାରିଙ୍କ…