ମନ୍ତ୍ରୀଙ୍କ ଆଗରେ କାନ୍ଦି କାନ୍ଦି ଗୁହାରୀ କଲେ କିଡନୀ ରୋଗୀ । କହିଲେ, ଏସସିବିରେ ଦିଆଯାଉଛି ବ୍ଲାକଲିଷ୍ଟଟେଡ ଔଷଧ ।
କନକ ବ୍ୟୁରୋ: କିଡନୀ ରୋଗୀଙ୍କୁ ମିଳୁନାହିଁ ଉନ୍ନତ ମାନର ଔଷଧ । ରାଜ୍ୟରେ ଉନ୍ନତ ମାନର ଚିକିତ୍ସା ପାଇଁ ଗୁହାରୀ କରୁଛନ୍ତି କିଡନୀ ରୋଗୀ ଏବଂ ତାଙ୍କ ପରିବାର । ସମସ୍ୟାର ସମାଧାନ ହେଉନଥିବା ବେଳେ କାନ୍ଦି କାନ୍ଦି ଜୀବନ ବଞ୍ଚାଇବାକୁ ଗୁହାରୀ କରୁଛନ୍ତି କିଡନୀ ରୋଗୀ । ଏସସିବିରେ ନିଷିଦ୍ଧ…