Daily Archives

September 30, 2022

ଓଡିଶା ରାଜନୀତିରେ ନୂଆ ଟ୍ରେଣ୍ଡ । ଜଗନ୍ନାଥଙ୍କୁ ନେଇ ବିଜେଡି ବିଜେପି ବୟାନବାଜି । ପଢନ୍ତୁ, କିଏ କହିଲେ କଣ?

କନକ ବ୍ୟୁରୋ: ରାଜନୀତିରେ ଜଗନ୍ନାଥ । ଓଡିଆଙ୍କ ଭାବାବେଗ ସହ ଜଡିତ ଥିବା ଜଗନ୍ନାଥଙ୍କୁ ନେଇ ଜେ.ପି ନଡ୍ଡାଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ସମସ୍ତ ଭାରତୀୟଙ୍କ ବସ୍ ହେଉଛନ୍ତିି ‘ମହାପ୍ରଭୁ ଶ୍ରୀଜଗନ୍ନାଥ‘ । ତେବେ ୟୁପି, ମହାରାଷ୍ଟ୍ରରେ ଧର୍ମକୁ…

ରାଜ୍ୟ କ୍ୟାବିନେଟରେ ୮ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ, ଓସିଏସ ପରୀକ୍ଷା ଓ ଧାନ ସଂଗ୍ରହକୁ ଗୁରୁତ୍ୱ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଏ. ପିଜି, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ମଙ୍ଗଳ, ଗୃହ , ଇସ୍ପାତ ଓ ଖଣିକୁ ନେଇ ମୋଟ ୮ ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରଥମେ ଓସିଏସ…

ଯାଜପୁରର ବିସ୍ମୟ ମଣିଷ ଶ୍ରୀକାନ୍ତ ସାହୁ: ପିଲାଦିନୁ ଗୋଟିଏ ପାପୁଲି ନାହିଁ, ହେଲେ ସେ ସବୁକାମରେ ପାରଙ୍ଗମ 

କନକ ବ୍ୟୁରୋ: ଯାଜପୁରର ବିସ୍ମୟ ମଣିଷ ଶ୍ରୀକାନ୍ତ । ପିଲାଦିନୁ ଡାହାଣହାତର ପାପୁଲି ନାହିଁ, ହେଲେ ଚିତ୍ର ଅଙ୍କିବା, ଗାଡ଼ି ନମ୍ବର ପ୍ଲେଟ୍, ଷ୍ଟିକରିଂ, ମାର୍ବଲ ଆର୍ଟ ଓ ସୋଲରେ ବିଭିନ୍ନ ପ୍ରକାରର ଡିଜାଇନ କରିବା ଏବେ ତାଙ୍କର ପେଶା ଓ ନିଶା ପାଲଟିଛି । ଏହା ସହ ବାଇକରେ ଷ୍ଟଂଟ କରିବା, କାଚ…

ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ନରକଙ୍କାଳ: ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର

କନକ ବ୍ୟୁରୋ: ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ କଙ୍କାଳ । ରାୟଗଡ଼ା ଅମ୍ବାଦୋଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ ନିକଟ ଜଙ୍ଗଲରୁ ଏକ ଅଖାରେ ଭର୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ…

ଖବର ବାଜିଲା, ପ୍ରଶାସନ ଚେତିଲା: ଜୟପୁର ଇନ୍ଦିରା କଲୋନୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ପରେ ପାଠ ପଢିଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଖବର ବାଜିଲା, ପ୍ରଶାସନ ଚେତିଲା । ଜୟପୁର ବ୍ଳକର ଇନ୍ଦିରା କଲୋନୀରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲାପକାଇଥିଲେ ଗାଁ ଲୋକେ । ଏନେଇ ଖବର ବାଜିବା ପରେ ଜଣେ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଆଉ ଗାଁ ଲୋକେ ସ୍କୁଲରୁ ତାଲା…

ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ ଲଗାଇଦେଲେ ଦୁର୍ବୃତ: ଦୁର୍ନୀତି ଚପାଇବା ଉଦ୍ୟମରେ ନିଆଁ ଲଗାଇଥିବା ଅଭିଯୋଗ 

କନକ ବ୍ୟୁରୋ: ଦୁର୍ନୀତି ଲୁଚେଇବା ପାଇଁ ପଂଚାୟତରେ ନିଅାଁ ଲଗାଇଦେଲେ ଦୁର୍ବୃତ । ବଲାଙ୍ଗୀର ପୁଇନ୍ତାଲା ବ୍ଳକ ବିଲେଇସର୍ଡ଼ା  ପଂଚାୟତରେ ନିଆଁ ଲାଗି କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର ପୋଡ଼ ପାଉଁଶ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । କାର୍ଯ୍ୟାଳୟ ବନ୍ଦ ଥିବାବେଳେ କେହି ପଛପଟୁ ଝରକା ଭାଙ୍ଗି…