Daily Archives

September 29, 2022

ରୋଗୀଙ୍କ ଚିକିତ୍ସା କରି ଚର୍ଚ୍ଚାରେ ଡାକ୍ତର। ବିନା ପଇସାରେ ଟ୍ରଲି ଉପରେ ଚିକିତ୍ସା କରି ମାନସିକ ରୋଗୀକୁ କଲେ ସୁସ୍ଥ।

କନକ ବ୍ୟୁରୋ: ଜଣେ ମାନସିକ ରୋଗୀଙ୍କ ଚିକିତ୍ସା କରି ଚର୍ଚ୍ଚାରେ ଡାକ୍ତର । ଚିକିତ୍ସା କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରୁବୁଲୁଛି । ଆଉ ଡାକ୍ତରଙ୍କ ଏହି କାମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶାଂସା ମିଳୁଛି । ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଡାକ୍ତର…

କଂଗ୍ରେସ ବିଧାୟକଙ୍କୁ ଦଣ୍ଡାଦେଶର କିଛିକ୍ଷଣ ମଧ୍ୟରେ ମିଳିଲା ଜାମିନ, ଜାଣନ୍ତୁ କଣ ଥିଲା ମାମଲା

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ ମିଳିବାର ମାତ୍ର କେଇଘଣ୍ଟା ମଧ୍ୟରେ ପୁଶି ଜାମିନ ମିଳିଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ଆଜି ୩ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଥିଲେ । ହେଲେ ଏହି ଦଣ୍ଡାଦେଶ ପାଇବାର ମାତ୍ର କେଇଘଣ୍ଟା…

ଅବକାରୀ ବିଭାଗକୁ ବଡ ସଫଳତା। ସୁନ୍ଦରଗଡ ବଣାଇରେ ବିଦେଶୀ ମଦ ଜବତ।

କନକ ବ୍ୟୁରୋ: ଦଶହରା ପୂର୍ବରୁ ଅବକାରୀ ବିଭାଗର ସଫଳତା । ମଦ ବିକ୍ରି ବେଳେ ସୁନ୍ଦରଗଡ ବଣାଇରେ ବିଦେଶୀ ମଦ ଜବତ ହୋଇଛିା ରାଉରକେଲାର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟରୁ ବିଦେଶୀ ମଦ ମଗାଯାଇ ବିକ୍ରି ଚାଲିଥିଲା । ତା ପୁଣି ଚଢା ଦରରେ ବିକ୍ରି ହେଉଥିଲା । ବାହାରୁ ଶସ୍ତାରେ ବିଦେଶୀ ମଦ…

ଅସ୍ତରଙ୍ଗ ପାଞ୍ଚଗାଁ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି। ଷ୍ଟୋର ଘର ତାଲା ଭାଙ୍ଗି ହଡପ କରିନେଲେ ଚୋର।

କନକ ବ୍ୟୁରୋ: ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି । ଏନେଇ ଅସ୍ତରଙ୍ଗ ଥାନାରେ ଏତଲା ଦେଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଏପରି ଘଟଣା ଅସ୍ତରଙ୍ଗ ବ୍ଳକ ସରକାରୀ ପାଞ୍ଚଗାଁ ଉଚ୍ଚ ବିଦ୍ୟାଳୟରେ ଘଟିଛି । ବିଳମ୍ବିତ ରାତିରେ ସ୍କୁଲରେ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀ ୧୫ ବସ୍ତା ଚାଉଳ…

ଜୟପୁରରେ ନିମ୍ନମାନର ଖାଦ୍ୟ ଯୋଗୁ ୧୨ରୁ ଅଧିକ ହୋଟେଲରେ ଚଢାଉ। ୧୮ହଜାରରୁ ଅଧିକ ଟଙ୍କା ଫାଇନ।

କନକ ବ୍ୟୁରୋ: ଜୟପୁରରେ ବଡ଼ ବଡ଼ ହୋଟେଲ ଗୁଡିକରେ ଚାଲିଛି ଚଢାଉ । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ନିମ୍ନମାନର ତେଲ ଓ ଖାଦ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଯାହାପାଇଁ ଏହି ଚଢାଉ କରାଯାଇଛି । ଜୟପୁରରର ୧୨ରୁ ଅଧିକ ବଡ଼ ବଡ ହୋଟେଲ ଉପରେ ଚଢାଉ ହୋଇଛି ।…

କିଏ ନେବ ବୁମରାଙ୍କ ସ୍ଥାନ? ଏହି ୨ ବୋଲରଙ୍କୁ ନେଇ ଚର୍ଚ୍ଚା…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଅନୁଭବୀ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହା…