Daily Archives

September 29, 2022

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରସଙ୍ଗ: ପରିବହନ କମିଶନର କହିଲେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଲେ ବଢାଇବୁ ସମୟ ସୀମା

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ନମ୍ବର ପ୍ଲେଟ ଲଗାଇବା ନେଇ ସମୟ ସୀମାକୁ ବୃଦ୍ଧି କରାଯିବ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଖାପାଖି ୨୬ଟି ରାଜ୍ୟରେ…

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷକୁ ଆଂଶିକ ସଫଳତା, ୟୁକ୍ରେନର ୪ ଟି ସହରକୁ ଋଷ ସହ ସାମିଲ କଲେ ପୁଟିନ୍

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ୟୁକ୍ରେନର ୪ ଟି ସହରକୁ ଋଷ ଦଖଲ କରି ନିଜ ନିୟନ୍ତ୍ରଣକୁ ଆଣିଥିଲା । ଏହାପରେ ଦଖଲ କରିଥିବା ୪ ଟି ସହରର ଲୋକଙ୍କ ଜନମତ ସଂଗ୍ରହ କରିଥିଲା ଋଷ । ଏହାପରେ ଏବେ ସ୍ପଷ୍ଟ ହୋଇଛି କି ଶୁକ୍ରବାର ଅର୍ଥାତ ଆସନ୍ତାକାଲି ଠାରୁ ଏହି ୪ ଟି…

ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ: ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ

କନକ ବ୍ୟୁରୋ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ । ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମେଟ୍ରୋ ବିଲ୍ଡର ନିର୍ଦ୍ଦେଶ ପୀୟୁଷ ମହାନ୍ତିଙ୍କୁ ବି ଜେଲ ଦଣ୍ଡାଦେଶ । ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ । ପୂର୍ବତନ ଆଇଏଏସ…

ବରମୁଣ୍ଡା ପଡିଆରେ ବିଜେଡିର ତାଲିମ୍ ଶିବିର: ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କ…

କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସରକାରଙ୍କ ଯୋଜନା ଓ ବାର୍ତାକୁ ଲୋକଙ୍କ ପାଖରେ…

କଂଗ୍ରେସ ଏବେ ଜାତୀୟ ନୁହେଁ, ଭାଇ-ଭଉଣୀଙ୍କ ପାର୍ଟି: ପରିବାରବାଦ ପଲିଟିକ୍ସକୁ ନେଇ ଭୁବନେଶ୍ୱରରୁ ନଡ୍ଡା ମାରିଲେ ତୀର

କନକ ବ୍ୟୁରୋ: ଭୁବନେଶ୍ୱର ସମାବେଶରେ କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ଗଣାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେବଳ ରାଜ୍ୟ ସରକାର ନୁହେଁ ଏଥିରେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଉ କଂଗ୍ରେସକୁ ଭାଇ-ଭଉଣୀଙ୍କ ପାର୍ଟି ବୋଲି ମଧ୍ୟ…

ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା, ବାଦ ପଡିଲେ ଯସପ୍ରୀତ ବୁମରା।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଅନୁଭବୀ ଦ୍ରୁତ ବୋଲର ଯସପ୍ରୀତ ବୁମରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହା…