Daily Archives

September 28, 2022

୫ ବର୍ଷ ପାଇଁ ବ୍ୟାନ ହେଲା ପିଏଫ୍ଆଇ । କରୁଥିଲେ ଦେଶବିରୋଧି କାର୍ଯ୍ୟ

କନକ ବ୍ୟୁରୋ : ଗୋଟିଏ ସପ୍ତାହ ହେଲା ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପି ଚଢାଉ କରି ପପୁଲାର ଫ୍ରଂଟ୍ ଅଫ୍ ଇଣ୍ଡିଆର ୨୪୦ରୁ ଅଧିକ ନେତା ଏବଂ କର୍ମକର୍ତାଙ୍କୁ ଗିରଫ କରିବା ପରେ କେନ୍ଦ୍ର ସରକାର ଏହି ମୁସଲିମ୍ ରାଜନୈତିକ ଦଳକୁ ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି । ଆତଙ୍କବାଦୀ ଲିଙ୍କ୍ ତଥା…

ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଖୋଲୁନି ମୃତ୍ୟୁ ରହସ୍ୟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଆଗରେ…

କନକ ବ୍ୟୁରୋ: ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କରି ବିଜେପି ପରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଆଜି ମନ୍ତ୍ରୀଙ୍କ ଘର ଉପରକୁ ଛାତ୍ର…

କ୍ୟୁବାରେ ଘୂର୍ଣ୍ଣିଝଡ଼ ‘ଇୟାନ’ ମାଡ଼ । ଅସ୍ତବ୍ୟସ୍ତ ହୋଇପଡିଛି ଦ୍ୱୀପପୁଂଜ

କନକ ବ୍ୟୁରୋ : କ୍ୟୁବାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ଇୟାନ । କ୍ୟୁବାର ପଶ୍ଚିମଭାଗରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ମୁସଳଧାରା ବର୍ଷା ଓ ପବନରେ କ୍ୟୁବାର ଅନେକ ସହରରେ ଥରହର ପରିସ୍ଥିତି ସୃଷ୍ଟି ହୋଇଛି । ଘଂଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ…

କଟକ ଜଗତପୁର ଭିତରକୁ ପଶିଆସିଲା ହାତୀ । ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ, ଭାଙ୍ଗିଲା ଘର ଓ ଗାଡ଼ି ।

କନକ ବ୍ୟୁରୋ: କଟକ ଜଗତପୁର ଅଞ୍ଚଳରେ ହାତୀ ବୁଲିବା ଖବର ଆତଙ୍କ ସୃଷ୍ଟି କରିଛି । ବାଟବଣା ହୋଇ ସହର ଭିତରକୁ ଚାଲି ଆସିଥିବା ହାତୀ ରାସ୍ତା ଉପରେ ବୁଲିବା ସହ ଉତ୍ପାତ କରିଛି । ସହର ଭିତରେ ଘର ଦ୍ୱାରା ଓ ଗାଡି ଭଙ୍ଗାରୁଜା କରିଛି । ଏପରିକି ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୃଦ୍ଧି ହେବ କି ସମୟସୀମା? ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ ।

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ଡେଡଲାଇନ ସରିଆସୁଥିବାବେଳେ, ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ନମ୍ବର ପ୍ଳେଟ ଲଗାଇବାର ସମୟ ସୀମା ବୃଦ୍ଧି ହେବ କି ନାହିଁ ସେ ନେଇ ୨ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆବଶ୍ୟକ ଭିତ୍ତିଭୂମି ନଥାଇ…

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଦେଶର ନୂଆ ସିଡିଏସ୍ । ଅନୀଲ ଚୌହାନଙ୍କୁ ସିଡିଏସ୍ ନିଯୁକ୍ତ କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେଲେ ଦେଶର ନୂଆ ସିଡିଏସ୍ । ଅନୀଲ ଚୌହାନଙ୍କୁ ନୂଆ ସିଡିଏସ୍ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ତେବେ ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ଅଚାନକ ଦେହାନ୍ତ ପରେ ଅନୀଲ ଚୌହାନ ଦେଶର ନୂଆ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ ।…