ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଦେଶର ନୂଆ ସିଡିଏସ୍ । ଅନୀଲ ଚୌହାନଙ୍କୁ ସିଡିଏସ୍ ନିଯୁକ୍ତ କଲେ କେନ୍ଦ୍ର ସରକାର

64

କନକ ବ୍ୟୁରୋ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେଲେ ଦେଶର ନୂଆ ସିଡିଏସ୍ । ଅନୀଲ ଚୌହାନଙ୍କୁ ନୂଆ ସିଡିଏସ୍ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ତେବେ ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ଅଚାନକ ଦେହାନ୍ତ ପରେ ଅନୀଲ ଚୌହାନ ଦେଶର ନୂଆ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ ।