Daily Archives

September 28, 2022

ସତ କହିବାରୁ ମିଳିଲା କି ଦଣ୍ଡ? ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କାର୍ଯ୍ୟାନୁଷ୍ଠାନ । ଯାଜପୁର ସିଡିଏମଓଙ୍କୁ…

କନକ ବ୍ୟୁରୋ: ଯାଜପୁରରୁ ବଦଳି ହୋଇଥିବା ସିଡିଏମଓ ବିରଞ୍ଚି ନାରାୟଣ ବାରିକ, ଦୁର୍ନୀତି ବିରୋଧରେ ମୁହଁ ଖୋଲବାରୁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଛି । ରାତାରାତି ତାଙ୍କୁ ବଦଳି କରିଦିଆଯାଇଛି କଳାହାଣ୍ଡି । ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବ୍ୟାପକ ଅନିୟମିତତା ହେଉଥିଲା…

ଭାରତୀୟ ଛାତ୍ରଛାତ୍ରୀଙ୍କ ପସନ୍ଦ ସାଜିଛି ବିଦେଶରେ ଅଧ୍ୟୟନ । ୨୦୨୫ ସୁଦ୍ଧା ବିଦେଶ ଚାଲିଯିବେ ୨୦ ଲକ୍ଷ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଭଲ ଚାକିରି ପାଇଁ ଭଲ ପାଠ ପଢିଥିବା କଥା ଆମେ ଶୁଣିଛେ, କିନ୍ତୁ ଭଲ ଚାକିରି ପାଇଁ ଭାରତୀୟମାନେ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି । ଏକ ରିପୋର୍ଟ ମୁତାବକ ଭଲ ଚାକିରି ପାଇଁ ପ୍ରାୟ ୮୩ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପଢିବାକୁ ଚାହୁଁଛନ୍ତି । ଦ ଲିପ୍-ଇପ୍ସୋ…

ଶୀତ ରୁତୁ ପାଇଁ ସୀମାରେ ଅଧିକ ସଜାଗ ହେଲାଣି ଭାରତୀୟ ସେନା । ପୂର୍ବ ଲଦାଖରେ ମୁତୟନ ହେବ ୫ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

କନକ ବ୍ୟୁରୋ : ଆଗକୁ ଶୀତ ଦିନ ଆସୁଛି । ଏନେଇ ସୀମାରେ ଅଧିକ ସଜାଗ ହେଉଛି ଭାରତୀୟ ସେନା । ଶତ୍ରୁପକ୍ଷର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଭାରତୀୟ ସେନା ଲଦାଖରେ କିଛି ନୂଆ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୃତୟନ କରିବାକୁ ଯାଉଛି । ତାଜା ସୂଚନା ଅନୁସାରେ ପୂର୍ବ ଲଦାଖରେ ୫ଟି…

ଭାରତର ନୂଆ ସିଡିଏସ ହେଲେ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ । ସିଡିଏସ ଦାୟିତ୍ୱ ସହ ତୁଲାଇବେ ସାମରିକ ବିଭାଗ ସଚିବ

କନକ ବ୍ୟୁରୋ : ଅବସରପ୍ରାପ୍ତ ଲେଫ୍ଟେନାଂଟ ଜେନେରାଲ ଅନିଲ ଚୌହ୍ୱାନଙ୍କୁ ନୂଆ ଚିଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତ କରାଯାଇଛି । ସିଡିଏସ୍ ସହ ସେ ସାମରିକ ବିଭାଗ ସଚିବ ପଦ ସମ୍ଭାଳିବେ । ସେ ସିଧାସଳଖ ଭାବେ ସାମରିକ ମନ୍ତ୍ରଣାଳୟ ବିଭାଗକୁ ରିପୋର୍ଟ କରିବେ । ଗତ ଡିସେମ୍ବରରେ ହେଲିକ୍ୟାପ୍ଟର…

ଆସନ୍ତାକାଲି ରାଜଧାନୀରେ ପାୱାର ସୋ । ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି । ଆସୁଛନ୍ତି ବିଜେପି ଅଧ୍ୟକ୍ଷ…

କନକ ବ୍ୟୁରୋ: କାଲି ଭୁବନେଶ୍ୱରରେ ବିଜେପି ଓ ବିଜେଡି ପାୱାର ଶୋ’ କରିବେ । ଜନତା ମଇଦାନରେ ବିଜେପି ପ୍ରତିନିଧି ସମ୍ମିଳନୀ କରିବ ଆଉ ସେପଟେ ବରମୁଣ୍ଡା ପଡିଆରେ ପଦଯାତ୍ରା ପ୍ରସ୍ତୁତି ପାଇଁ ସମ୍ମିଳନୀ କରିବ ବିଜେଡି । ୨୯ରେ ରାଜଧାନୀରେ ପାୱାର ସୋ ଶକ୍ତି ପ୍ରଦର୍ଶନ କରିବେ…

ଗେହଲଟଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ । ସୋନିଆ ନେବେ ଚୁଡ଼ାନ୍ତ ନିଷ୍ପତି

କନକ ବ୍ୟୁରୋ : ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭିତରେ ସୋମବାର ଦିଲ୍ଲୀ ଯାଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଅଶୋକ ଗେହଲଟ । କଂଗ୍ରେସ ସଭାପତିି ନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ…