Daily Archives

September 23, 2022

ରତ୍ନଭଣ୍ଡାରକୁ ନେଇ ତେଜିଲା ରାଜନୀତି। କାହିଁକି ଖୋଲିନି ବୋଲି ପ୍ରଶ୍ନ କଲା ବିରୋଧୀ

କନକ ବ୍ୟୁରୋ: ରତ୍ନ ଭଣ୍ଡାର ଖୋଲିବାକୁ ଦାବି ବଢ଼ୁଥିଲେ ବି, କେବେ ଖୋଲିବ ସେ ନେଇ ସରକାର କୌଣସି ନିଷ୍ପତି ନେଇପାରୁନାହାଁନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ବଡ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି, କୌଣସି ଅଜଣା କାରଣରୁ ରାଜ୍ୟ ସରକାର ଭୟଭୀତ…

ୟୁକ୍ରେନର ୪ ପ୍ରଦେଶରେ ଋଷ ଆରମ୍ଭ କଲା ଭୋଟିଂ । କେତେ ଲୋକ ଋଷରେ ମିଶିବାକୁ ଚାହୁଁଛନ୍ତି ତାହା ଉପରେ ହେଉଛି ମତଦାନ 

କନକ ବ୍ୟୁରୋ : ଯୁଦ୍ଧ କରି କବଜା କରିଥିବା ୟୁକ୍ରେନର ୪ ଟି ପ୍ରଦେଶରେ ଶୁକ୍ରବାର ଋଷ ଭୋଟିଂ ଆରମ୍ଭ କରିଛି । ଋଷ ସହ ମିଶିବା ପାଇଁ ୟୁକ୍ରେନର ଲୁହାନସ୍କ, ଡୋନଟସ୍କ, ଖେରସନ ଏବଂ ଜାପୋରଝିଆ ପ୍ରଦେଶରେ ଭୋଟିଂ କରାଯାଇଛି । ଏହି ୪ ଟି ପ୍ରଦେଶରେ ଥିବା ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନେଇ ଋଷ…

ସାମ୍ପ୍ରଦାୟିକ ଦଙ୍ଗା ପରେ କାନାଡାରେ ଥିବା ଭାରତୀୟଙ୍କୁ ସତର୍କ କଲା ବୈଦେଶିକ ମନ୍ତ୍ରଣାଳୟ

କନକ ବ୍ୟୁରୋ : ହେଟ ସ୍ପିଚ ତଥା ଘୃଣାଭାଷଣକୁ ନେଇ କାନାଡାରେ ଦେଖାଦେଇଛି ସାମ୍ପ୍ରଦାୟିକ ଦଙ୍ଗା । ଏହାକୁ ନେଇ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସତର୍କ କରାଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ   । ଶୁକ୍ରବାର ଏମଇଏ ପକ୍ଷରୁ କାନାଡାରେ ରହୁଥିବା ଭାରତୀୟମାନଙ୍କ ପାଇଁ ବିବୃତି ଜାରି କରି…

 ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସ ସଭାପତି ନିର୍ବାଚନ । ୨୪ ବର୍ଷ ପରେ ଦଳ ଦେଖିବ ପ୍ରଥମ ଅଣ ଗାନ୍ଧୀ ମୁଖିଆ

କନକ ବ୍ୟୁରୋ : ଦିର୍ଘ ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସ ସଭାପତି ନିର୍ବାଚନ । ଏବଂ ୨୪ ବର୍ଷ ପରେ ଅଣ ଗାନ୍ଧୀ ପରିବାରର ଜଣେ ବ୍ୟକ୍ତି କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କ ସଭାପତି ହେବାକୁ ୧୦ରୁ ଅଧିକ ରାଜ୍ୟ କଂଗ୍ରେସ ସଙ୍କଳ୍ପ ପାରିତ କରିଥିଲେ ବି ସେ ସଭାପତି…

ଚିନ୍ତା ବଢାଇଲା ସର୍ଭେ ରିର୍ପୋଟ, ଦ୍ରୁତ ଗତିରେ ତରଳୁଛି ଗଙ୍ଗୋତ୍ରୀ ଗ୍ଲାସିୟର

କନକ ବ୍ୟୁରୋ : ଭାରତର ଜୀବନ ରେଖା ଗଙ୍ଗା । କେବଳ ନଦୀ ନୁହେଁ ମା ଭାବରେ ପୂଜା ପାଏ । ଭାରତୀୟ ସଭ୍ୟତାର କ୍ରମ ବିବର୍ତ୍ତନ ଗଙ୍ଗାକୂଳରୁ ହିଁ ଆରମ୍ଭ । ବାରଣାସୀ, କୋଲକାତା, ଆହ୍ଲାବାଦ,ପାଟନା ଆଦି ଅନେକ ସହରର ବିକାଶ ଗଙ୍ଗା ଉପରେ ନିର୍ଭର କରେ । ହେଲେ ଆଗକୁ ଗଙ୍ଗା ଶୁଖିଯିବ । ଏହାର…

ନବରଙ୍ଗପୁରରେ ଏଡିଇଓଙ୍କ କାର୍ଯ୍ୟରେ ତାତିଲେ ଶିକ୍ଷକ। ଅଫିସରେ ଝାଡୁ ମାରି କଲେ ପ୍ରତିବାଦ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀ ଗୁଡ଼ା ପଞ୍ଚାୟତରର ଭେଣ୍ଡିଆ ୟୁଜି ହାଇସ୍କୁଲ । ସ୍କୁଲ ପରିଦର୍ଶନରେ ଯାଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମ ଲାଲ ନାୟକ । ସେଠାରେ ବିଦ୍ୟାଳୟ ଅପରିଷ୍କାର ଥିବା ଦେଖିଥିଲେ । କାହିଁକି ବିଦ୍ୟାଳୟ ଝାଡ଼ୁ କରାଯାଇ ନାହିଁ…