Daily Archives

September 12, 2022

ରାସ୍ତାରେ ଚାଲିବା ସମୟରେ ଭାରୀ ଯାନ ହେବ ଚାର୍ଜ: ସୋଲାର ପରିଚାଳିତ ବିଦ୍ୟୁତ ସଡକ ନିର୍ମାଣ ପାଇଁ ହେଉଛି ନୂଆ ଯୋଜନା

କନକ ବ୍ୟୁରୋ: ଭାରିଯାନ୍ ଚାର୍ଜ କରିବା ପାଇଁ ଆଉ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡିବନି । କାରଣ ଖୁବ ଶିଘ୍ର ରାସ୍ତାରେ ଚାଲିବା ସମୟରେ ଗାଡି ହେବ ଚାର୍ଜ । ଏହି ପରିକଳ୍ପନାକୁ ସତ କରିବାକୁ ପ୍ରୟାସ ଚାଲିଥିବା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି । ସୌର ଶକ୍ତି…

ଭାରତରେ ଆଇସିୟୁ ଅସୁରକ୍ଷିତ ! ରୋଗ ଭଲ କରିବାକୁ ଯାଇ ଆଣୁଛନ୍ତି ରୋଗ

କନକ ବ୍ୟୁରୋ: ଆଇସିୟୁ ବା ଇଣ୍ଟେନସିଭ କେୟାର ୟୁନିଟ୍ - ଯେଉଁଠାରେ ରୋଗୀଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଏ । ଗୁରୁତର ରୋଗୀଟିକୁ ସୁସ୍ଥ କରିବାପାଇଁ ଆଇସିୟୁରେ ରଖି ଚିକିତ୍ସା କରାଯାଏ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରୋଗୀ ଆଇସିୟୁରୁ ଭଲ ହୋଇ ଆସିବା ପରେ ପୁଣି ମାରାତ୍ମକ ଜୀବାଣୁରେ…

କୂଳ ଖାଉଛି ଅଶାନ୍ତ ସମୁଦ୍ର । ଜୁଆର ମାଡରେ ଭାଙ୍ଗିଲା ମେରାଇନ ଡ୍ରାଇଭ ରାସ୍ତା । ସେପଟେ ବିପଦରେ ଜଗତସିଂହପୁରର…

କନକ ବ୍ୟୁରୋ: କୂଳ ଖାଉଛି ଅଶାନ୍ତ ସମୁଦ୍ର । ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିର ଭ୍ୟୁ ଟାୱାର, କାରଣ ଏଠାରେ ଚଟାଣ ତଳୁ ବାଲି ଖସିଚାଲିଛି । ସେପଟେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି ।…

ସାମ୍ନାକୁ ଆସିଲେ ନକଲି ଔଷଧ କାରବାରର ମୁଖ୍ୟ କାର୍ପଟଦାର! ଥାନାରେ ଏତଲା ପରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

କନକ ବ୍ୟୁରୋ: କଟକରେ ନକଲି ଔଷଧ କାରବାର ମୁଖ୍ୟ କାର୍ପଟଦାର ଏବେ ପୋଲିସ୍ ହେପାଜତରେ । ଥାନାରେ ଆତ୍ମସମର୍ପଣ କରିଛନ୍ତି ପୂଜା ଏଣ୍ଟରପ୍ରାଇଜେସ୍ ଓ ଭିଆର ଏଜେନ୍ସିର ମାଲିକ । ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଜବତ ହେବା ପରେ ଏହି ଘଟଣାରେ ପୋଲିସ୍ ଖୋଳତାଡ଼ କରୁଛି । ସଞ୍ଜୟ ଜଲାଲ ଓ ରାହୁଲ କୟାଲ…

ସାବଧାନ ! ପିଲାଙ୍କ ହାତରେ ଦିଅନ୍ତୁନି ମୋବାଇଲ । ମାତିଛନ୍ତି ସାଇବର ଲୁଟେରା

କନକ ବ୍ୟୁରୋ: ସାବଧାନ! ପିଲାଙ୍କ ହାତରେ ଦିଅନ୍ତୁ ନାହିଁ ମୋବାଇଲ ଫୋନ । କାରଣ ମାତିଛନ୍ତି ସାଇବର ଲୁଟେରା । ଆଉ ସାଇବର ଗ୍ୟାଙ୍ଗର ଟାର୍ଗେଟରେ ରହିଛନ୍ତି ଛୋଟ ଛୋଟ ସ୍କୁଲ ପିଲା । ମୋବାଇଲ ଧରି ଖେଳିବା ବେଳେ ଲୁଟେରା ସେମାନଙ୍କୁ ବିଭିନ୍ନ ଆପ୍ ପଠାଇ ଡାଉନଲୋଡ କରିବାକୁ କହି ତଥ୍ୟ…

ନ୍ୟୁୟର୍କ ଓ ଲଣ୍ଡନରେ ପୋଲିଓ ଆତଙ୍କ, ଟାଇପ ଟୁ ଭାଇରସ ଚିହ୍ନଟ। ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା।

କନକ ବ୍ୟୁରୋ: ଆମେରିକାରେ କରୋନାର ଭୟାବହ ସ୍ଥିତିରେ ସୁଧାର ଆସିବାରେ କିଛି ଦିନ ନପୁରୁଣୁ ଏବେ ମୁଣ୍ଡ ଟେକିଛି ପୋଲିଓ ସଂକ୍ରମଣ । ବିଶେଷ କରି ନ୍ୟୁୟର୍କରେ ମାଡିଚାଲିଛି ପୋଲିଓ ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ଆଲର୍ଟ ଜାରି କରାଯାଇଛି ।  ଅକ୍ଟୋବର ୯ ସୁଦ୍ଧା…