Daily Archives

September 10, 2022

ହିନ୍ଦୀ କ୍ଷୁଦ୍ର ଚଳଚିତ୍ରରେ ଓଡିଆ ଦେବାଦେବୀଙ୍କୁ ଅସମ୍ମାନ! ଶ୍ରୀଜଗନ୍ନାଥ ଓ ନାରାୟଣୀଙ୍କ ନାଁରେ କଟାକ୍ଷ

କନକ ବ୍ୟୁରୋ: ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ମିଆଁ, ବିବି ଔର ବାନାନା’ରେ ଓଡ଼ିଆ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ । ଓଟିଟି ପ୍ଲାଟଫର୍ମରେ ଡିସନୀ ହଟଷ୍ଟାରରେ ପ୍ରସାରିତ ଏହି ଫିଲ୍ମରେ ଓଡ଼ିଶାର ଆରାଧ୍ୟ ଦେବାଦେବୀ ଜଗନ୍ନାଥ ଓ ନାରାୟଣୀଙ୍କ ଅସମ୍ମାନ କରାଯାଇଛି । ଅଭିଯୋଗ ଅନୁସାରେ, ଦିଅଁଙ୍କ…

ଶେଷକୃତ୍ୟ ପାଇଁ ଶବକୁ ମିଳିଲାନି ଶ୍ମଶାନ: ମୃତ୍ୟୁ ପରେ ବି ଧର୍ମକୁ ନେଇ ଛିଣ୍ଡୁନି ବିବାଦ

କନକ ବ୍ୟୁରୋ: ନବରଙ୍ଗପୁରରେ ଶ୍ମଶାନ ଓ ଅନ୍ତିମ ସଂସ୍କାରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଛିଣ୍ଡୁ ନାହିଁ । ଧର୍ମ ପାଇଁ ମୃତଦେହକୁ ମିଳୁନାହିଁ ଶେଷ ସମ୍ମାନ । ଅନ୍ୟ ଧର୍ମର କହି ସାହି ଭାଇ ଗାଁ ମଶାଣୀରେ ପୁରାଇ ଦେଲେ ନାହିଁ । ମୃତଦେହକୁ ଧରି ଦୁଇ ଦୁଇ ଶ୍ମଶାନ ବୁଲିବା ପରେ ପରିବାର ଲୋକେ…

ଖରିଫ ରୁତୁରେ ହ୍ରାସ ପାଇବ ଚାଉଳ ଉତ୍ପାଦନ । ୪ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ, ୩୮ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ…

କନକ ବ୍ୟୁରୋ : ଖରିଫ ଋତୁରେ ଚାଉଳ ଉତ୍ପାଦନ ପାଖାପାଖି ୧୦ ରୁ ୧୨ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ପ୍ରମୁଖ ଚାଉଳ ଉତ୍ପାନକାରୀ ରାଜ୍ୟ ଉତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ସ୍ୱଳ୍ପ ବୃଷ୍ଟିପାତ…

ବିବାଦୀୟ ପାଦ୍ରୀଙ୍କ ସହ ରାହୁଲଙ୍କ ସାକ୍ଷାତ ପରେ ବିଜେପିର ଟାର୍ଗେଟ, ଜାଣନ୍ତୁ କିଏ କଣ କହିଲା

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଭିତରେ ମୁଣ୍ଡ ଟେକିଛି ବଡ଼ ବିବାଦ । ପୁଣି ଏହି ବିବାଦ ଆଉ କାହାକୁ ନେଇ ନୁହେଁ ଖୋଦ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଛି । ବିବାଦ ସେତିକି ବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରାହୁଲ ଓ ଜଣେ ପାଦ୍ରୀଙ୍କ ଏକ ଭିଡ଼ିଓ ଭାଇରାଲ…

ବିଜେପିର ମିଶନ୍ ଓଡିଶା । ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ । ବିଶ୍ୱେଶ୍ୱର ଟୁଡୁ କହିଲେ, ଓଡ଼ିଶା ଆସିବ ସିବିଆଇ ଓ ଇଡି…

କନକ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ…

କାମିଲା ପିନ୍ଧିବେ ଜଗନ୍ନାଥଙ୍କ ‘କୋହିନୂର’ । ପୁଣିଥରେ ‘କୋହିନୂର’ ହୀରାକୁ ଫେରାଇ ଆଣିବାକୁ ଦାବି ।

କନକ ବ୍ୟୁରୋ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ଏବେ ଧାରଣ କରିବେ ରାଜା ଚାର୍ଲସ ତୃତୀୟଙ୍କ ପତ୍ନୀ କାମିଲା । ରାଣୀଙ୍କ ମୁକୁଟରେ ଶୋଭା ପାଇବ ବିଶ୍ୱପ୍ରସିଦ୍ଧ କୋହିନୂର ହୀରା । ତେବେ ଏ ହେଉଛି ସେହି କୋହିନୂର ହୀରା ଯାହାକୁ ନେଇ ସାରା ବିଶ୍ୱରେ…