Daily Archives

September 6, 2022

ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ । କାର୍ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଗଡକରୀ କହିଲେ ‘ଦୁର୍ଘଟଣା ହ୍ରାସ ପାଇଁ ନିଆଯିବ…

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଉଠୁୂଛି ବଡ଼ ପ୍ରଶ୍ନ । ଭାରତରେ ବିକ୍ରି ହେଉଥିବା କାର୍ ଗୁଡ଼ିକ କେତେ ସୁରକ୍ଷିତ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ…

ଅବକାରୀ ଦୁର୍ନୀତିରେ ଇଡିର ବଡ଼ ଚଢ଼ାଉ, ୩୦ରୁ ଅଧିକ ସ୍ଥାନରେ ଖୋଳତାଡ଼

କନକ ବ୍ୟୁରୋ :  ଅବକାରୀ ଦୁର୍ନୀତିରେ ସିବିଆଇ ପରେ ଏବେ ଆକ୍ସନରେ ଇଡି । ମଙ୍ଗଳବାର ଦିଲ୍ଲୀ, ୟୁପି, ପଞ୍ଜାବ ସମେତ କିଛି ରାଜ୍ୟରେ ଅବକାରୀ କାରବାରର ଠିକଣା ଉପରେ ଚଢ଼ାଉ କରିଛି । ଦିଲ୍ଲୀର ଗୁରୁଗ୍ରାମ, ୟୁପିର ଲକ୍ଷେ୍ନø, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ୩୦ରୁ ଅଧିକ ସ୍ଥାନରେ…

ନବରଙ୍ଗପୁରରେ ଭୟଙ୍କର ହେଉଛି ଝାଡାବାନ୍ତି: ଖୋଲା ଆକାଶ ତଳେ ଶୋଇଛନ୍ତି ରୋଗୀ, ଗଛରେ ଝୁଲିଛି ସାଲାଇନ

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ଯେତେବେଳେ ଝାଡାବାନ୍ତି ବ୍ୟାପେ ସେତେବେଳେ କେବଳ ଜନସାଧାରଣ ନୁହଁନ୍ତି ପ୍ରଶାସନିକ ଅଧିକାରୀ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଆନ୍ତି । ଏ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭୀରଗୁଡା ପଂଚାୟତର ଭୋଇ ସାହିର ଖବର । ଝାଡାବାନ୍ତି ବ୍ୟାପିଥିବା ନେଇ…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ବେଳେ ଆକର୍ଷଣ ପାଲଟିଲା ସାନ୍ତାଳୀ ନାଚ: ଆଦିବାସୀ ଭୋଟବ୍ୟାଙ୍କ ପାଇଁ ପ୍ରୟୋଗ ହେଉଛି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଯେଉଁ ଭବ୍ୟ ଆୟୋଜନ କରାଯାଇଥିଲା, ଏ ହେଉଛି ତାର ଏକ ଅଂଶ । ସମ୍ମାନ ପାଇ ଦିଲ୍ଲୀରୁ ଫେରିବା ପରେ ବିଜେଡି ସୁପ୍ରିମୋଙ୍କୁ ଦଳୀୟ ନେତାଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ବେଳେ ପ୍ରମୁଖ ଆକର୍ଷଣ ପାଲଟିଛି…

ବର୍ଷାରେ ବେହାଲ ବେଙ୍ଗାଲୁରୁ । ପାଣି ଭିତରେ ଭାସୁଛି ସିଲିକନ ସିଟି

କନକ ବ୍ୟୁରୋ : ଲଗାଣବର୍ଷାରେ ନୟାନ୍ତ ହୋଇପଡିଛି ସିଲିକନ ସିଟି ବେଙ୍ଗାଲୁର । କିଛି ଘଂଟାର ବର୍ଷା ଯେ ସହରବାସୀଙ୍କ ପାଇଁ ଏତେ ବଡ ସମସ୍ୟା ଆଣିବ ସେକଥା ହୁଏତ କେହି କେବେ ଚିନ୍ତା କରିନଥିବେ । ବର୍ଷା ହେଲେ ସହରରେ ଅଳ୍ପ ବହୁତ ପାଣି ଜମାଟ ବାନ୍ଧିବା ସାଧାରଣ କଥା ଏଥରକ କିନ୍ତୁ ସ୍ଥିତି ଏକଦମ…

ବିଜେଡିର ରାଜନୈତିକ ରାଲି ପାଇଁ ଭୁବନେଶ୍ୱରରେ ଭିଡ଼। ଗୁରୁତର ରୋଗୀ ଆମ୍ବୁଲାନ୍ସରେ ଥାଇ ବି ଜାମ୍ ହୋଇଥିଲା ଟ୍ରାଫିକ୍। 

କନକ ବ୍ୟୁରୋ: ନବୀନଙ୍କ ସ୍ୱାଗତ ବେଳେ ଜାମରେ ଫସିଲା ଆମ୍ବୁଲାନ୍ସ । ଭେଣ୍ଟିଲେଟର ଲାଗିବାପାଇଁ କଲ ଆସିଥିବା ରୋଗୀକୁ ଆଣିବାକୁ ଯାଇ ରାଜଭବନ-ଏଜିଛକ ମଧ୍ୟରେ ଜାମରେ ଫସିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଜାମରେ ଆମ୍ବୁଲାନ୍ସଟି ଛିଡା ହୋଇରହିଥିବା ଦେଖିବାକୁ ମିଳିଥିଲା । କିଛି ଏଭଳି ଚିତ୍ର…