Daily Archives

September 6, 2022

ସମ୍ମାନ ପାଇ ଦିଲ୍ଲୀରୁ ଫେରିବା ପରେ ନବୀନଙ୍କୁ ଭବ୍ୟ ସ୍ୱାଗତ: ରାଜଧାନୀରେ ସୃଷ୍ଟି ହେଲା ନିର୍ବାଚନର ହାୱା

କନକ ବ୍ୟୁରୋ: ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ଦ୍ୱାରା ଜୀବନବ୍ୟାପୀ ସାଧନା ସମ୍ମାନ ପାଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସର୍ବମାନ୍ୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଭବ୍ୟ ଆୟୋଜନ କରିଥିଲା ବିଜେଡି । ନିକଟରେ ନିର୍ବାଚନ…

ଭାରତ ବନାମ ଶ୍ରୀଲଙ୍କା, ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତି।

କନକ ବ୍ୟୁରୋ: ଏସିଆ କପ ସୁପର ୪ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଶ୍ରୀଲଙ୍କା । ଅଧିନାୟକ ଦାସୁନ ସନକା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ରବି ବିଷ୍ଣୋୟୀଙ୍କ ସ୍ଥାନରେ…

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ବେଳେ ବେହାଲ ଟ୍ରାଫିକ ବ୍ୟବସ୍ଥା । ରାଜ୍ୟବାସୀଙ୍କୁ ପୋଲିସ ଡିଜି କ୍ଷମା ମାଗନ୍ତୁ ବୋଲି…

କନକ ବ୍ୟୁରା : କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ଘଟିଛି ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଏବଂ ରୋଗୀ ଯିବା ଆସିବାରେ ଅକଥନୀୟ ହଇରାଣ ହରକତ…

ଲକ୍ଷୀମପୁର ଖେରୀ ମାମଲା: ଆଶିଷ ମିଶ୍ରାଙ୍କ ଆବେଦନ ଉପରେ ଯୋଗୀ ସରକାରଙ୍କୁ ନୋଟିସ, ସୁପ୍ରିମକୋର୍ଟ ଦେଲେ ୨୦ ଦିନ ସମୟ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଚର୍ଚ୍ଚିତ ଲକ୍ଷୀମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଆବେଦନ ଉପରେ ୟୁପି ସରକାରକୁ ନୋଟିସ । ଯୋଗୀ ସରକାରଙ୍କୁ  ୨୦ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ କରାଯାଇଛି । ସେପ୍ଟେମ୍ବର ୨୬ ସୁଦ୍ଧା ଯୋଗୀ ପ୍ରଶାସନ…

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନି ସୁଷମ ଖାଦ୍ୟ: ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ୫ କି.ମି ରାସ୍ତା ଚାଲିଲେ ପିଲା

କନକ ବ୍ୟୁରୋ: ବିଦ୍ୟାଳୟରେ ଲାଗି ରହିଛି ଅବ୍ୟବସ୍ଥା । ଏକଲବ୍ୟ ସ୍କୁଲରେ ସଠିକ୍ ଢଙ୍ଗରେ ଖାଇବାକୁ ମିଳୁନାହିଁ । ଖାଦ୍ୟ ତ  ମିଳୁନି, ଶିକ୍ଷକଙ୍କ ଅଭାବ ଯୋଗୁଁ ପାଠପଢାରେ ମଧ୍ୟ ବହୁ ଅସୁବିଧା ହେଉଛି । ହେଲେ କେହି ଏଥିପ୍ରତି ନଜର ଦେଉନାହାନ୍ତି । ତେଣୁ ବିଦ୍ୟାଳୟ ଛାଡି ରାସ୍ତାକୁ…

କଣ ଚାଲିଥିଲା ବାଲେଶ୍ୱର ସୋର ଉପକାରାଗାରରେ: ଜେଲର ଭିତିରି କଥା କହିଲେ, ଜେଲରୁ ମୁକ୍ତ କଏଦୀ

କନକ ବ୍ୟୁରୋ: କାହିଁକି ଏତେ ବିବାଦୀୟ ବାଲେଶ୍ୱରର ସୋର ଉପକାରାଗାର । କଣ ଚାଲିଥିଲା ଏହି ଉପକାରାଗାରରେ । କାହିଁକି ଏହି ଜେଲ କର୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆସିଛି । କାହିଁକି ଜେଲରଙ୍କୁ ନିଲମ୍ବିତ କରାଯାଇଛି । ପୂର୍ବତନ ମହିଳା ଜେଲର ପ୍ରିୟମ୍ବଦା ପଣ୍ଡାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା…