କନକ ବ୍ୟୁରୋ: ଆଜି ଏସିଆ କପ ସୁପର ୪ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚର ଆରମ୍ଭରୁ ଭାରତ ଚମତ୍କାର ବ୍ୟାଟିଂ କରିଥିଲା । ହେଲେ ଶେଷ ଆଡକୁ ବ୍ୟାଟିଂ ଧିମା ହୋଇଯାଇଥିଲା । ଫଳରେ ୨୦ ଓଭରରେ ଭାରତ ୮ ୱିକେଟ ହରାଇ ୧୭୩ ରନ କରିବାରେ ସଫଳ ହୋଇଥିଲା । ଏବେ ଶ୍ରୀଲଙ୍କା ଆଗରେ ବିଜୟ ଲକ୍ଷ୍ୟ ୧୭୪ ରନ ରହିଛି । ଶ୍ରୀଲଙ୍କାକୁ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।
ରୋହିତଙ୍କ ଦମଦାର ଅର୍ଦ୍ଧଶତକ: ୧୭୩ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ
/kanak/media/post_attachments/wp-content/uploads/2022/09/Fb-vgrSaQAAu7Gs.jpg)