Daily Archives

September 3, 2022

ଅଭିଯୁକ୍ତ ଚିତ୍ତରଞ୍ଜନ କହିଲା ଶୁଭଶ୍ରୀଙ୍କ ଆତ୍ମହତ୍ୟାର ପୂରା କାହାଣୀ। ପୋଲିସ ସମ୍ମୁଖରେ ଡେମୋ ଦେଖାଇଲା ସେଦିନ…

କନକ ବ୍ୟୁରୋ:  ଭୁବନେଶ୍ୱରର ବହୁ ଚର୍ଚ୍ଚିତ ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ପରେ କଣ ହୋଇଥିଲା? କେମିତି ଶୁଭଶ୍ରୀଙ୍କ ଝୁଲନ୍ତା ମୃତଦେହକୁ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ? ଶୁଭଶ୍ରୀଙ୍କ ମୃତଦେହକୁ ତଳକୁ ଆଣିବା ପରେ କଣ କରିଥିଲେ? କେମିତି ଓଢ଼ଣି ଖୋଲିଥିଲେ ? ସେ ସବୁର ଦୃଶ୍ୟକୁ ପୋଲିସ ସମ୍ମୁଖରେ…

ନବୀନଙ୍କୁ ଲାଇଭ୍ ଟାଇମ ଆଚିଭମେଣ୍ଟଆୱାର୍ଡ ମିଳିବାକୁ ନେଇ ତେଜିଲା ରାଜନୀତି, ରାଜ୍ୟ ସରକାରଙ୍କୁ ୨୨ ପ୍ରଶ୍ନ କଲା…

କନକ ବ୍ୟୁରୋ: ରବିବାର ଦିଲ୍ଲୀରେ ଲାଇଭ ଟାଇମ ଆଚିଭେମେଣ୍ଟଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆଉ ନବୀନଙ୍କୁ ସ୍ୱାଗତ କରିବାକୁ ଦିଲୀରେ ପହଞ୍ଚିଲେଣି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳର ଛାମୁଆ ସଙ୍ଗଠନ । ଖାଲି…

ଓଏଏସ ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?

କନକ ବ୍ୟୁରୋ: ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ସୂର୍ଯ୍ୟ ମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି ଓଏସଆରଟିସିର…

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ। ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଦେଲେ ଏତଲା।

କନକ ବ୍ୟୁରୋ: ଯେଉଁ ପୁଅ ବିଚାରପତି ଆସନରେ ବସି ଅନେକ ମାମଲାର ବିଚାର କରିଛନ୍ତି, ଦୋଷୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି ଆଉ ପୀଡିତଙ୍କୁ ନ୍ୟାୟ ଦେଇଛନ୍ତି । ସେହି ପୁଅ ଆତ୍ମହତ୍ୟା କରିବା ଖବରକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ମାଆ । ସେ ଆତ୍ମହତ୍ୟା କରିନାହାଁନ୍ତି, ତାଙ୍କୁ ହତ୍ୟା…

ଅଧାବାଟରୁ ଉଭାନ ଟ୍ରକ କାକଟପୁରରୁ ଉଦ୍ଧାର। ଡ୍ରାଇଭର, ହେଲପରଙ୍କୁ ଗିରଫ କଲା ପୋଲିସ।

କନକ ବ୍ୟୁରୋ:  ଅଧାବାଟରୁ ଉଭାନ ହେଇଗଲା ଖାଦ୍ୟସାମଗ୍ରୀ ବୋଝେଇ ଟ୍ରକ । ଛତିଶଗଡରୁ ଆସୁଥିବା ଟ୍ରକ ଠିକଣା ସ୍ଥାନରେ ପହଞ୍ଚିବା ଆଗରୁ କୁଆଡେ ନିଖୋଜ ହୋଇଗଲା । ସଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ପହଞ୍ଚିଲା ନାହିଁ, କି ଟ୍ରକର ଠିକଣା ମିଳିଲା ନାହିଁ । ତେଣୁ ଛତିଶଗଡରୁ ଖାଦ୍ୟ ବୋଝେଇ ଟ୍ରକ ଓଡିଶା…

କୋରାପୁଟରେ ସାରର ଘୋର ଅଭାବ। ଚାଷୀଙ୍କୁ ମିଳୁନାହିଁ ୟୁରିଆ ସାର।

କନକ ବ୍ୟୁରୋ:  ଚାଷୀଙ୍କୁ ମିଳୁନାହିଁ ୟୁରିଆ ସାର । ସରକାରୀ ଧାର୍ଯ୍ୟରେ ୟୁରିଆ ସାର କିଣିବା ପାଇଁ ଲ୍ୟାମ୍ପ ଆଗରେ ଲାଗୁଛି ଲମ୍ବାଧାଡ଼ି । ଗଛରୁ ଧାନ ବାହାରୁଥିବା ବେଳେ ଜଣେ ଚାଷୀ ପିଛା ମାତ୍ର ୨ ପ୍ୟାକେଟ ସାର ମିଳୁଛି, ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଲ୍ୟାମ୍ପରୁ ସାର ସରିଯାଉଛି,…