Daily Archives

September 3, 2022

ଆନନ୍ଦମୁଖର ହେଲା ସରକାରୀ ଉଚ୍ଚ ବିଦ୍ୟାଳୟ। ନିଜ ଖର୍ଚ୍ଚରେ ୨୬ ଆଦିବାସୀ ପିଲାଙ୍କ ଜନ୍ମଦିନ ପାଳିଲେ…

କନକ ବ୍ୟୁରୋ: ଜନ୍ମଦିନ ପାଳନ ପାଇଁ ଆନନ୍ଦମୁଖର ଆଶ୍ରମ ସ୍କୁଲ । ପ୍ରଥମ ଥର ପାଇଁ ବିଦ୍ୟାଳୟରେ ସମୂହ ଜନ୍ମଦିନ ପାଳନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ପାଠ ପଢିବା ପାଇଁ ପରିବାର ଛାଡି ଆଶ୍ରମ ସ୍କୁଲରେ ରହୁଛନ୍ତି । ଅଧିକାଂଶ ପିଲା ସେମାନଙ୍କ ଜନ୍ମଦିନ ପାଳନ କରିନଥାନ୍ତି ।…

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ। ଅସହାୟ ପିଲାଙ୍କ ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦେଲେ ଭଦ୍ରକ ଜିଲ୍ଲାପାଳ। 

କନକ ବ୍ୟୁରୋ:  ଆଗପଛ ହୋଇ ଚାଲିଗଲେ ବାପା-ମାଆ । ୧୦ ଦିନର ବ୍ୟବଧାନରେ ପିଲାଙ୍କୁ ଅନାଥ କରିଦେଇ ପରପାରିର ସଦସ୍ୟ ହୋଇଗଲେ ସ୍ୱାମୀ-ସ୍ତ୍ରୀ । ଦୁନିଆକୁ ବୁଝିବା ଆଗରୁ ଅନାଥ ହୋଇଗଲେ ଦୁଇ କୁନି କୁନି ପିଲା । ମାଆଙ୍କ ଦଶାହ କର୍ମ ସରିନି, ବାପାଙ୍କ ଜୀବନ ଦୀପ ଲିଭିଗଲା । ଦଶତୁଠରୁ ଫେରିଥିବା…

ଦୁର୍ଘଟଣା ପରେ ବିଛଣାରେ ପଡିଛି ରୋଜଗାରିଆ ପୁଅ। ଚିକିତ୍ସା ପାଇଁ ଭତ୍ତା ଓ ରାସନ କାର୍ଡ ବନ୍ଧା ରଖିଲା ମାଆ ।

କନକ ବ୍ୟୁରୋ: ପୁଅର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଲା ମାଆ । କିଛି ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଅଭିଯୋଗ ଅନୁଯାୟୀ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗାଦବାଗୁଡ଼ା ଗାଁର ୭୦ ବର୍ଷୀୟ ବୃଦ୍ଧା ସୁଲୋଚନା ଖୁରା ନିଜ ପୁଅର ଭଙ୍ଗା…

ବଡମ୍ବା ଅଞ୍ଚଳରେ ଫୁଡ ପଏଜନ୍: ଖାଦ୍ୟ ପାଲଟିଲା ବିଷ, ଜୀବନ ହାରିଲେ ଦୁଇ ଶିଶୁ ।

କନକ ବ୍ୟୁରୋ:  ଜୀବ ଖାଦ୍ୟ ଖାଏ ଜୀବନ ଜିଇଁବା ପାଇଁ । ହେଲେ ସେହି ଖାଦ୍ୟ ଯେ ଜୀବନ ନେଇଯିବ ତାହା କେହି କେବେ କଳ୍ପନା କରିନଥାନ୍ତି । କୁନି କୁନି ପିଲା ଖାଇଥିବା ଖାଦ୍ୟ ବିଷ ପାଲଟିଯିବ, ଦୁଇ ଭାଇ-ଭଉଣୀଙ୍କୁ ଏହି ଦୁନିଆରୁ ନେଇଯିବ, ତାହା କେହି କେବେ ଚିନ୍ତା କରିନଥିଲେ । ଏଭଳି ଏକ ଅଘଟଣ…

ସମୁଦ୍ରରେ ବୁଡି ଯିବାର ୧୧ ଦିନ ପରେ ଅନ୍ୟ ଦେଶରୁ ମିଳିଲେ ଯୁବକ । ଜାଣନ୍ତୁ କେମିତି ୧୧ ଦିନ ଧରି ସମୁଦ୍ରରେ କଟାଇଲେ…

କନକ ବ୍ୟୁରୋ : ଥରେ ଭାବନ୍ତୁ ତ ଆପଣ ନଦୀ, ପୋଖରୀ କିମ୍ବା ସମୁଦ୍ରରେ ବୁଡିଗଲେ ଆପଣ ସର୍ବାଧିକ କେତେ ସମୟ ବଞ୍ଚି ରହିପାରିବେ । ଏହାର ଉତ୍ତର ୧ ଘଂଟା କି ଯେଉଁମାନେ ପହଁରା ଶିଖିଛନ୍ତି ସେମାନେ ୩ ରୁ ୪ ଘଂଟା ପର୍ଯ୍ୟନ୍ତ ବଞ୍ଚିଯାଇ ପାରିବେ । ହେଲେ ଏବେ ଆମେ ଆପଣଙ୍କୁ ଯାହାଙ୍କ କଥା କହୁଛି ସେ…

ଗୋରଖପୁରରେ ବଦଳିଲା ୫୦ ୱାର୍ଡର ନାଁ। ମିଆଁ ବଜାର ହେଲା ମାୟା ବଜାର …

କନକ ବ୍ୟୁରୋ: ଗୋରଖପୁର ନଗର ନିଗମ ୫୦ଟି ୱାର୍ଡର ନାଁ ପରିବର୍ତ୍ତନ କରିଛି । ଏହି ସମସ୍ତଙ୍କର ନୂଆ ନାମକରଣ ହୋଇଛି । ଏଥିରୁ ୨୪ଟିର ନାମ ମହାପୁରୁଷ ଏବଂ ବଳିଦାନ ଦେଇଥିବା ବ୍ୟକ୍ତିଙ୍କ ନାମରେ ରଖାଯାଇଛି । ଶିଖ ବହୁଳ ମହୋଦ୍ଦିପୁର ବର୍ତ୍ତମାନ ସର୍ଦ୍ଦାର ଭଗତ ସିଂହ ନଗର ନାମରେ ନାମିତ ହୋଇଛି ।…