Daily Archives

September 2, 2022

ବିଜେପିର ଅପରେସନ ଲୋଟସ ବିରୋଧରେ ଆମ ଆଦମୀ ପାର୍ଟିର ମୋର୍ଚ୍ଚା। ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିଲା ଆପ।

କନକ ବ୍ୟୁରୋ: ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛି ଆମ ଆଦମୀ ପାର୍ଟି । ଆପର ଅଭିଯୋଗ, ଦେଶସାରା ଅପରେସନ ଲୋଟସ କରି ବିଭିନ୍ନ ରାଜ୍ୟର ସରକାର ଭାଙ୍ଗୁଛି ବିଜେପି ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ । ଏହି ଦାବି ନେଇ ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ପହଞ୍ଚି ଆପ ନେତାମାନେ ଜୋରଦାର ବିକ୍ଷୋଭ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଲିଙ୍ଗାୟତ ମଠ ମହନ୍ତ। ଚିତ୍ରଦୁର୍ଗ ଜିଲ୍ଲା ଜେଲରେ ଡ. ଶିବମୂର୍ତ୍ତୀ।

କନକ ବ୍ୟୁରୋ: ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଲିଙ୍ଗାୟତ ମଠ ମହନ୍ତ । ବର୍ତ୍ତମାନ ଚାଙ୍କୁ ଚିତ୍ରଦୁର୍ଗ ଜିଲ୍ଲା ଜେଲକୁ ପଠାଯାଇଛି । ଶିଶୁ ଯୌନ ନିର୍ଯାତନା ମାମଲାରେ ଅଭିଯୋଗର ୬ ଦିନ ପରେ ଗିରଫ ହୋଇଥିଲେ ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ.ଶିବମୂର୍ତ୍ତୀ…

ବଢିଲା ସେନାର ଶକ୍ତି, ହିନ୍ଦ ମହାସାଗରରେ ଚୀନକୁ ଚେକ ଦେବ ଭାରତ। ଭାରତୀୟ ନୌସେନାରେ ସାମିଲ ହେଲା ନୂଆ ଆଇଏନଏସ…

କନକ ବ୍ୟୁରୋ: ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଶୁକ୍ରବାର ଭାରତୀୟ ସେନାରେ ସାମିଲ ହୋଇଛି । ନୌସେନାକୁ ଏହି ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପୁରୁଣା ଆଇଏନଏସ ବିକ୍ରାନ୍ତର ଅବସର ନେବା ୧୮ବର୍ଷ ପରେ…

ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା: ଗତ ଦୁଇଦିନ ହେଲା ଥିଲେ ଛୁଟିରେ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ଆଜି ଥିଲା ବାପାଙ୍କ ଶ୍ରାଦ୍ଧ, ଯାଜପୁର ଜିଲ୍ଲାର ଭୁବନେଶ୍ୱର ପଂଚାୟତ ବିହାରୀ ମଠ ସ୍ଥିତ ଗାଁ ଯାଇଥାନ୍ତେ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ । କିନ୍ତୁ ଘରେ ପହଁଚିଲା ମୃତ୍ୟୁ ଖବର । ଘରେ ପଡି ଯାଇଥିଲା କାନ୍ଦ ବୋବାଳି । କଟକ ସିଡିଏ ସ୍ଥିତ ସରକାରୀ ବାସଭବନରେ ସ୍ତ୍ରୀ ଓ…

ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ସ୍କୁଲ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । 

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ବିଦ୍ୟାଳୟ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । ମାଲାକନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ବିଏସଏଫ ପକ୍ଷରୁ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ…

ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚ। ସରକାରୀ ସହାୟତାକୁ ଅପେକ୍ଷା। 

କନକ ବ୍ୟୁରୋ: ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚଙ୍କ ଜୀବନ । ଦିନେ ଲୋକଙ୍କ ସୁଖ ଦୁଃଖର ସାଥୀ ହେଉଥିଲେ । ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଭଲମନ୍ଦରେ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗରେ ହାତ ବଢାଉଥିଲେ । ହେଲେ ଏବେ ସେ ନିଜେ ସହଯୋଗ ଲୋଡୁଛନ୍ତି । ଜରିପାଲ ତଳେ ରହୁଥିବା ବେଳେ ସରକାରୀ…