Daily Archives

August 17, 2022

ଭୁବନେଶ୍ୱର ଉପକଣ୍ଠରେ ବନ୍ୟା କରାଇଲା ଦୟାନଦୀ: ଆପାର୍ଟମେଂଟ ଭିତରେ ବି ପଶିଲା ବନ୍ୟା ପାଣି 

କନକ ବ୍ୟୁରୋ: ଭୁବନେଶ୍ୱର ସହରରେ ରହିବାର ଆଶା ନେଇ ଲକ୍ଷ ଲକ୍ଷ ଟଙ୍କା ଦେଇ ଲୋକେ ଘର କିଣି ଥିଲେ । ହେଲେ, ଦୟା ନଦୀର ଦାଉ ଓ ପ୍ରଶାସନର ଭୁଲ ନିଷ୍ପତି ଯୋଗୁଁ ସୃଷ୍ଟି ହୋଇଛି ଏମିତି ପରିସ୍ଥିତି । ଦୟା ନଦୀର ଜଳସ୍ତର ବଢ଼ିବା ପରେ ମାଡି ଆସିଛି ବନ୍ୟା ଜଳ । ରାସ୍ତା ଉପରେ ପ୍ରବାହିତ ହେଉଛି…

ବନ୍ୟା ଉଜାଡି ଦେଲା ଫସଲ, ପାଣିରେ ପଚିଲା ପରିବା: ମହାନଦୀରେ ଆସିଥିବା ବନ୍ୟାରେ ବେହାଲ ପରିବା ଚାଷୀ

କନକ ବ୍ୟୁରୋ: ମାତ୍ର ଦୁଇ ଦିନ ପୂର୍ବରୁ ସବୁଜ ପନିପରିବାରେ ହସୁଥିଲା ପରିବା ଝୁଡି କୁହାଯାଉଥିବା ବିଭିନ୍ନ ନଦୀ ଉପକୂଳରେ ଥିବା ଫସଲ କିଆରୀ । କିନ୍ତୁ ନଦୀରେ ବନ୍ୟା ଆସି ସବୁ କିଛି ଉଜାଡି ଦେଇଛି । ହଜାର ହଜାର ହେକ୍ଟର ଜମିରେ ବନ୍ୟାଜଳ ଲହଡି ଭାଂଗୁଛି । ପାଣିରେ ବୁଡିଯିବା ଯୋଗୁଁ ପୋଟଳ,…

ବନ୍ୟାରେ ବେହାଲ ନଈକୂଳିଆ ଅଂଚଳ: କ୍ୟାମେରାରେ କଏଦ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାର ଚିତ୍ର

କନକ ବ୍ୟୁରୋ: ଲଗାଣ ବର୍ଷା ଛାଡିଯାଇଛି ସତ ହେଲେ ମହାନଦୀରେ ବନ୍ୟା ଆସିବା ପରେ ଏହାର ଶାଖା ନଦୀ, ଉପନଦୀର ବଢି ପାଣି ତଳିଆ ଅଂଚଳର ଗାଁ ଗଣ୍ଡାରେ ପଶିଛି । ବନ୍ୟା ଏମିତି ସ୍ଥିତି ସୃଷ୍ଟି କରିଛି ଯେ ଲୋକେ ନା ଘରେ ରହି ପାରୁଛନ୍ତି ନା ବାହାରେ ରହିପାରୁଛନ୍ତି । ସେହିସବୁ ସ୍ଥାନରୁ ଲୋକଙ୍କ…

୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ: ସେପଟେ ମୟୂରଭଞ୍ଜରେ ପୁଅ ଆଗରେ ଭାସିଗଲା ମାଆ

କନକ ବ୍ୟୁରୋ: ଚାରି ପାଖେ ପାଣି ଆଉ ପାଣି । କେମିତି ବାହାରିବେ ଟାପୁରୁ । କିଛି ଭାବି ପାରୁ ନଥିଲେ ଧୈର୍ଯ୍ୟଧର ଓ ପୁଅ ଅର୍ଜୁନ । ୫ ଦିନ ପୂର୍ବରୁ ସବୁଦିନ ପରି ଛେଳି ଚରାଇବାକୁ ଦୁହେଁ ଯାଇଥିଲେ ଅମଙ୍ଗେଇକୁଦକୁ । ହଠାତ୍ ବନ୍ୟା ପାଣି ମାଡ଼ି ଆସିଲା । ଆଉ ଟାପୁ ଚାରି ପାଖରେ ଜଳମଗ୍ନ ହୋଇଗଲା ।…

ବନ୍ୟାର ବିଭୀଷିକା: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ଚିତ୍ର, କେଉଁଠି ଘରେ ପଶିଲାଣି ପାଣି ତ କେଉଁଠି ଜଳମଗ୍ନ…

କନକ ବ୍ୟୁରୋ: ବନ୍ୟାର ବିଭିଷିକାର ଆସୁଛି ଭୟଙ୍କର ଚିତ୍ର । କେଉଁଠି ଘରେ ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଜଳମଗ୍ନ ହୋଇଛି । ଶହ ଶହ ଗାଁ ଏବେ ବନ୍ୟା ପାଣି ଘେରରେ । ବନ୍ୟା ପାଇଁ କେଉଁଠି ଛାତ ଉପରେ ଆଶ୍ରୟ ନେଉଛନ୍ତି ଲୋକେ, ତ ପୁଣି କେଉଁଠୁ ଆସିଛି ଘାଇ ଭାଙ୍ଗି ଗାଁ ଭିତରେ ପଶିଛି…

ମହାନଦୀରେ ଆସିଥିବା ବନ୍ୟାରେ ବେହାଲ ପରିବା ଚାଷୀ: ପାଣି ଘେରରେ ପୋଟଳ, ଝୁଡଙ୍ଗ ଭଳି ପରିବା ଫସଲ

କନକ ବ୍ୟୁରୋ: ମହାନଦୀରେ ଆସିଥିବା ବନ୍ୟାରେ ବେହାଲ ବାଙ୍କୀ ଅଚଂଳର ପରିବା ଚାଷୀ । ବନ୍ୟା ପାଣିରେ ବୁଡି ରହିଛି ହେକ୍ଟର ହେକ୍ଟର ପରିବା ଚାଷ । ପୋଟଳ, ଝୁଡଙ୍ଗ ଓ କଖା ଭଳି ପରିବା ଫସଲରେ ପାଣି ଜମି ରହିଥିବାରୁ ତରବରିଆ ଭାବେ ପନିପରିବା ତୋଳି ଦେଇଛନ୍ତି ଚାଷୀ । ପାଣି ମାଡ ଖାଇଥିବା ପରିବା…