Daily Archives

August 17, 2022

ବନ୍ୟା ବେଳେ ପକେଟ୍ ଗରମ କରୁଛନ୍ତି ଟ୍ରାକ୍ଟର ମାଲିକ: ପାଣି ଘେରରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ମୁଣ୍ଡ ପିଛା ନେଉଛନ୍ତି…

କନକ ବ୍ୟୁରୋ: ବିପଦ ବେଳେ ବି ଚାଲିଛି ବେପାର । ସାରା ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଛି । ବନ୍ୟା ସମୟରେ ଲୋକେ ପାଣି ଘେରରେ ରହିଛି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ଆସିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ରାକ୍ଟରରେ ବୋଝେଇ ହୋଇ ପାଣି ରାସ୍ତା ପାର…

ବନ୍ୟା ବେଳେ ଆସୁଛି ଲଘୁଚାପ: ୧୯ ତାରିଖରେ ୧୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା!

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ବନ୍ୟାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଚିନ୍ତା ବଢାଇଛି ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ । ଏ ହେଉଛି ପାଣିପାଗ ବିଭାଗ ଜାରି କରିଥିବା ସାଟେଲାଇଟ୍ ଚିତ୍ର । ଦକ୍ଷିଣ ମିଆଁମାର ଓ ତାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି…

ବନ୍ୟାଜଳ ନା ବାଲିଯାତ୍ରା ! ପାଣି ଦେଖିବାକୁ ଏତେ ଭିଡ …

କନକ ବ୍ୟୁରୋ: ‘ବନ୍ୟା’ ଏ ନାଁ ଶୁଣିଲେ ନଦୀକୂଳିଆ ଲୋକଙ୍କ ମନରେ ଛାନିଆ ପସେ । ଗାଁ ଗାଁରେ କୋକୁଆ ଭୟ ଖେଳେ । ନଦୀରେ ବଢିପାଣି ଆସିବ, ସେମାନଙ୍କ ଧନଜୀବନକୁ ଧୋଇଦେଇ ଯିବ । ବର୍ଷଯାକର ପରିଶ୍ରମକୁ କ୍ଷଣିକେ ଭସାଇ ନେଇଯିବ । ଏ ଭୟରେ ଲୋକେ ଦିନକାଟିଥାନ୍ତି । ଆଉ ମହାନଦୀର ବନ୍ୟା ଆସିଲେ ତ…

ହେଲମେଟବିହୀନ ଗାଡି ଚାଳକଙ୍କ ପାଇଁ ସ୍ପେଶାଲ ଡ୍ରାଇଭ । ୨୪ ଘଂଟାରେ ୨୦୭୩ ଚାଲାଣ, ୪୦୦ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ…

କନକ ବ୍ୟୁରୋ : ବିନ ହେଲମେଟରେ ଗାଡି ଚାଳନା ସଡକୁ ଦୁର୍ଘଟଣା ଓ ଗରୁତର ଆହତର ଏକ ପ୍ରମୁଖ କାରଣ । ଏହାକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ଜାତୀୟ ଏବଂ ରାଜ୍ୟ ରାଜପଥରେ ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକଙ୍କ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି । ଏହି କ୍ରମରେ ସାରା ରାଜ୍ୟରେ ଗତ ୨୪…

ଓଡିଶାର ଆଏଲ୍ଏମ୍ଏସ୍ ତରଫରୁ ପୁସ୍ତକ ଉନ୍ମୋଚିତ. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଚାରଧିନ ଥିବା ମାମଲା ୫୯ ପ୍ରତିଶତ…

କନକ ବ୍ୟୁରୋ : ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁଥିବା ଏକ ବ୍ୟବସ୍ଥା) ସହାୟତାରେ ଓଡିଶାର ଇଲେକ୍ଟ୍ରେନିକ୍ସ ଏବଂ ସୂଚନା ପ୍ରଯ୍ୟୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ ମନିଟରିଂ ସିଷ୍ଟମ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି । ଏହି ପୁସ୍ତକରେ ଦୃଢ ଓ ନିରବହୀନ…

ବିହାରରେ ସୁପର ସିଏମ କିଏ? ନୀତିଶ ନା ତେଜସ୍ୱୀ ପଢନ୍ତୁ…

କନକ ବ୍ୟୁରୋ: ବିହାରରେ ନୂଆ ସରକାର ଗଠନ ହୋଇସାରିଛି । ନୀତିଶ କ୍ୟାବିନେଟରେ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟ ଶେଷ ହୋଇଛି । ତେବେ ବିଭାଗ ବଣ୍ଟନ ପରେ ଆରଜେଡି ଜେଡିୟୁ ଉପରେ ଭାରି ପଡିଥିବା ଦେଖାଯାଇଛି । ସରକାରରେ ଭାଗିଦାରୀରେ ଜେଡିୟୁ-ଆରଜେଡି ପାଖରେ ୨୦ ଲେଖାଏ ବିଭାଗ ରହିଛି । ବିଭାଗ ବଣ୍ଟ…