Daily Archives

August 12, 2022

ଘର କଳିରେ ପଶିଲା କଂଗ୍ରେସ, ପିଏମ ଆବାସ ଯୋଜନାରେ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦକୁ ସମାଲୋଚନା କଲା କଂଗ୍ରେସ। 

କନକ ବ୍ୟୁରୋ: ବଲାଙ୍ଗିର କୁସଙ୍ଗ, ଲୋଇସିଙ୍ଗା ପଞ୍ଚାୟତରେ ଉପଯୁକ୍ତ ହିତାଧୀକାରୀଙ୍କୁ ଆବାସ ଯୋଜନାର ଲାଭ ମିଳିନାହିଁ । କେବଳ ଏହା ଗୋଟିଏ ଚିତ୍ର ନୁହେଁ ଓଡିଶାର ୯ଟି ଜିଲ୍ଲାରେ ଏଯାବତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିନାହାନ୍ତି ପ୍ରକୃତ ହିତାଧିକାରୀ । ଆବାସ ପୋର୍ଟାଲ ବନ୍ଦ…

ସାମ୍ନାକୁ ଆସିଲା ହର ହର ଶମ୍ଭୁ ସଂଗୀତ ପଛର ସଂଘର୍ଷ । କନକ ନ୍ୟୁଜକୁ  ଗୀତିକାର ଜିତୁ ଶର୍ମା କହିଲେ ଗୀତ ପଛର…

କନକ ବ୍ୟୁରୋ: ସାରାଦେଶରେ ଲୋକପ୍ରିୟତା ଅର୍ଜନ କରିଛି ଭଜନ ହର ହର ଶମ୍ଭୁ  । ୟୁଟ୍ୟୁବରେ ୮କୋଟିରୁ ଅଧିକ ଲୋକ ଏହି ଗୀତକୁ ଶୁଣି ସାରିଛନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଗୀତର ଗୀତିକାର ଅର୍ଥାତ ଯିଏ ଗୀତଟିକୁ ପ୍ରସ୍ତୁତ କରିଥିଲେ ସେ ଗୀତ ରେକର୍ଡିଂ କରିବା ପାଇଁ ତାଙ୍କ…

କେବେ ଖୋଲାହେବ ରତ୍ନଭଣ୍ଡାର? ଯାଞ୍ଚପାଇଁ ଏଏସ୍ଆଇ ଚିଠି ଲେଖିବା ପରେ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅସୁରକ୍ଷିତ ହୋଇପଡ଼ିଛି, ଏହାର ଯାଞ୍ଚପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ବା ଏଏସଆଇ । ବିପଦପୂର୍ଣ୍ଣ ଅବସ୍ଥାରେ ଭିତର ରତ୍ନଭଣ୍ଡାର ଥିବାରୁ ଖୋଲିବା ପାଇଁ ବ୍ୟବସ୍ଥା…

ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ହୀରାକୁଦରେ ଖୋଲିଲା…

କନକ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାରି ଭିତରେ କିନ୍ତୁ ଲଗାଣ ବର୍ଷାରେ ଜଳକା ଏବଂ ବୈତରଣୀ ନଦୀ ଫୁଲୁଛି । ବିଭିନ୍ନ ସ୍ଥାନରେ ଏବେ ବନ୍ୟା ଆଶଙ୍କା ଦେଖାଦେଇଛି । ୧୪ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସତର୍କ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହୀରାକୁଦରୁ…

ବିବାହ ବେଳେ ସରକାର ଦେବେ ଉପହାର, ‘ୱେଡିଂ କିଟ୍’ ଦେବ ସ୍ୱାସ୍ଥ୍ୟ ବିଭାଗ।

କନକ ବ୍ୟୁରୋ: ଫ୍ରି-ବି ବା ମାଗଣା ବଣ୍ଟାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବା ବେଳେ ନବଦମ୍ପତିଙ୍କୁ ଗିଫ୍ଟ ହେବ ସ୍ୱାସ୍ଥ୍ୟ ବିଭାଗ । ଅବଶ୍ୟ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରହିଛି । ଏହି ୱେଡିଂ କିଟ୍ ହେଉଛି ଜାତୀୟ ସ୍ୱାସ୍ଥ୍ୟ…

ଶ୍ରାବଣ ପୂର୍ଣ୍ଣିମାରେ ଗଜପତି ଜିଲ୍ଲାରେ ପାଳନ ହେଲା ଗହ୍ମା ଡିଆଁ ପର୍ବ। ସାହି ସାହିରେ ନିଆରା କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ଶ୍ରାବଣ ପୂର୍ଣ୍ଣିମାରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଗହ୍ମା ଡିଆଁ ପର୍ବ । ଆଧୁନିକତାର ଛାପରେ ପୁରୁଣା ସଂସ୍କୃତି ଓ ପରମ୍ପରା ଲିଭିଯାଉଥିବା ବେଳେ ଏହାକୁ ବଜାୟ ରଖିବା ପାଇଁ ଏହି ପର୍ବ ଏବେ ବି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ପୂର୍ବରୁ ଏହାକୁ…