Daily Archives

August 12, 2022

ବିଶ୍ୱ ହସ୍ତୀ ଦିବସରେ ଗଜରାଜଙ୍କ ସୁରକ୍ଷା ଚିନ୍ତା, ନନ୍ଦନକାନନରେ ବେଶ ଧୁମଧାମରେ ପାଳିତ ହେଲା ହସ୍ତୀ ଦିବସ। 

କନକ ବ୍ୟୁରୋ: ବିଶ୍ୱ ହସ୍ତୀ ଦିବସ । ନନ୍ଦନକାନନରେ ବେଶ ଧୁମଧାମରେ ପାଳିତ ହୋଇଛି ଏହି ଦିବସ । ହାତୀ ଓ ମଣିଷ ଭିତରେ ସୁସମ୍ପର୍କ ସ୍ଥାପନା ସହ ହାତୀବଂଶକୁ ସୁରକ୍ଷା ପାଇଁ ଦିଆଯାଇଛି ବାର୍ତ୍ତା । ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି…

୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପଦକ, ଜାଣନ୍ତୁ ଓଡିଶାର କେଉଁ ୪ ଜଣ…

କନକ ବ୍ୟୁରୋ : ଅନୁସନ୍ଧାନରେ ଉତ୍କର୍ଷ ନିମନ୍ତେ ୨୦୨୨ ମସିହା ପାଇଁ ୧୫୧ ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଛି । ଅପରାଧ ଅନୁସନ୍ଧାନ ପେଶାଗତ ଉକ୍ରର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା । ପଦକ ପାଇଥିବା କର୍ମଚାରଙ୍କ…

ନବରଙ୍ଗପୁରରେ ଅଭାବନୀୟ ଘଟଣା, ମୋବାଇଲ ପାଇଁ ଘର ଲୋକ ତାଗିଦ୍ କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ପୁଅ।

କନକ ବ୍ୟୁରୋ: ମୋବାଇଲ ପାଇଁ ନାବାଳକର ଆତ୍ମହତ୍ୟା । ମୋବାଇଲକୁ ନେଇ ଘର ଲୋକେ ତାଗିଦା କରିବାରୁ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅନ୍ତର୍ଗତ ଗୋନା ପଞ୍ଚାୟତର ଭାରସୁଣ୍ଡି ଗାଁରୁ ଆସିଛି ଏପରି ଅଭିଯୋଗ । ନାବାଳକ ଜଣକ ବିଶ୍ୱଜିତ…

ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜମିଲାଣି ପାଣି। ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ।

କନକ ବ୍ୟୁରୋ: ଆସନ୍ତାକାଲି ଆଉ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା…

ମାଲକାନଗିରି ବଣ୍ଡାଘାଟିରେ ଆଜି ବି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଆଦିମ ଜନଜାତି। ଚୂଆରୁ ପାଣି ସଂଗ୍ରହ କରୁଛନ୍ତି ବଣ୍ଡା…

କନକ ବ୍ୟୁରୋ: ଚୂଆ ପାଣି ପିଉଛନ୍ତି ବଣ୍ଡାଘାଟି ଅଧିବାସୀ । କିନ୍ତୁ ସରକାରୀ ରିପୋର୍ଟରେ ଜିଲ୍ଲାପାଳଙ୍କୁ ଭୂଲ ତଥ୍ୟ ଦେଉଛନ୍ତି ବିଡିଓ । ଲେଖାଯାଇଛି କି ପ୍ରକଳ୍ପ ଜଳ ପିଉଛନ୍ତି ବଣ୍ଡା ଅଧିବାସୀ । ହେଲେ ବାସ୍ତବ ସ୍ଥିତି କହୁଛି, ବଣ୍ଡା ପାହାଡରେ ଲୋକଙ୍କୁ ମିଳୁନି ପିଇବା ପାଣି । ବର୍ଷ ବର୍ଷ…

କଳ୍ପନା ଚାୱଲା ଓ ସୁନୀତା ୱିଲିୟମ୍ସ ପରେ ମହାକାଶକୁ ଯିବେ ଏହି ଭାରତୀୟ ବଂଶୋଦ୍ଭବ ମହିଳା, ଜାଣନ୍ତୁ କାହାକୁ ନାସା…

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ଅଥିରା ପ୍ରୀଥା ରାନୀଙ୍କୁ ନାସା ତରଫରୁ ୨୦୨୨ ମହାକାଶ ଟ୍ରେନିଂ ପୋଗ୍ରାମ ପାଇଁ ଚୟନ କରିଛି । ୨୪ ବର୍ଷିୟା ଅଥିରା କେରଳ ଥିରୁଅନନ୍ତପୁରମର ମୂଳ ବାସିନ୍ଦା । ନାସା ଏହି ମହାକାଶ ଟ୍ରେନିଂ ପୋଗ୍ରାମ ପାଇଁ ସାରା ବିଶ୍ୱରୁ ମୋଟ ୧୨ ଜଣଙ୍କ ଚୟନ କରିଥିବା ବେଳେ…