Daily Archives

August 11, 2022

ମହାରାଷ୍ଟ୍ରରେ ବଡ ଧରଣର ଚଢାଉ, ଆୟକର ବିଭାଗର ମାଷ୍ଟରପ୍ଲାନ। 

କନକ ବ୍ୟୁରୋ: ମହାରାଷ୍ଟ୍ର ଜାଲାନାରେ ଏବେ ଏମିତି କିଛି କରିଛି ଆୟକର ବିଭାଗ ଯାହାକୁ ଶୁଣିଲେ ଯିଏ କେହିବି ଆଶ୍ଚର୍ଯ୍ୟ ହେବେ । ଟିକସ ଫାଙ୍କିଥିବା ସୂଚନା ପାଇବା ପରେ ଆୟକର ବିଭାଗର ଲକ୍ଷ୍ୟ ରଖିଥିଲା କିଭଳି କଳେବଳେ କୌଶଳେ ବିପୁଳପରିମାଣର କଳାଧନକୁ ଜବତ କରାଯିବ । ତେଣୁ ସିକ୍ରେଟ ମିଶନ…

ବିଜେପିକୁ ତେଜସ୍ୱୀଙ୍କ ଟାର୍ଗେଟ, କହିଲେ ମିଛ କହିବାରେ ମାଷ୍ଟର ମୋଦୀ।

କନକ ବ୍ୟୁରୋ: ବିହାରରେ ଦେଖାଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବିଜେପିକୁ ଟାର୍ଗେଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଛ କହିବାର ମାଷ୍ଟର ବୋଲି କହିଛନ୍ତି ତେଜସ୍ୱୀ  । ଚୋର, ଗୁଣ୍ଡାରାଜକୁ…

ଅମିତ୍ ଶାହାଙ୍କ ଗସ୍ତ ପରେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ: ବିରୋଧୀ ଦଳ ନେତା କହିଲେ, ପାଇଛନ୍ତି ଭଲ କୋଚ୍, ଏବେ ଗୋଲ୍…

କନକ ବ୍ୟୁରୋ: ହଟିଲେ ପୁରନ୍ଦେଶ୍ୱରୀ , ଆସିଲେ ବଂଶଲ । ସୋମବାରଦିନ ଓଡିଶା ଗସ୍ତରେ ଥିବାବେଳେ ଅମିତ ଶାହା  ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରି ଦଳୀୟ ନେତାଙ୍କୁ ତାଗିଦ କରିଥିଲେ ।  ଠିକ ଏହାର ଗୋଟିଏ ଦିନ ପରେ ବିଜେପିର ଓଡିଶା ପ୍ରଭାରୀ  ବଦଳିବାକୁ ରାଜନୈତିକ…

ଛିଡୁନି ଘର କଳି: ପିଏମ୍ ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ତାଗିଦ କଲେ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ନଥିବା କଥା କହିଛନ୍ତି କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ । ଦୁର୍ନୀତି ଓ ପାରଦର୍ଶୀତା ସହ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇନଥିବାରୁ ଅନେକ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ…

ନୀଳାଦ୍ରି ନିଳୟରେ ନିଆରା ଢଙ୍ଗରେ ରକ୍ଷାବନ୍ଧନ। ଦିବ୍ୟାଙ୍ଗକୁ ଖୁସି କରିବା ପାଇଁ ସ୍ୱତନ୍ତ୍ର ଉତ୍ସବ।

କନକ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ନୀଳାଦ୍ରି ନୀଳୟରେ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନ କରାଯାଇଛି । ପୁରୀ ଜିଲ୍ଲା ଗୋପ ବ୍ଳକ କୁନ୍ଦୁରାସ୍ଥିତ ବିକାଶ ସଂସ୍ଥା ଦ୍ୱାରା ପରିଚାଳିତ ନୀଳାଦ୍ରି ନୀଳରେ ୪୯ ଜଣ ଦିବ୍ୟାଙ୍ଗ ରହୁଛନ୍ତି । ସେମାନେ…

ଜମିବାଡି ବିବାଦକୁ କେନ୍ଦ୍ରକରି ବୌଦ୍ଧରେ ଜଘନ୍ୟ ହତ୍ୟାକାଣ୍ଡ। ବାପା-ପୁଅ ମିଶି ବଡ ବାପାଙ୍କୁ କଲେ ହତ୍ୟା।

କନକ ବ୍ୟୁରୋ: ଜମିବାଡି ବାବଦରୁ ହତ୍ୟାକାଣ୍ଡ । ରାସ୍ତାକଡରେ ପଡିଛି ମୃତଦେହ । ବାପା ଓ ପୁଅ ମିଶି ବଡ ବାପାଙ୍କୁ ହତ୍ୟା କରିଛନ୍ତି । ବୈାଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଲୁଣିବାହାଲରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବାପାପୁଅ ମିଶି ବଡ଼ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଜାର…