Daily Archives

August 11, 2022

୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅଲାରନାଥ ମନ୍ଦିର ପରିଦର୍ଶନ । ମନ୍ଦିରର ବିକାଶ ପାଇଁ ୧୫ ଦିନ ମଧ୍ୟରେ ପ୍ରସ୍ତୁତ ହେବ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ପୁରୀ ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପ୍ରସିଦ୍ଧ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ସୁବିଧା ବାବଦରେ ସମୀକ୍ଷା କରିବା…

ରକ୍ଷାବନ୍ଧନ ଉତ୍ସବରେ ବାଧକ ସାଜିଲା ନାହିଁ ଜେଲର୍ ଲୁହା ଗେଟ୍। ଫାଟକ ସେପଟେ ଭାଇ ଏପଟେ ଥାଇ ରାକ୍ଷୀ ବାନ୍ଧିଲା ଭଉଣୀ। 

କନକ ବ୍ୟୁରୋ: ରକ୍ଷାବନ୍ଧନରେ ଭାଇ ହାତରେ ଭଉଣୀ ବାନ୍ଧିଛି ସଂପର୍କରଡୋରୀ । ଏହି ବନ୍ଧନ ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର । ଭାଇ ହାତରେ ରାକ୍ଷୀ ବାନ୍ଧି ଆଶୀର୍ବାଦ ଭିକ୍ଷା କରିବା ଭାଇର ଶୁଭ ମନାସି ଥାଏ ଭଉଣୀ । କୋରାପୁଟ ମଣ୍ଡଳ କାରାଗାରରେ ରହୁଥିବା ଅନ୍ତେବାସୀଙ୍କ ହାତରେ ରାକ୍ଷୀ…

ଗାତରେ ପଡି ଗଲା ହାତୀର ଜୀବନ। ହାତୀର ମୃତ୍ୟୁ ପରେ ଘଟଣାସ୍ଥଳରେ ପହଞ୍ଚିଲା କାମାକ୍ଷାନଗର ବନବିଭାଗ ଟିମ୍।

କନକ ବ୍ୟୁରୋ: ଗାତରେ ଫସି ମାଈ ହାତୀର ମୃତ୍ୟୁ । ମୃତ ହାତୀର ବୟସ ୩ରୁ ୪ବର୍ଷ ବୋଲି ଅନୁମାନ କରୁଛି ବନବିଭାଗ । ହାତୀଟି ଦୀର୍ଘ ସମୟ ଧରି କାଦୁଅରେ ଫସି ରହିଥିବାରୁ ମୃତ ହୋଇଥିବା ସନ୍ଦେହ କରାଯାଉଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଙ୍କିଳି ଗାଁ ଦନାର ପୋଖରୀ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଠକିଦେଲା ନାଇଜେରିଆ ଠକ। ଫେସବୁକରେ ବିଦେଶିନୀ ବାନ୍ଧବୀ ସାଜି କରିଛି ୩୦ ଲକ୍ଷ…

କନକ ବ୍ୟୁରୋ: ଫେସବୁକରେ ବିଦେଶିନୀଙ୍କ ପ୍ରେମରେ ପଡି ଠକିଗଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ନାଇଜେରିଆର ଯୁବକ, ନିଜକୁ ଯୁବତୀ କହି ଚାଟିଂ କଲେ ଆଉ ଠକି ନେଇଗଲେ ୩୦ ଲକ୍ଷ ଟଙ୍କା । ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଚାଟିଂ କରିବା ଅଭିଯୋଗରେ ନାଇଜେରିଆ…

ଜାମତାରା ଷ୍ଟାଇଲରେ ଓଡିଶାରେ କରୁଥିଲେ ଲୁଟ୍। ନବରଙ୍ଗପୁରରେ ଲୁଟ୍ ଅଭିଯୋଗରେ ନୟାଗଡରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା…

କନକ ବ୍ୟୁରୋ: ଜାମତାରା ଲୁଟେରା ଗ୍ୟାଙ୍ଗ ଷ୍ଟାଇଲରେ ନବରଙ୍ଗପୁରରୁ ଲୁଟ ଉଦ୍ୟମ । ବିଭିନ୍ନ ପ୍ରକାର ମୋବାଇଲ ମେସେଜ କରି ଲୋକଙ୍କୁ ଠକି ୟୁପିଆଇ ମାଧ୍ୟମରେ ଟଙ୍କା ହାସଲ କରୁଥିବା ଅଭିଯୋଗରେ ତିନି ସାଇବର ଲୁଟେରା ଗିରଫ କରିଛି ନବରଙ୍ଗପୁର ପୋଲିସ । ସାଇବର ଠକେଇ ନେଇ ଗତ ୬ତାରିଖରେ ନବରଙ୍ଗପୁର…

ଯାତ୍ରୀବାହୀ ବିମାନ ଭିତରେ ସିଗାରେଟ ଟାଣିବା ପଡିଲା ମହଙ୍ଗା, ୟୁଟ୍ୟୁବର ବବି କଟାରିଆଙ୍କ ନାମରେ ମାମଲା

କନକ ବ୍ୟୁରୋ : ସ୍ପାଇସ୍ ଜେଟ ଯାତ୍ରୀବାହୀ ବିମାନ ଭିତରେ ସିଗାରେଟ ଟାଣି ଅଡୁଆରେ ପଡିଛନ୍ତି ୟୁଟ୍ୟୁବର ବବି କଟାରିଆ । ତାଙ୍କ ବିରୋଧରେ ଏବେ ଡେରାଡୁନ ଠାରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଡେରାଡୁନ କୋର୍ଟ କୋତବାଲିରେ ଆଇପିସିର ଧାରା ୨୯୦,୫୧୦,୩୩୬, ୩୪୨ ଓ ୬୭ ଆଧାରରେ ମାମଲା ରୁଜୁ…