Daily Archives

July 16, 2022

ପୁଣି ଫେରିଲା ପୋଲାଭରମ ବିବାଦ: ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ ଯୋଗୁ ବୁଡିଲା ମୋଟୁ

କନକ ବ୍ୟୁରୋ: ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ମାଲକାନଗିରିରେ ଦେଖିବାକୁ ମିଳିଛି । ଗୋଦାବରୀ ନଦୀର ଜଳସ୍ତର କମୁନଥିବା ବେଳେ ଗୋଦାବରୀର ଶାଖା ନଦୀ ସିଲେରୁ ଓ ସାବେରୀର ପଛୁଆ ପାଣି ମାଲକାନଗିରିର ଜନବସତିକୁ ପଶି ଆସିଛି ଆକାଶ ମାର୍ଗରୁ ଏ ହେଉଛି…

କାହିଁକି ପଛରେ ପଡୁଛି ସରକାରୀ ଶିକ୍ଷାନୁଷ୍ଠାନ? ଜାତୀୟ ତାଲିକାରେ ଖସୁଛି ଉତ୍କଳ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ

କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ ତାଲିକାରେ ପଛରେ ପଡିଛନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ । ଏନଆଇଆରଏଫ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉକ୍ରଳ ବିଶ୍ୱବିଦ୍ୟାଳୟ…

ମୁଢ଼ି ଉପରେ ଜିଏସଟି ମାଡ଼: ଚୁଡ଼ା, ଖଇ, ଉଖୁଡ଼ାକୁ ପ୍ୟାକେଟ୍ କରି ବିକିଲେ ଦେବାକୁ ପଡ଼ିବ ୫ ପ୍ରତିଶତ ଟ୍ୟାକ୍ସ

କନକ ବ୍ୟୁରୋ: ସୋମବାର ଠାରୁ ମହଙ୍ଗା ହେବାକୁ ଯାଉଛି ଗରିବ ଲୋକଙ୍କ ସ୍ନାକ୍ସ ଭାବେ ପରିଚିତ ମୁଢ଼ି । ସକାଳ ହେଉ କି ସଂଧ୍ୟା, ମୁଢ଼ି ଓଡ଼ିଆ ଲୋକଙ୍କ ପ୍ରଥମ ପସନ୍ଦ । ଉତର ଓଡ଼ିଶା, ବିଶେଷ କରି ବାଲେଶ୍ୱର, ମୟୁରଭଂଜ ଆଦି ଜିଲ୍ଲାରେ ମୁଢି ହିଁ ପ୍ରମୁଖ ଖାଦ୍ୟ । କିନ୍ତୁ ଗରିବ ଲୋକଙ୍କ ଏହି ଖାଦ୍ୟ…

ସୁନ୍ଦରଗଡ ଥାନା ଅଧକାରୀ ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ: ଲେଡି ପୋଲିସଙ୍କ ଗାଡି ଧକ୍କାରେ ଚାଲିଯାଇଥିଲା ୩ ଜଣଙ୍କ ଜୀବନ

କନକ ବ୍ୟୁରୋ: ସୁନ୍ଦରଗଡ ଥାନା ଅଧକାରୀ ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ । ନିକଟରେ ସ୍ନିଗ୍ଧାରାଣୀଙ୍କ ଗାଡି ଧକ୍କାରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ସ୍ନିଗ୍ଧାରାଣୀ । ସ୍ନିଗ୍ଧାରାଣୀ ଓ ଗାଡି ଚାଳକଙ୍କୁ ବଲାଙ୍ଗିରରୁ ଗିରଫ କରିଥିଲା ପୋଲିସ ।…

ଲଘୁଚାଷ ବର୍ଷାରେ ଚାଷକୂଳ ପ୍ରଭାବିତ: ଚାଷ ଜମିରେ ଲହଡ଼ି ମାରୁଛି ୪ଫୁଟ ଉଚ୍ଚର ଲୁଣି ପାଣି 

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦୋହଲିଯାଇଛି ଚାଷୀର ମେରୁଦଣ୍ଡ । ସମୁଦ୍ରର ଉଚ୍ଚ ଜୁଆର ଆସି ବନ୍ଧ ଭାଙ୍ଗିବା ସହ ଗାଁ ଭିତରେ ପଶିଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା କଷାଫଳ, ସାର୍ଥା, ଆଳୁମେଦା ପଂଚାୟତରେ ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି ଲୁଣି ପାଣି ।…

ରାୟଗଡା କାଶୀପୁରରେ ଝାଡାବାନ୍ତି, ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ :  ରାୟଗଡା କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ୭୨ ଘଣ୍ଟାରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।…