ସୁନ୍ଦରଗଡ ଥାନା ଅଧକାରୀ ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ: ଲେଡି ପୋଲିସଙ୍କ ଗାଡି ଧକ୍କାରେ ଚାଲିଯାଇଥିଲା ୩ ଜଣଙ୍କ ଜୀବନ

674

କନକ ବ୍ୟୁରୋ: ସୁନ୍ଦରଗଡ ଥାନା ଅଧକାରୀ ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ । ନିକଟରେ ସ୍ନିଗ୍ଧାରାଣୀଙ୍କ ଗାଡି ଧକ୍କାରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ସ୍ନିଗ୍ଧାରାଣୀ । ସ୍ନିଗ୍ଧାରାଣୀ ଓ ଗାଡି ଚାଳକଙ୍କୁ ବଲାଙ୍ଗିରରୁ ଗିରଫ କରିଥିଲା ପୋଲିସ । ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ।