Daily Archives

July 14, 2022

ଦେଶରେ ୨୦ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩୮ ଜଣ ମୃତ।

କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ମନରେ ଭୟ ସୃଷ୍ଟି କରୁଛି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ । ୨ମାସ ପୂର୍ବରୁ ଦୈନିକ ସଂକ୍ରମଣ ୩ହଜାର ପାଖାପାଖି ରହୁଥିବାବେଳେ ଏବେ ଏହା ୨୦ହଜାର ଟପିଛି । ଗତ ୨୪ ଘଂଟାରେ ୨୦ ହଜାର ୧୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୩୮ ଜଣଙ୍କ…

ନିିଜକୁ ବିଏମସି ମାର୍କେଟିଂ ମ୍ୟାନେଜର କହି ଠକୁଥିଲା ଠକ: କ୍ୟାମେରା ଆଗରେ ପୁଅ ଜନ୍ମଦିନ କଥା କହି କାନ୍ଦିଲା ବିକାଶ

କନକ ବ୍ୟୁରୋ: କ୍ୟାମେରା ଆଗରେ କାନ୍ଦି ପକାଉଥିବା ଏହି ବ୍ୟକ୍ତି ଅସଲରେ ଜଣେ ମସ୍ତବଡ଼ ଠକ । ନାଁ ବିକାଶ ସ୍ୱାଇଁ । ନିିଜକୁ ବିଏମସିର ମାର୍କେଟିଂ ମ୍ୟାନେଜର ଭାବେ ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଲୁଟିବା ଏହି ଠକର ବେଉସା । ଦୋକାନ କରାଇଦେବାକ ୁ କହି ଭୁବନେଶ୍ୱର ସହିଦନଗର ଅଚଂଳର ଜଣେ…

ରାଜ୍ୟରେ ଉପରମୁହାଁ କରୋନା ମିଟର: କେନ୍ଦ୍ରରେ ନିଷ୍ପତି ପରେ କାଲିଠୁ ରାଜ୍ୟରେ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରସ୍ତୁତି

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ଅର୍ଥାତ ଜୁଲାଇ ୧୫ ଠାରୁ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ରୁ ୫୯ ବର୍ଷର ଲୋକମାନଙ୍କୁ ମାଗଣା ଟିକା ଦିଆଯିବ…

ସିଙ୍ଗାପୁରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ: ନେଇପାରନ୍ତି ରାଜନୈତିକ ଆଶ୍ରୟ

କନକ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ଗଡ଼ିଚାଲିଛି ଟ୍ୟାଙ୍କ  । ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡ଼ି ପଳାଇଯାଇଥିବା ବେଳେ କଲମ୍ବୋରେ ଅସ୍ଥିର ସ୍ଥିତି  । ହଜାର ହଜାର ବିକ୍ଷୋଭକାରୀ କବଜାରେ ଏବେ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସଂସଦ ଭବନ  । ଏଭଳି ସ୍ଥିତିରେ…

ପରୀକ୍ଷା ପୂର୍ବରୁ ପଦାରେ ବୁଲିଲା ପ୍ରଶ୍ନପତ୍ର: ପରୀକ୍ଷାରୁ ବଞ୍ଚିତ ହେଲେ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଆରମ୍ଭ ହେବାର ୨୦ ମିନିଟ ପରେ ପରୀକ୍ଷା ବନ୍ଦ ହେବାରୁ ଛାତ୍ର ଛାତ୍ରୀଙ୍କ ନାରାବାଜି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୦୫ କଲେଜରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବାରୁ ଅଧାରୁ ବାତିଲ ହେଲା ଏଜୁକେସନ ଅନର୍ସ ବିଷୟରେ ପରୀକ୍ଷା । ଫଳରେ ହଇରାଣ ହେଲେ…

ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତାଙ୍କ ଅପମାନ! ଅଜୟ କୁମାରଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ

କନକ ବ୍ୟୁରୋ: ବିଧାନସଭାରେ ବିଜେପି ବିଧାୟକଙ୍କ ହଙ୍ଗାମା । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ପ୍ରବଳ ପାଟିତୁଣ୍ଡ କରିଥିଲା ବିଜେପି । ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଛନ୍ତି ବିଜେପି ବିଧାୟକ ।…