ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଲୋକଙ୍କ ଆକ୍ରୋସ। ରାସ୍ତାକୁ ଓହ୍ଲେଇଲେ ହଜାର ହଜାର ପ୍ରଦର୍ଶନକାରୀ।
କନକ ବ୍ୟୁରୋ: ଶ୍ରୀଲଙ୍କାରେ ବଢିଲା ସରକାରଙ୍କ ସଙ୍କଟ । ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି । ଏହାରି ଭିତରେ ଶନିବାର ରାଷ୍ଟ୍ରପତି ଭବନ ଘେରାଉ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଭବନରେ…