ରାନିଲ ୱିକ୍ରମସିଙ୍ଘେଙ୍କ ଘରେ ନିଆଁ ଲଗାଇଦେଲେ ପ୍ରଦର୍ଶନକାରୀ। ହିଂସା ଘଟାଇଚାଲିଛନ୍ତି ସାଧାରଣଜନତା। 

112

କନକ ବ୍ୟୁରୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ । ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେଙ୍କ ଘରେ ନିଆଁ ଲଗାଇଦେଲେ ପ୍ରଦର୍ଶନକାରୀ । ନିଆଁ ଲାଗିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ରାନିଲ ୱିକ୍ରମସିଙ୍ଘେ ଇସ୍ତଫା ଦେଇଥିଲେ । ପ୍ରଦର୍ଶନକାରୀଙ୍କ ହିଂସା ବଢିଚାଲୁଥିବା ବେଳେ ବର୍ତ୍ତମାନ ସ୍ଥିତି ଜଟିଳ ହେବାରେ ଲାଗିଛି ।

/p>