Daily Archives

July 3, 2022

ଜୁନ୍ ସରି ଜୁଲାଇ ହେଲାଣି ବର୍ଷାର ଦେଖା ନାହିଁ। ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଆଷାଢରେ ମାଟି ଫାଟି କରିଛି ଆଁ।

କନକ ବ୍ୟୁରୋ: ଗୋଟେ ପଟେ ମୌସୁମୀର ଲୁଚକାଳି ଖେଳ, ଅନ୍ୟପଟେ ଶୁଖିଲା କେନାଲ ଚାଷୀଙ୍କ ହୋସ ଉଡାଇ ଦେଇଛି । ଜୁନ୍ ସରି ଜୁଲାଇ ୩ ତାରିଖ ହେଲାଣି ତଥାପି ବର୍ଷାର ଦେଖା ନାହିଁ କହିଲେ ଚଳେ । କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି । ହେଲେ ତାହା ଚାଷ ପାଇଁ ପର୍ଯ୍ୟପ୍ତ ନୁହେଁ ।…

ଭଜନ ଗାଇଲେ ଢେଙ୍କାନାଳ ଜିଲ୍ଲାପାଳ। ସମାରୋହରେ ଭଜନ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲେ।

କନକ ବ୍ୟୁରୋ: ଭଜନ ଗାଇ ଭଜନ ସମାରୋହର ଉଦଘାଟନ୍ କଲେ ଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଭଜନ ସମାରୋହରେ ଖୁବ୍ ସୁନ୍ଦର ଗୀତ ଗାଇଛନ୍ତି । ରଥଯାତ୍ରା ଅବସରରେ ଢେଙ୍କାନାଳ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ବାଜି ଚଉକ ମାଉସୀ ମାଆ ମନ୍ଦିର ଠାରେ ୨ ଦିନ ଧରି ଭଜନ…

ଗୁଣ୍ଡିଚା ମନ୍ଦିର ରୋଷଶାଳ ଚୁଲି ଭାଙ୍ଗିଲା କିଏ? ପୁରୀ ଏସପି କହିଲେ, ରୋଷଶାଳାରେ ସବୁବେଳେ ପଶିଥାନ୍ତି ମାଙ୍କଡ।

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ଚୁଲି ଭାଙ୍ଗିବା ଘଟଣାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଚୁଲି ଭାଙ୍ଗିଲା କେମିତି, ତା’ର କାରଣ ଖୋଜା ଚାଲିଥିବା ବେଳେ ମାଙ୍କଡ ଚୁଲି ଭାଙ୍ଗିଥିବା କୁହାଯାଉଛି । ତେବେ ଚୂଲି ଭଙ୍ଗା ପ୍ରସଙ୍ଗରେ ପୁୁରୀ…

ମଗର ମୁହଁରୁ ଜୀବନ ବଞ୍ଚାଇ ଫେରିଆସିଲେ ରାଜକନିକାର ନିତ୍ୟାନନ୍ଦ। ବିଳମ୍ବିତ ରାତିରେ ନଦୀକୁ ଟାଣି ନେଉଥିଲା କୁମ୍ଭୀର।

କନକ ବ୍ୟୁରୋ: ବିଳମ୍ବିତ ରାତିରେ କୁମ୍ଭୀର ମୁହଁରେ ପଡିଯାଇଥିଲା ଜୀବନ । ଶୌଚ ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ନଇ କୂଳରୁ ଟାଣି ନେଇଥିଲା ମଣିଷଖିଆ ମଗର । ହେଲେ ନଦୀରେ ଦିଆଯାଇଥିବା ତାର-ବାଡରେ ଅଟକି ଯାଇଥିଲା ଜୀବନ । ବେକ ଓ ମୁଣ୍ଡକୁ କୁମ୍ଭୀର ଆକ୍ରମଣ କରିଥିଲେ ବି, କୁମ୍ଭୀର ସହ ଲଢେଇ କରି…

କେନ୍ଦ୍ରାପଡାରେ ଅଟକିଛି ବ୍ରହ୍ମ ତାଳଧ୍ୱଜ ରଥ। ଫୁଟପାଥରେ ଚକ ଲାଗିବା ପରେ ଅଟକିଗଲା ରଥ।

କନକ ବ୍ୟୁରୋ: ଅଟକିଛି ବ୍ରହ୍ମ ତାଳଧ୍ୱଜ ରଥ । କେନ୍ଦ୍ରାପଡା ଦେବୋତ୍ତର ଅଫିସ ଆଗରେ ରଥ ଅଟକିଛି । ମନ୍ଦିରଠାରୁ ୫୦ ମିଟର ଆସିବା ପରେ ଫୁଟପାଥରେ ଲାଗିଯିବା ପରେ ରଥ ଅଟକିଛି ଯାଇଛି । ହାଇଡ୍ରୋଲିକ ମେସିନ ସାହାର୍ଯ୍ୟରେ ରଥ ଚକ ଉଠାଇବା ଯୋଜନା ହୋଉଛି । ମାଉସୀ ମାଆ ମନ୍ଦିରକୁ ଯିବା ପାଇଁ…

ଭାରତରେ ରହିଛି ଏଭଳି ହୋଟେଲ । ଏଠାରେ ଖାଆନ୍ତୁ ପେଟ ପୁରାଇ କିନ୍ତୁ ବିଲ୍ ଦିଅନ୍ତୁ ନିଜ ଇଚ୍ଛାରେ

କନକ ବ୍ୟୁରୋ : ଥରେ ଭାବନ୍ତୁ ତ ଆପଣ ଗୋଟିଏ ଦାମୀ ରେଷ୍ଟୁରାଣ୍ଟରେ ପହଂଚିଲେ । ସେଠାରେ ମିଳୁଥିବା ସମସ୍ତ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ । ହେଲେ ଯେତେବେଳେ ଆପଣ ବିଲ୍ ପୈଠ କରିବାକୁ ଯାଉଛନ୍ତି ତ ଆପଣଙ୍କୁ କୁହାଯିବ ଆପଣଙ୍କ ଇଚ୍ଛା ଯେତିକି ହେଉଛି ସେତିକି ବିଲ ପୈଠ କରନ୍ତୁ । ଏହାକୁ…