Daily Archives

July 3, 2022

ବିଶ୍ୱବାସୀଙ୍କୁ ମୋବାଇଲ ଉଦ୍ଭାବନକାରୀଙ୍କ ପରାମର୍ଶ, ଗୋଟିଏ ଦିନରେ ମାତ୍ର ଏତିକି ସମୟ ବ୍ୟବହାର କରନ୍ତୁ ମୋବାଇଲ

କନକ ବ୍ୟୁରୋ : ବିଂଶ ଶତାବ୍ଦୀରେ ମୋବାଇଲ ମଣିଷର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୋବାଇଲ ବି ଅତ୍ୟାବଶକୀୟ ସାମଗ୍ରୀରେ ଗଣତି ହେଉଛି । ହେଲେ ଆପଣ ଜାଣିଛନ୍ତି କି, ମୋବାଇଲ ଫୋନ ବା ସେଲ ଫୋନ ଉଦ୍ଭାବନ କରିଥିବା ମାର୍ଟିନ କୁପର ୨୪ ଘଂଟା ମଧ୍ୟରେ କେତେ ସମୟ…

ସୁରକ୍ଷା ଦୁର୍ବଳ ନା ଷଡଯନ୍ତ୍ର, ଅଧରାତିରେ ମମତାଙ୍କ ବାସଭବନରୁ ଗିରଫ ହେଲେ ଅଜଣା ବ୍ୟକ୍ତି

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳୀଘାଟ ବାସଭବନରୁ ଗତ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ସୁରକ୍ଷା କବଚ ଭେଦ କରି ବ୍ୟକ୍ତିଜଣଙ୍କ କବାଟ ବନ୍ଧ ଫାଙ୍କରେ ମମତାଙ୍କ ବାସଭବନରେ ପ୍ରବେଶ କରିଥିଲେ । ସୁରକ୍ଷା ଅଧିକାରୀଙ୍କ କହିବା…

ରୁଚିକା ଆତ୍ମହତ୍ୟା ଘଟଣା: ମୃତ ଛାତ୍ରୀଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ନାରାବାଜି କଲେ…

କନକ ବ୍ୟୁରୋ: ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଭିନ୍ନ ଛାତ୍ର ସଂଗଠନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ…

ଆତଙ୍କବାଦୀ କସାବକୁ ଏତେ ସୁରକ୍ଷା ଦିଆଯାଇନଥିଲା ଯେତିକି ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଉଛି । ନୂଆ ସରକାରକୁ ଟାର୍ଗେଟ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ଆସନ୍ତା ସୋମବାର ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଗୃହରେ ବହୁମତ ଥିବା ନେଇ ଫ୍ଲୋର ଟେଷ୍ଟକୁ ଓହ୍ଲାଇବେ ସିନ୍ଦେ । ତେବେ ଏହାପୂର୍ବରୁ ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କ ଉପରେ ବର୍ଷିଛନ୍ତି ଶିବସେନା…

ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶାରାଙ୍କ ଅଡିଓ ଲିକ୍, ଜାଣନ୍ତୁ କେମିତି ବିରୋଧୀଙ୍କୁ ଚୁପ କରାଇବାକୁ କରୁଥିଲେ…

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୃତୀୟ ପତ୍ନର ବୁଶାରା ବିବି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ତାଙ୍କର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓରେ ସେ ଇମ୍ରାନଙ୍କ ରାଜନୈତିକ ପାର୍ଟି ପିଟିଆଇର ସୋସିଆଲ ମିଡିଆ…

ସ୍କୁଲରୁ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୋର: କଳାପଟାରେ ଲେଖିଲା ଇଟସ ମି ଧୁମ୍-୪, କମିଙ୍ଗ ସୁନ୍

କନକ ବ୍ୟୁରୋ: ସ୍କୁଲରୁ ଚୋରି କରି କଳାପଟାରେ ଚୋର ଲେଖିଲା ଧୁମ୍ ଫର । ଆଉ ଏହି ଚୋରି ସ୍କୁଲ ପିଲା କରିଛନ୍ତି ବୋଲି କଳାପଟାରେ ଉଲ୍ଲେଖ ରହିଛି । ତେଣୁ ଯଦି ପାରୁଛ ତାହେଲେ ଧରିବାକୁ ଖୋଲା ଆହ୍ୱାନ କରିଛି ସଂପୃକ୍ତ ଚୋର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଂଟି ବ୍ଲକ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ…