Daily Archives

July 1, 2022

କାଙ୍କଣ ଶିଖରୀରେ ଭକ୍ତ ଦେଖିଲେ ନିଆରା ଘୋଷଯାତ୍ରା। ନନ୍ଦିଘୋଷ ଡ଼ଙ୍ଗାରେ ବସି ଚିଲିକାରେ ଥିବା ଟାପୁ ଉପରକୁ ଗଲେ…

କନକ ବ୍ୟୁରୋ: ବଡ଼ଦାଣ୍ଡ ପାଲଟିଲା ଚିଲିକାର ଜଳରାଶି । ନନ୍ଦିଘୋଷ ଡ଼ଙ୍ଗାରେ ବସି ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଜଗନ୍ନାଥଙ୍କ ଲିଳାକ୍ଷେତ୍ର କୁହାଯାଉଥିବା କାଙ୍କଣ ଶିଖରରେ ଭକ୍ତ ଦେଖିଛନ୍ତି ନିଆରା ଢଙ୍ଗରେ ଘୋଷଯାତ୍ରା । ଖୋର୍ଦ୍ଧ ଜିଲ୍ଲା ନଇରି ଗାଁ ନିକଟ ଚିଲିକା ହ୍ରଦର…

ଏ ଯୁଗର ଭକ୍ତ ସାଲବେଗ ଅଫତାବ ହୁସେନ। ଇଟାମାଟି ଗାଁରେ ଆୟୋଜନ କରୁଛନ୍ତି ମହାପ୍ରଭୁଙ୍କ ରଥଯାତ୍ରା। 

କନକ ବ୍ୟୁରୋ:  ଜଗତର ନାଥ ଜଗନ୍ନାଥ, କେବଳ ହିନ୍ଦୁ ଧର୍ମ ଭିତରେ ସୀମିତ ହୋଇ ରହିନାହାନ୍ତି । ସମସ୍ତଙ୍କ ଠାକୁର ହେଉଛନ୍ତି ଜଗନ୍ନାଥ । ଭକ୍ତ ସାଲବେଗଙ୍କ ଭଳି ଜଗନ୍ନାଥଙ୍କ ଭକ୍ତ ହେଉଛନ୍ତି ନୟାଗଡର ଅଫତାବ ହୁସେନ୍ । ଅଫତାବ ନିଜ ଗାଁ ନୟାଗଡ଼ ଇଟାମାଟିରେ ରଥଯାତ୍ରା ଆୟୋଜନ କରିଛନ୍ତି ।…

ଦୁଇବର୍ଷ ପରେ ବଡଦାଣ୍ଡରେ ହେଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜନସମୁଦ୍ର ହେଲା…

କନକ ବ୍ୟୁରୋ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବିରଳ ଦୃଶ୍ୟକୁ ଅପେକ୍ଷା କରିଥିଲା ସାରା ବିଶ୍ୱ । ଭକ୍ତଙ୍କୁ ଦର୍ଶନ ଦେବାକୁ ଓହ୍ଲାଇ ଆସିଥିଲେ ମହାବାହୁ । ଆନନ୍ଦ ବଜାର ଦେଇ ପହଣ୍ଡି ହୋଇଆସୁଥିଲେ ଚତୁର୍ଦ୍ଧାମୁରତି । ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ବାଇଶପାହାଚରେ ପହଣ୍ଡି…

ଜନ୍ମବେଦୀକୁ ଗଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶରଧାବାଲିରେ ଲାଗିଲା ୩ ରଥ, ଭାବବିହ୍ୱଳ ହେଲେ ଭକ୍ତ।

କନକ ବ୍ୟୁରୋ: କରୋନା ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ହେଲା ଏହି ଅପୂର୍ବ ସୁଯୋଗଟି ଜୁଟୁନଥିଲା । ଜଗା ପ୍ରେମରେ ପାଗଳ ଭକ୍ତ, ରଥ ଆଗରେ ନୃତ୍ୟ ପରିବେଷଣ କରିପାରୁନଥିଲେ କି ଟିଭି ପରଦାରେ ଏହି ବିରଳ ଦୃଶ୍ୟକୁ ଦର୍ଶକ ଉପଭୋଗ ବି କରିପାରୁନଥିଲେ । ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ…

ବିଦେଶୀ ପୁରୁଷଙ୍କୁ ବିବାହ କରୁଥିବା ମହିଳାଙ୍କ ପାଇଁ ବଡ ନିଷ୍ପତ୍ତି, ସାରା ଦେଶରୁ ଛୁଟୁଛି ପ୍ରଶଂସାର ସୁଅ

କନକ ବ୍ୟୁରୋ : ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି ସଂଯୁକ୍ତ ଆରବ ଏମିରଟର ରାଷ୍ଟ୍ରପତି । ୟୁଏଇରେ ଏପର୍ଯ୍ୟନ୍ତ ବିଦେଶୀ ପୁରୁଷମାନଙ୍କୁ ବିବାହ କରୁଥିବା ମହିଳାମାନଙ୍କ ପିଲାଙ୍କୁ ୟୁଏଇ ନାଗରିକଙ୍କ ଭଳି ସମାନ ଅଧିକାର ମିଳୁ ନଥିଲା । ହେଲେ ଏବେ…

ଶରଧାବାଲିରେ ୩ ରଥ: ଗୁଣ୍ଡିଚାମନ୍ଦିର ପାଖରେ ଭକ୍ତଙ୍କ ଗହଳି

କନକ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ…