Daily Archives

June 29, 2022

୧୯୧ ଛାତ୍ରୀଙ୍କୁ ପାଠପଢାଉଛନ୍ତି ମାତ୍ର ୩ ଜଣ ଶିକ୍ଷୟିତ୍ରୀ: ସଂସ୍କୃତ ଓ ହିନ୍ଦୀ ଶିକ୍ଷୟତ୍ରୀଙ୍କୁ ପଢାଇବାକୁ ପଡ଼ୁଛି…

କନକ ବ୍ୟୁରୋ: ବିଦ୍ୟାଳୟର ଭିତିଭୁମି ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଫାଇଭ-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ କରାଯାଉଛି । ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ଏହାର ଭିନ୍ନ…

ଆଷାଢରେ ବର୍ଷାର ଦେଖା ନାହିଁ, ମୌସୁମୀ ଖେଳୁଛି ଲୁଚକାଳି: ଶୁଖିଲା ପଡ଼ିଛି ହେକ୍ଟର ହେକ୍ଟର ଚାଷ ଜମି

କନକ ବ୍ୟୁରୋ: ଆଷାଢରେ ବର୍ଷାର ଦେଖା ନାହିଁ, ମୌସୁମୀ ଖେଳୁଛି ଲୁଚକାଳି । ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଶୁଖିଲା ପଡ଼ିଛି ହେକ୍ଟର ହେକ୍ଟର ଚାଷ ଜମି । ମାଟି ଫାଟି ଆଁ କରିଥିବା ଚାଷ ବାସ ପ୍ରଭାବିତ ହୋଇଛି । ଚଳିତ ବର୍ଷ କେମିତି ଖରିଫ ଚାଷ ହେବ ତାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ । ଆଷାଢ…

ଦିଲ୍ଲୀରେ ଓଡିଆ ଖେଳାଳୀ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ: ମ୍ୟାଚରେ ହାରିବା ଯୋଗୁଁ ଆକ୍ରମଣ କଲେ ଆଫଗାନ ଖେଳାଳୀ

କନକ ବ୍ୟୁରୋ: ଓଡିଆ ଖେଳାଳୀ ଏମ ଶ୍ରାକାନ୍ତ ଶେଖର ଙ୍କୁ ଆଫଗାନୀ କୋଚ୍ ଓ ଦର୍ଶକଙ୍କ ଆକ୍ରମଣ । ଦିଲ୍ଲୀ ଶିରିଫୋର୍ଟ କମ୍ପେଳକ୍ସ ରେ ଚାଲିଥିବା ଏମଏଫଏନ - ୯ରେ କରାଯାଇଛି ଆକ୍ରମଣ । ସୂଚନା ଅନୁସାରେ ଶ୍ରୀକାନ୍ତ ରିଂଗ ବାହାରେ ଛିଡା ହୋଇ ରିଗଂରେ ଖେଳିଥିବା ଅନ୍ୟ ଜଣେ ଭାରତୀୟ ଖେଳାଳୀଙ୍କୁ…

ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ: ୨ ସପ୍ତାହ ପାଇଁ ଜାମିନ ମଞ୍ଜୁର କଲେ ହାଇକୋର୍ଟ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଅନ୍ତରୀ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ପୁଅ ଓ ସ୍ତ୍ରୀ ଅସୁସ୍ଥତା ପାଇଁ ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ । କଳାହାଣ୍ଡିର ମମିତା ମେହେର ହତ୍ୟା…

ମହାରାଷ୍ଟ୍ର ରାଜନୀତିର ଭାଗ୍ୟ ନିର୍ଣ୍ଣୟ କରିବେ ସୁପ୍ରିମକୋର୍ଟ : ଫ୍ଲୋର ଟେଷ୍ଟ ହେବ କି ନାହିଁ ଶୁଣାଣି କରିବେ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ମହାରାଷ୍ଟ୍ର ସରକାରଙ୍କ ଭାଗ୍ୟ । କାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ବୋଲି ରାଜ୍ୟପାଳ କହିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ସରକାର । ଶିବସେନା କହିଛି, ଫ୍ଲୋର ଟେଷ୍ଟ ପାଇଁ…

ବିଜେପିର ମିଶନ ୨୦୨୪: ବିଜୁଳି ଦର ବୃଦ୍ଧି, ବେକାରୀ ସମସ୍ୟା, ମହାନଦୀ ଆଦି ପ୍ରସଙ୍ଗରେ ଚିଠା ପ୍ରସ୍ତାବ ଉପରେ ଆଲୋଚନା

କନକ ବ୍ୟୁରୋ: ବିଜେପିର ମିଶନ ୨୦୨୪ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚାଳିଛି ବିଜେପିର ମାନସ ମନ୍ଥନ । ଏଥିରେ ରାଜ୍ୟ ସଭାପତିଙ୍କ ସହ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ୨୦୨୪ ପାଇଁ ଖସଡ଼ା ପ୍ରସ୍ତୁତି ସହ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ବିଜେପିର ରାଜୈନିକ ଚିଠା ପ୍ରସ୍ତାବ ଦିଆଯାଇଛି ।…