Daily Archives

June 24, 2022

ରୋମସ୍ଥିତ ଡବ୍ଲୁପିଏଫ ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା ନେଇ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ଏମିତି କଥା…

କନକ ବ୍ୟୁରୋ: ଇଟାଲୀ ରୋମସ୍ଥିତ ବିଶ୍ୱ ଖାଦ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହି କାର୍ଯ୍ୟକ୍ରମର ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ମତ ରଖିଛନ୍ତି । ଓଡିଶା କେମିତି ଖାଦ୍ୟ ନିଅଂଟିଆ ରାଜ୍ୟରୁ…

ଦ୍ରୌପଦୀଙ୍କ ନାମାଙ୍କନ ସହ ସରଗରମ ରାଜ୍ୟ ରାଜନୀତି: ବିଜେପି ନେତା କହିଲେ ୨୦୨୪ ପାଇଁ ପଡିଲା ମୂଳଦୁଆ

କନକ ବ୍ୟୁରୋ: ଦିଲ୍ଲୀ ସଂସଦ ଭବନରେ ଏନଡିର ତୁଙ୍ଗ ନେତାମାନଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ରୌପଦୀ ମୁର୍ମୁ ଚାଲିଚାଲି ଯାଉଥିବାର, ଦୃଶ୍ୟ ଟିଭି ପରଦାରେ ଦେଖି ଓଡିଆମାନଙ୍କ ଛାତିି କୁଣ୍ଢୋମୋଟ ହୋଇଯାଉଛି । କାରଣ ରାଇରଙ୍ଗପୁରରୁ ରାଇସିନା ହିଲ ଯିବା ପାଇଁ ପ୍ରକ୍ରିୟା ଆରମ୍ଭ…

ରାଇସିନା ହିଲ ଯିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ପଦବୀ ଲାଗି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟର ଦୃଶ୍ୟ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଉପସ୍ଥିତ ଅଛନ୍ତି…

ମନେ ରହିବ ରାଇମୋହନଙ୍କ ଲୋକପ୍ରିୟ ଡାଏଲଗ୍: ଘରେ ଘରେ ପରିଚିତ କରିଥିଲା ତାଙ୍କର ନିଖୁଣ ଅଭିନୟ

କନକ ବ୍ୟୁରୋ: ରାଇମୋହନ ପରିଡାଙ୍କ ଜନ୍ମ ୧୯୬୩ ମସିହା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉଦୟପୁର ଗାଁରେ । କରଂଜିଆ କଲେଜ୍ରେ ସ୍ନାତକ ପାଠପଢା ଶେଷ କରିବା ପରେ ଅଭିନୟରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ୱର ଚାଲିଆସିଥିଲେ ରାଇମୋହନ । ଏଠାରେ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ…

କଣ ଘଟିଲା, କାହିଁକିି ଚରମ ନିଷ୍ପତି ନେଲେ ରାଇମୋହନ? ପାରିବାରିକ ସମସ୍ୟା ନା ଆର୍ଥିକ ସମସ୍ୟା ପାଇଁ କଲେ ଆତ୍ମହତ୍ୟା?

କନକ ବ୍ୟୁରୋ: ରାଇମୋହନ ପରିଡ଼ା । ଓଡ଼ିଶାର ଏପରି ଲୋକ ନଥିବେ ଯିଏ ତାଙ୍କୁ ଜାଣିନଥିବେ । କୋଣ ଅନୁକୋଣରେ ଥିଲେ ତାଙ୍କର ଫ୍ୟାନ । ଓଲିଉଡ୍ର ଜଣେ ଲୋକପ୍ରିୟ ଅଭିନେତା । ଖଳନାୟକ ଭାବେ ଅଭିନୟ କରୁଥିଲେ ସତ, କିନ୍ତୁ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଯେତେବେଳେ…

ଓଡିଶାର ଅଗ୍ରଣୀ ବିଜ୍ଞାପନ ଏଜେନ୍ସି ‘ଦୟା ଏଣ୍ଟରଟେନମେଣ୍ଟ’ କୁ ଆଉ ଏକ ସଫଳତା, ଦ୍ୱିତୀୟ ବର୍ଷ ପାଇଁ ଏନଇସିସି ଟିଭିସି…

କନକ ବ୍ୟୁରୋ : ଓଡିଶାର ଅଗ୍ରଣୀ ବିଜ୍ଞାପନ ଏଜେନ୍ସି ‘ଦୟା ଏଣ୍ଟରଟେନମେଣ୍ଟ’ ପ୍ରାଇଭେଟ ଲିମିଟେଡ ରାଜ୍ୟର ସର୍ବୋତ୍ତମ ବିଜ୍ଞାପନ ଏଜେନ୍ସି ଭାବେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏଜେନ୍ସି କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ପାଇଁ ଟିଭିସି…