Daily Archives

June 24, 2022

ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ

କନକ ବ୍ୟୁରୋ: ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ନିଜ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏହା ଆତ୍ମହତ୍ୟା ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ…

ପେନସନ୍ ନାହିଁ, ବିପିଏଲ କାର୍ଡ ମାଧ୍ୟମରେ ଚଳୁଛି ସଂସାର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ବିଧାୟକଙ୍କ କାହାଣୀ

କନକ ବ୍ୟୁରୋ : ଆପଣମାନେ ଟିଭି କି ଖବର କାଗଜ ଖୋଲିଲେ ଦେଖୁଥିବେ କି ଜଣେ ଜଣେ କିରାଣୀଙ୍କ ଘରୁ ପୁଳା ପୁଳା ଟଙ୍କା ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେଉଛି । ଲୋକପ୍ରତିନିଧିଙ୍କ କଥା ନକହିବା ଭଲ । ଏଠି ଜଣେ ସରପଞ୍ଚ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ସେ ୫ ପୀଢି ପାଇଁ ସମ୍ପତ୍ତି…

ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ: କିଶୋରନଗର ଥାନା ସାମ୍ନାରେ ଦେହରେ ଲଗାଇଥିଲେ ନିଆଁ

କନକ ବ୍ୟୁରୋ: କଟକ କିଶୋରନଗର ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ତାଙ୍କୁ କଟକ ବଡ…

ମହାରାଷ୍ଟ୍ର ମହାନାଟକ : ବିଧାନ ଭବନ ପହଂଚିଲେ ଉପ ବାଚସ୍ପତି, ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଉପରେ…

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ରାଜନୀତରେ ଏବେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ବିଦ୍ରୋହୀ ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ ଥିବା ବେଳେ ସହଜରେ ପରାଜୟ ସ୍ୱିକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏସବୁ ଭିତରେ ସିନ୍ଦେ ଦାବି କରିଛନ୍ତି କି ତାଙ୍କ…

ମୃତ୍ୟୁପରେ ବି ଦୁନିଆ ଦେଖିବ ରାଇମୋହନଙ୍କ ଆଖି । ହସ୍ପିଟାଲରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ ।

କନକ ବ୍ୟୁରୋ: ଯେଉଁ ନାଲି ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ । ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ । କାହିଁକି ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ ହସ୍ପିଟାଲକୁ ଦାନ କରିଛନ୍ତି ତାଙ୍କ…

ଏହି ପାକିସ୍ତାନୀ ଅମ୍ପାୟାରଙ୍କ ଉପରେ ବ୍ୟାନ ଲଗାଇଥିଲା ବିସିସିଆଇ: ଏବେ ଜୋତା ଦୋକାନରେ କରୁଛନ୍ତି କାମ

କନକ ବ୍ୟୁରୋ: ଅସଦ ରଉଫ ଜଣେ ପାକିସ୍ତାନୀ ଅମ୍ପାୟାର । ତାଙ୍କ ଗଣତି ବିଶ୍ୱର ଅନେକ ଅମ୍ପାୟାରଙ୍କ ମଧ୍ୟରେ ହୋଇଥାଏ । ନିଜ ୧୩ ବର୍ଷର କ୍ୟାରିୟରରେ ୪୯ଟି ଟେଷ୍ଟ ମ୍ୟାଚ, ୯୮ଟି ଦିନିକିଆ ଓ ୨୩ଟି ଟି-୨୦ ମ୍ୟାଚରେ ସେ ଅମ୍ପାୟାରିଂ କରିଛନ୍ତି । ହେଲେ ଏବେ ଏହି ବିଶିଷ୍ଟ ଅମ୍ପାୟାରଙ୍କ ଜୀବନ ବେଶ…