Daily Archives

June 6, 2022

ଢିଙ୍କିଆରେ ମେଧା ପାଟକରଙ୍କୁ ବିରୋଧ। କାହିଁକି ଏଠାକୁ ଆସିଛ ବୋଲି ପଚାରିଲେ ପ୍ରଶ୍ନ ଲୋକେ। 

କନକ ବ୍ୟୁରୋ: ଢିଙ୍କିଆ ଗାଁକୁ ବାହାରଲୋକଙ୍କୁ ମନା । ଗାଁରେ ପହଞ୍ଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ କରିଛନ୍ତି । ସମାଜସେବୀଙ୍କୁ ଗାଁ ଭିତରେ ପ୍ରବେଶ କରାଇ ଦେଲେନି ଲୋକେ । ଆଉ ସେମାନଙ୍କୁ ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି…

ବିଦାୟୀ ମନ୍ତ୍ରୀଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ। ଦଳକୁ ସୁଦୃଢ଼ କରିବା ପାଇଁ ସାଙ୍ଗଠନିକ କାର୍ଯ୍ୟ କର: ନବୀନ

କନକ ବ୍ୟୁରୋ: ନବୀନନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ବିଦାୟୀ ମନ୍ତ୍ରୀ । ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ପାଣିଗ୍ରାହୀ, ପଦ୍ମନାଭ ବେହେରା, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ପ୍ରେମାନନ୍ଦ ନାୟକ ଓ…

ଗଳି ଗଳିରେ ଚାଲିଛି ବ୍ରାଉନସୁଗାର କାରବାର। ରାଜଧାନୀ ପରେ ପିପିଲିରେ ବି ଧଳାଜହର କାରବାର।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ବ୍ରାଉନ ସୁଗର ଖାଇବାର ଦୃଶ୍ୟ । କେବଳ ସହର ନୁହେଁ ଗାଁ ଗଣ୍ଡାରେ ବି ନେଟୱାର୍କ ବିଛାଇ ସାରିଲେଣି ଧଳା ଜହର ବେପାରୀ । ସହରରେ ସକ୍ରିୟ ଥିବା ବ୍ରାଉନସୁଗାର ବ୍ୟବସାୟୀଙ୍କ ଟାର୍ଗେଟରେ ଏବେ ଗ୍ରାମାଞ୍ଚଳର ଯୁବପୀଢ଼ି । ରାତି ଅନ୍ଧାରରେ ସକ୍ରିୟ…

ପେଗାମ୍ବରଙ୍କ ଉପରେ ବିବଦୀୟ ଟିପ୍ପଣୀ ମାମଲା : ଆକ୍ସନ ମୋଡରେ କୁଏତ, ସୁପର ମାର୍କେଟରୁ ହଟାଇଲା ଭାରତୀୟ ସାମଗ୍ରୀ

କନକ ବ୍ୟୁରୋ : ପେଗାମ୍ବର ମହମ୍ମଦଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ଟିପ୍ପଣୀ ମାମଲା ଥମିବାର ନାଁ ନେଉନି । ଦେଶରେ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବା ବେଳେ ଏବେ ବିଦେଶରେ ବି ଏହି ବୟାନକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି । କୁଏତର ଏକ ସୁପର ମାର୍କେଟରୁ ଭାରତୀୟ ସାମଗ୍ରୀ ହଟାଯାଉଥିବାର…

ପୁଲିସକୁ ମାସିକିଆ ବଟି ଦେଉଛନ୍ତି ମଦ ବେପାରୀ। ଅବକାରୀ କମିସନରଙ୍କୁ ଚିଠି ଲେଖିଲେ ଇନସ୍ପେକ୍ଟର ସଂଜୟ ପଣ୍ଡା ।

କନକ ବ୍ୟୁରୋ: ପୁଲିସକୁ ଟଙ୍କା ଦେଉଛନ୍ତି ମଦ ବେପାରୀ । ଏଭଳି ଅଭିଯୋଗ ଆଣିଛନ୍ତି ଅବକାରୀ ଇନ୍ସପେକ୍ଟର । ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ ଖୋଲା ଚିଠି, ଉଭୟ ପୁଲିସ ଓ ଅବକାରୀ ବିଭାଗକୁ ହୁଲୁସ୍ତୁଲ କରିଦେଇଛି । ଅବକାରୀ କମିସନର ଆଶିଷ ସିଂହଙ୍କୁ ଏହି ଚିଠି ଲେଖିଛନ୍ତି ପୁରୀ ଜିଲ୍ଲା…

ତାଳଚେରରେ ଏମସିଏଲ ରେଳପଥ ନିର୍ମାଣ କାମକୁ ବିରୋଧ। ପିଲାଛୁଆଙ୍କୁ ଧରି ଧାରଣାରେ ବସିଛନ୍ତି ମହିଳା-ପୁରୁଷ।

କନକ ବ୍ୟୁରୋ: ଏମସିଏଲ ରେଳପଥ ଯୋଗୁଁ ଚାଷ ଅନୁପଯୋଗୀ ହୋଇପଡିଛି ଚାଷ ଜମି । କୋଇଲା ଲୋଡିଂ, ଅନଲୋଡିଂ ଯୋଗୁଁ କଳାଗୁଣ୍ଡ ଉଡି ପ୍ରଦୂଷଣମାତ୍ର ବଢିଯିବ । ଫଳରେ ଗାଁରେ ରହିବା କଷ୍ଟକର ହୋଇପଡିବ । ତେଣୁ ରେଳପଥ ନିର୍ମାଣସ୍ଥଳରେ ଧାରଣାରେ ବସିଛନ୍ତି ଅନୁଗୁଳ ଜିଲ୍ଲା ନତଡା ଗ୍ରାମବାସୀ । ବିଭିନ୍ନ…