Daily Archives

May 24, 2022

ପ୍ରଚାର କଲେ, ସରକାରଙ୍କ ଉପରେ ବର୍ଷିଲେ । ଆକ୍ରମଣ ମୁଦ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ : ପଂଚାୟତ ଓ ପୌର ନିର୍ବାଚନ ବେଳେ ବିଜେପି ପାଇଁ ରାଜ୍ୟରେ ପ୍ରଚାର କରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବାକୁ ପହଂଚିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନିର୍ବାଚନୀ ସଭାରେ ରାଜ୍ୟ…

ଗହମ ପରେ ଚିନି ରପ୍ତାନୀ ବନ୍ଦ କରିପାରେ ଭାରତ, ଜାଣନ୍ତୁ କେଉଁ କେଉଁ ଦେଶ ଉପରେ ପଡିବ ପ୍ରଭାବ

କନକ ବ୍ୟୁରୋ : ସାରା ବିଶ୍ୱ ତୁଳନାରେ ସବୁଠାରୁ ଅଧିକ ଚିନି ଭାରତରେ ଉତ୍ପାଦନ ହୋଇଥାଏ । ସାରା ବିଶ୍ୱକୁ ଚିନି ଯୋଗାଣ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ ଭାରତ ଠାରୁ କିଛି ପରିମାଣର ଅଧିକ ଚିନି ବ୍ରାଜିଲ ରପ୍ତାନୀ କରିଥାଏ । ଏହାରି ମଧ୍ୟରେ ଚିନିର ବଢୁଥିବା ଦରକୁ…

ସରକାରୀ ଯୋଜନାରେ କାହାକୁ ମିଳିଛି ଘର, କିଏ ଅଛି କୁଡିଆରେ? ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭଡାରେ ଲଗାଇଛନ୍ତି ହିତାଧିକାରୀ

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ପୌର ପାଳିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି । ଏଠାରେ ଧନୀ ଲୋକ ଚାଂଚକତା କରି ଆବାସ ଘର ହାତଉଥିବା ବେଳେ ଜଣେ ବିଧବା ଅସହାୟ ମହିଳା ମଜୁରି ଲାଗି ଭଙ୍ଗା କୁଡିଆରେ ନିଜ ଦିବ୍ୟାଙ୍ଗ ଝିଅ ସହ ରହିବାକୁ ବାଧ୍ୟ ହୋଇଛନ୍ତି । ଉମରକୋଟ…

ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ବଡ ସଫଳତା ।

କନକ ବ୍ୟୁରୋ: କମିଶନରେଟ୍ ପୁଲିସର ବଡ ସଫଳତା । ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ରାତିର ନିଦ ହଜାଇ ଦେଇଥିବା ୭ଜଣ ଅପରାଧୀଙ୍କୁ ଗିରଫ କରିବା ସହ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ୭ ଅପରାଧୀଙ୍କ ଭିତରେ ଜଣେ ମହିଳା ଲୁଟେରା ଥିବା କମିଶନରେଟ୍ ପୋଲିସ…

ଭଦ୍ରକରେ ଭୂତ କିଣିଛି ଧାନ: ମଣ୍ଡିରେ ମହାଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ଭଦ୍ରକରେ ଭୂତ କିଣୁଛି ଧାନ । କାଗଜ କଲମରେ ବିକ୍ରି ହୋଇଛି ହଜାର ହଜାର କ୍ୱିଂଟାଲ ଖରିଫ ଧାନ । ଭଦ୍ରକ ଜିଲ୍ଲାରେ ଧାନ ମଣ୍ଡିକୁ ନେଇ ଏଭଳି ଅଭିଯୋଗ ହୋଇଛି । ଆଉ ୫ଟି ସ୍ୱଂୟ ସହାୟକ ଗୋଷ୍ଠୀ ଓ ୧୦ଟି ସେବା ସମବାୟ ସମିତି ଏଭଳି ଦୁର୍ନୀତି କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ…

ଆତଙ୍କବାଦୀ ଗୁଳିରେ କନେଷ୍ଟବଳ ନିହତ । କନେଷ୍ଟବଳ ସୌଫୁଲ୍ଲା କାଦରୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଶ୍ରୀନଗରର ସୌରା ଅଞ୍ଚଳରେ ଜଣେ ଆତଙ୍କବାଦୀ ପୋଲିସ କନେଷ୍ଟବଳଙ୍କୁ ହତ୍ୟା କରିଛି । ଆତଙ୍କବାଦୀଙ୍କ ଗୁଳିରେ କନେଷ୍ଟବଳ ନିହତ ହୋଇଛନ୍ତି । ସେ ଘରେ ଥିବା ବେଳେ ତାଙ୍କ ଉପରେ ଗୁଳି କରାଯାଇଥିଲା । ନିହତ କନେଷ୍ଟବଳ ସୌଫୁଲ୍ଲା କାଦରୀଙ୍କୁ ଗୁଳିଲାଗିବା ପରେ…