Daily Archives

May 24, 2022

ସୁନ୍ଦରଗଡର ଗଛ ମଣିଷ: ୨ ଏକର ଜମିରେ ଲଗାଇଛନ୍ତି ବିଭିନ୍ନ କିସମର ବହୁ ମୂଲ୍ୟବାନ ଗଛ 

କନକ ବ୍ୟୁରୋ: ସହରୀକରଣ ଓ ଆଧୁନିକତା ମଧ୍ୟରେ ମଣିଷ ଛନ୍ଦି ହୋଇ ଗଛ କାଟି ଚାଲିଛି । ଏବେ ଗାଁ ଠୁ ସହର ସବୁଠି ଗଛ କାଟି କ୍ରଂକିଟ୍ ଜଙ୍ଗଲ ସୃଷ୍ଟି ହେଉଛି । ଏହାରି ଭିତରେ କିଛି ପ୍ରକୃତି ପ୍ରେମୀ, ଗଛ ଲଗାଇ ସବୁଜିମା ବଳୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ସେମତି ଜଣେ ନିଆରା ପ୍ରକୃତି…

ପୋଖରୀରୁ ମାଛ ମରା ପ୍ରତିଯୋଗିତା: ପ୍ରତି ରବିବାର ବାଲେଶ୍ୱର ରେମୁଣାରେ ହେଉଛି ଏମିତି ପ୍ରତିଯୋଗିତା

କନକ ବ୍ୟୁରୋ: ନିଜ କର୍ମମୟ ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ନିଜର ସଉକ ପୁରା କରିବାକୁ କେତେ ଲୋକ କେତେ କଣ କରନ୍ତି। କିଏ ଖେଳିବାକୁ ଭଲ ପାଏ ତ କିଏ ବୁଲିବାକୁ ତ ଆଉ କିଏ ମାଛ ଧରିବାକୁ। ମାଛ ଧର।ର ଖୁସି କହିଲେ ନ ସରେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରେମୁଣା ପୁଟ ପୋଖରୀ ରେ। ଏବେ ପ୍ରତି…

ଚାଷୀଙ୍କୁ ସିଧାସଳଖ ମୁଖ୍ୟ ବଜାର ସହ ଯୋଡ଼ିବ ପ୍ରକଳ୍ପ ସମ୍ପୂର୍ଣ୍ଣା । ମହାଶକ୍ତି ଫାଉଣ୍ଡେସନ ସହାୟତାରେ ଲୋକାର୍ପିତ । 

କନକ ବ୍ୟୁରୋ:   ଆଧୁନିକ କୃଷି ଜ୍ଞାନକୌଶଳ ମାଧ୍ୟମରେ କୃଷି ଉତ୍ପାଦ ବୃଦ୍ଧି ସହ ଚାଷୀଙ୍କ ଉତ୍ପାଦକୁ ସିଧାସଳଖ ମୁଖ୍ୟ ବଜାର ବ୍ୟବସ୍ଥା ସହ ଯୋଡିଲେ ଚାଷୀଙ୍କ ଉତ୍ପାଦକ କ୍ଷମତା ବୃଦ୍ଧି ସହ  ସେମାନଙ୍କ ଆୟ ମଧ୍ୟ ଦ୍ଵିଗୁଣିତ ହୋଇ ପାରିବ ।  ଅଣ ଧାନ ଫସଲକୁ ଗୁରୁତ୍ଵ ଦେବା ସହ ଚାହିଦା ଉତ୍ପାଦ ର…

ଆସନ୍ତା କାଲି ଭାରତ ବନ୍ଦ । ଜାଣନ୍ତୁ କିଏ ଦେଇଛି ଏହି ଡାକରା ଓ କେଉଁଠି ପଡିବ ପ୍ରଭାବ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆସନ୍ତା କାଲି ଅର୍ଥାତ ମଇ ୨୫ ତାରିଖକୁ ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ବେକୱାର୍ଡ ଆଣ୍ଡ ମାଇନୋରିଟି ଏମ୍ପ୍ଲଇଜି ଫେଡେରେସନ (ବିଏଏମସିଇଏଫ) ତରଫରୁ ଏହି ଡାକରା ଦିଆଯାଇଛି । ଫେଡେରେସନ ପକ୍ଷରୁ ଜାତିଗତ ଜନଗଣନାକୁ ସମର୍ଥନ କରି…

ଅଜୟ କୋଠିଆଲ ବିଜେପିରେ ସାମିଲ । ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ ଅଜୟ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅଜୟ କୋଠିଆଲ ବିଜେପିରେ ସାମିଲ ହୋଇଛନ୍ତି । ବିଧିବଦ୍ଧ ଭାବେ ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ ତାଙ୍କୁ ମୁଖ୍ୟମନ୍ତ୍ରୀ…

ହାର୍ଦ୍ଦିକଙ୍କ ଟାର୍ଗେଟରେ କଂଗ୍ରେସ, ହିନ୍ଦୁଙ୍କୁ ନେଇ କଂଗ୍ରେସକୁ ପଚାରିଲେ ଏଭଳି ପ୍ରଶ୍ନ

କନକ ବ୍ୟୁରୋ : ଗୁଜୁରାଟର ପୂର୍ବ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳ ଛାଡିବା ପରେ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି କି, କଂଗ୍ରେସ ସବୁବେଳେ ହିନ୍ଦୁମାନଙ୍କର କ୍ଷତି ହେବା ଭଳି କାମ କରୁଛି । ଏହାସହ ସର୍ବଦା ହିନ୍ଦୁ ଧର୍ମର ଆସ୍ଥା ଉପରେ କଂଗ୍ରେସ ଆକ୍ରମଣ…