Daily Archives

May 24, 2022

ରାଫାଲ ଉଡାଇଲେ ଓଡିଆ ପୁଅ । ଏୟାର ମାର୍ସଲ ଡିକେ ପଟ୍ଟନାୟକ ରାଫାଲ ଉଡାଇଛନ୍ତି । 

କନକ ବ୍ୟୁରୋ : ରାଫାଲ ଉଡାଇଲେ ଓଡିଆ ପୁଅ । ପ୍ରଥମ ଓଡିଆ ଭାବେ ରାଫାଲ ଫାଇଟର ଜେଟ ଉଡାଇଛନ୍ତି ଏୟାର ମାର୍ସଲ ଡିକେ ପଟ୍ଟନାୟକ । ଇଷ୍ଟର୍ନ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସଲ ପଟ୍ଟନାୟକ ପଶ୍ଚିମବଙ୍ଗର ହସିମାରା ଏୟାରବେସରେ ଏହାକୁ ଉଡାଇଛନ୍ତି । ରାଫାଲ ଯୁଦ୍ଧ ବିମାନ ଦେଶର ସବୁଠାରୁ ବଡ…

ମାନସିକ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ଅମାନବୀୟ ଆଚରଣ: ବୃଦ୍ଧା ମାଆଙ୍କ ଗଳିତ ଶବ ଉଦ୍ଧାର ପରେ ଖଟିଆରେ ବାନ୍ଧି ହସପିଟାଲ…

କନକ ବ୍ୟୁରୋ: ଏହା ଏପରି ଏକ ଖବର ଯାହାକୁ ଶୁଣିଲେ ଆପଣ ବିଚଳିତ ହୋଇପଡିବେ । ମାଆଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଘରେ ରହିଥିବା ମାନସିକ ଭିନ୍ନକ୍ଷମ ଝିଅ ପ୍ରତି ଅମାନବୀୟ ଆଚରଣ ଦେଖାଇଛନ୍ତି ପୁଲିସ କର୍ମଚାରୀ । ଖଟିଆରେ ତାଙ୍କୁ ବାନ୍ଧି ହସପିଟାଲକୁ ନିଆଯାଇଛି । ପ୍ରାୟ ତିନି-ଚାରି ଦିନ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସିବିଆଇ ତଦନ୍ତ ଦାବି: ଅବହେଳା ପାଇଁ ନିଜଆଡୁ ମାମଲା କରୁ କେନ୍ଦ୍ରୀୟ ସଂସ୍ଥା

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ କାମ କରୁଥିବା କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଗତବର୍ଷ ଗୁଜରାଟ ଅହମ୍ମଦାବାଦର ଏକ ମସଜିଦ ଘଟଣାରେ ଏଏସଆଇର ମିଥ୍ୟା ଅନୁମତି ନେଇ, କିଭଳି ସିବିଆଇ ନିଜଆଡୁ ମାମଲା କରିଥିଲା…

ଆତ୍ମହତ୍ୟାର ଦୁଇଟି କାହାଣୀ । ପ୍ରେମିକ ପରେ ପ୍ରେମିକାର ଆତ୍ମହତ୍ୟା । 

କନକ ବ୍ୟୁରୋ :  ପ୍ରେମିକ ବେକରେ ରଶି ଦେଇ ଝୁଲୁଥିବା ଦେଖି ଗୋଡ ଧରି ଟେକି ଧରିଛି ପ୍ରେମିକା, କାଳେ ବଂଚିଯିବ । ନିଶ୍ଚଳ ଶରୀରକୁ ଛୁଇଁବା ପରେ ପ୍ରେମିକା କଇଁ କଇଁ ହୋଇ କାନ୍ଦୁୁଛି । ମାଟିରେ ଗୋଡ କଚାଡି ବସି ଯାଉଛି, ପୁଣି ଉଠି ପ୍ରେମିକ ବେକରୁ ଫାଶ ଫିଟାଇବାକୁ ଚେଷ୍ଟା କରୁଛି । ପ୍ରେମିକର…

ଅନୁଭବ ଆସିଲେ, ବର୍ଷା ଆସିଲେନି । ଫ୍ୟାମିଲି କୋର୍ଟରେ ଅନୁଭବ ହାଜର । 

କନକ ବ୍ୟୁରୋ :   ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ଭିତରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଆସିନଥିଲେ, ତାଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । ପୂର୍ବରୁ କାଉନସେଲିଂ ବିଫଳ ହୋଇଥିବାରୁ ଉଭୟ ଅନୁଭବ ଓ…

ସେବାପାଇଁ ଶରୀର ଛାଡିଗଲେ ଶିବାଜୀ ପଟ୍ଟନାୟକ । ଭୁବନେଶ୍ୱର ଏମ୍ସକୁ ଶରୀରଦାନ ।

କନକ ବ୍ୟୁରୋ : କମ୍ରେଡ ଶିବାଜୀ ପଟ୍ଟନାୟକ । କେବଳ ଜଣେ ରାଜନେତା ନୁହଁନ୍ତି ଜଣେ କିମ୍ବଦନ୍ତୀ ପୁରୁଷ । ନିଃଶ୍ୱାସ ଥିବା ବେଳେ ସାମ୍ୟବାଦୀ ଚିନ୍ତା ଧାରାରେ ଯେମିତି ସାଧାରଣ ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରୁଥିଲେ, ନିଃଶ୍ୱାସ ଛାଡ଼ି ଚାଲିଯିବା ପରେ ବି ଜନତାଙ୍କ ସେବାରେ ଲାଗିବ ତାଙ୍କର…