Daily Archives

May 16, 2022

ରାଜଧାନୀ ଦିଲ୍ଲୀରେ ଅସହ୍ୟ ତାତି । ଦିଲ୍ଲୀରେ ୪୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ।

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଅସହ୍ୟ ତାତି ଲୋକଙ୍କ ସମସ୍ୟା ବଢାଇଛି । ସୋମବାର ଦିଲ୍ଲୀରେ ୪୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ମଙ୍ଗେସପୁରି ଅଂଚଳରେ ତାପମାତ୍ରାରେ ୪୯ ଦଶମିମ ୨ ପ୍ରତିଶତ ରହିିଥିବା ବେଳେ ନଜାଫଗଡ ଅଂଚଳରେ ୪୯ ଦଶମିକ ୧ ପ୍ରତିଶତ ରେକର୍ଡ ହୋଇଛି । ପ୍ରଚଣ୍ଡ…

ଧ୍ୟାନ ଦିଅନ୍ତୁ ସରକାର…. ନିର୍ବାଚନ ପାଇଁ କସରତ ଯେତିକି, ବିକାଶ ପାଇଁ ମଧ୍ୟ ହେଉ ସେତିକି ରଣନୀତି ।

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ଏଠାରେ ପ୍ରଶ୍ନ ଉଠୁଛି, ନିର୍ବାଚନ ଜିତିବାକୁ ଯେତିକି ଉଦ୍ୟମ ହେଉଛି, ଯଦି ସେହି ଅନୁରୂପ ଉଦ୍ୟମ ରାଜ୍ୟର ବିକାଶ ପାଇଁ ହୁଏନ୍ତା, ତେବେ କେଉଁ ସ୍ତରକୁ ପହଁଚନ୍ତା ଓଡ଼ିଶା । ବ୍ରଜରାଜନଗର…

ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର । ଲୁମ୍ବିନିରେ ସେଂଟର ଫର ବୌଦ୍ଧ କଲଚର ଆଣ୍ଡ ହେରିଟେଜର…

କନକ ବ୍ୟୁରୋ: ବୁଦ୍ଧ ପୂର୍ଣ୍ଣିମାରେ, ଭଗବନା ବୁଦ୍ଧଦେବଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ନେପାଳ, ଲୁମ୍ବିନୀ ଗସ୍ତ କରିଛନ୍ତି ମୋଦୀ । (୧୧) ସୋମବାର ସକାଳ ସାଢେ ୧୦ଟାରେ ସ୍ୱତନ୍ତ୍ର ହେଲିକପ୍ଟର…

ରୁଷ ୟୁକ୍ରେନ ଯୁଦ୍ଧରେ ନାଟୋକୁ ମିଳିବ ଅଧିକ ଶକ୍ତି । ସ୍ୱିଡେନ ଓ ଫିନଲାଣ୍ଡକୁ ସଦସ୍ୟତା ଦେବା ପାଇଁ ଚାଲିଛି ପ୍ରୟାସ ।

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧକୁ ୩ମାସ ପୂରିବାକୁ ଯାଉଛି । ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛି ରୁଷ । ଏହା ଭିତରେ କିନ୍ତୁ ରୁଷକୁ ବଡ ଝଟକା ଲାଗିଲା ପରି ଖବର ସାମ୍ନାକୁ ଆସିଛି । ସ୍ୱିଡେନ ଓ ଫିନଲ୍ୟାଣ୍ଡ ଖୁବ ଶିଘ୍ର ନାଟୋରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି…

ଉତ୍ତରକୋରିଆରେ କାୟା ମେଲାଉଛି କରୋନା । ଓମିକ୍ରନ ପ୍ରଜାତି ଯୋଗୁଁ ମାଡିଚାଲିଛି ମହାମାରୀ । ଦୈନିକ ସଂକ୍ରମଣ ୩ଲକ୍ଷରୁ…

କନକ ବ୍ୟୁରୋ: କରୋନା ଯୋଗୁଁ ହଠାତ ବଦଳିଛି ଉତ୍ତରକୋରିଆର ଚିତ୍ର । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମଣ । କରୋନା ଯୋଗୁଁ ଏବେ ସୁଦ୍ଧା ୫୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୧୨ଲକ୍ଷରୁ ଅଧିକ ଲୋକ ମହାମାରୀ କବଜାରେ ପଡିସାରିଲେଣି । ସ୍ଥାନୀୟ ଗଣମାଧ୍ୟମ ରିର୍ପୋଟ…

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡିର ଅଭୁତପୂର୍ବ ସମରସଜ୍ଜା । ପ୍ରତି ପଞ୍ଚାୟତ ଜଗିବେ ମନ୍ତ୍ରୀ ଓ ବିଧାୟକ

କନକ ବ୍ୟୁରୋ: ବ୍ରଜରାଜନଗରରେ ବିରୋଧୀଙ୍କୁ ଚକମା ଦେବା ପାଇଁ ବିଜେଡିର ସମରସଜ୍ଜା । ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯିବା ପାଇଁ ବଡ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତକୁ ଜଗିବେ ମନ୍ତ୍ରୀ ଓ ବିଧାୟକ । ତେବେ ଉପନିର୍ବାଚନରେ ରାଜ୍ୟ ସରକାରଙ୍କ…