Daily Archives

May 13, 2022

ଉତ୍ତରକୋରିଆକୁ କରୋନା କାଳ! ୧୮ହଜାର ଲୋକ କରୋନା ସଂକ୍ରମିତ ।

କନକ ବ୍ୟୁରୋ: ଉତ୍ତରକୋରିଆରେ କାଳ ହେଲାଣି କରୋନା । ସ୍ଥାନୀୟ ଗଣମାଧ୍ୟମ ରିର୍ପୋଟ ଅନୁସାରେ ବର୍ତମାନ ଦେଶରେ ୧୮ହଜାର ଲୋକ କରୋନା ଦ୍ୱାରା ସଂକ୍ରମିତ ହେବା ସହ ୬ଜଣଙ୍କ ମୃତ୍ୟୁ ହୋଇସାରିଛି । ଘଟଣା ପରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ଆଇସୋଲେସନରେ ରଖାଯାଇ ସେମାନଙ୍କ ଚିକିତ୍ସା ଜାରି ରହିଛି ।…

ରାଜସ୍ଥାନରେ କଂଗ୍ରେସର ୩ଦିନିଆ ଚିନ୍ତନ ଶିବିର । ଲକ୍ଷ୍ମଣରେଖା ଟାଣିଲେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ।…

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ୩ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି । ଶିବିରରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।ଶିବିରରେ ପ୍ରଥମ ଦିନରେ ଦଳୀୟନେତାଙ୍କୁ ସମ୍ବୋଧିତ କରି ପ୍ରତିବଦ୍ଧତାର ପାଠ ପଢାଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏଥିସହ ବିଜେପି ଓ…

ପାକିସ୍ତାନରେ ସଂଗୀନ ଆର୍ଥିକ ସ୍ଥିତି । ଡଲାର ତୁଳନାରେ ଦେଶରେ ଟଙ୍କା ହେଉଛି ଦୁର୍ବଳ । 

କନକ ବ୍ୟୁରୋ: ପାକିସ୍ତାନରେ ଇମ୍ରାନ ଖାନ ସରକାର ଯିବା ପରେ ଏବେ ଚାଲିଛି ସରିଫ ସରକାର । ତଥାପି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ବଦଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ବର୍ତମାନ ଆମେରିକା ଡଲାର ତୁଳନାରେ ପାକିସ୍ତାନ ଟଙ୍କା ବିନିମୟ ମୂଲ୍ୟ ବହୁ ତଳକୁ ଖସି ଆସିଛି । ଟଙ୍କା ଏଠାରେ…

ରାନିଲେ ବିକ୍ରମସିଂଘେଙ୍କ ହାତକୁ ଆସିଛି ଦେଶର ଶାସନ ଭାର । ଫୋକସରେ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ରଣନୀତି

କନକ ବ୍ୟୁରୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି କେତେ ଖରାପ ରହିଛି ସେକଥାର ପ୍ରମାଣ ଦେଉଛି ବର୍ତମାନ ସେଠାରେ ଘଟୁଥିବା ଘଟଣା । ଗୁରୁବାର ଏହି ଅସ୍ଥିରତାରେ ସାମାନ୍ୟ ଆଶସ୍ତି ମିଳିଛି, କାରଣ ଦେଶର ପ୍ରଧାନମନ୍ତ୍ରୀ ଭାବେ ରାନିଲ ବିକ୍ରମସିଂଘେ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ତଥାପି ସେଠାକାର…

ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ଓଡ଼ିଆ ପାଇଲଟଙ୍କ ଜୀବନ । ରନୱେରେ ଅବତରଣ ବେଳେ ଅଘଟଣ, ମୃତକ ପରିବାରକୁ ସମବେଦନା…

କନକ ବ୍ୟୁରୋ : ଛତିଶଗଡ଼ରେ ହୋଇଥିବା ହେଲିକେପ୍ଟର ଦୁର୍ଘଟଣାରେ ମୃତ ଓଡ଼ିଆ ପାଇଲଟଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣ ପାଇଲଟଙ୍କ ମଧ୍ୟରେ ଥିଲେ ଓଡ଼ିଆ ପାଇଲଟ ଗୋପାଳକୃଷ୍ଣ ପଣ୍ଡା । ଶୁକ୍ରବାର ରାତି…

ଶେଷ ହେଲା ଏଲଆଇସିର ବହୁଚର୍ଚ୍ଚିତ ଆଇପିଓର ଆଲଟମେଣ୍ଟ । ପ୍ରାୟ ୩ ଗୁଣା ଆବେଦନ ଅଧିକ ହୋଇଥିବାରୁ ଅନେକ ନିବେଶକ ନିରାଶ ।

କନକ ବ୍ୟୁରୋ : ଏଲଆଇସିର ଆଇପିଓ ଯାହାକୁ କୋଟି କୋଟି ନିବେଶକ ଅପେକ୍ଷା କରିଥିଲେ, ତାର ଆଲଟମେଂଟ ଶେଷ ହୋଇଛି । ଏଲଆଇସି ଭଳି ବଡ ବୀମା କମ୍ପାନୀର ଆଇପିଓ କିଣିବାକୁ ଲୋକ ବେଶ ଆଗ୍ରହୀ ଥିଲେ । କିନ୍ତୁ ପ୍ରାୟ ୩ଗୁଣା ଅଧିକ ଆବେଦନ ହୋଇଥିବାରୁ ଅନେକ ନିବେଶକ ଆଇପିଓ ପାଇବାରୁ ବଂଚିତ ହୋଇଛନ୍ତି ।…