Daily Archives

May 13, 2022

ପରିକ୍ରମା ପ୍ରକଲ୍ପ ପଲିଟିକ୍ସ । ବିଜେପିର କେନ୍ଦ୍ରୀୟ ଓ ସ୍ଥାନୀୟ ନେତାଙ୍କ ଭିନ୍ନ ମତ, କଂଗ୍ରେସ କହିଲା ଡ୍ରାମା…

କନକ ବ୍ୟୁରୋ : ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଓଡ଼ିଶା ମୁଖ୍ୟ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । କୋର୍ଟରେ ଏଏସଆଇର ଆଭିମୁଖ୍ୟ ପରେ ପ୍ରକଳ୍ପର ରୂପରେଖରେ ସାମାନ୍ୟ ପରିବର୍ତନ କରିବାକୁ ନିଷ୍ପତି କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ନିର୍ମାଣ…

ବଜାରରେ ଲାଗିଛି ନିଆଁ । ଦରଦାମ ବଢୁଛି, ଖାଦ୍ୟ ସାମଗ୍ରୀ କିଣିବାକୁ ଡର ଲାଗୁଛି ।

କନକ ବ୍ୟୁରୋ : ବଜାରରେ ଦରଦାମ ହୁତୁହୁତୁ ହୋଇ ବଢିବାରେ ଲାଗିଛି । ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ପୀତି । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଫଳରେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଂଚିଛି । ଗୋଟିଏ ବର୍ଷରେ…

ଛାଡପତ୍ର ନେବେ ସୋହେଲ-ସୀମା । ଅରବାଜଙ୍କ ପରେ ସୋହେଲ । ସଲମାନଙ୍କ ପରିବାର ଦ୍ୱିତୀୟ ଡିଭୋର୍ସ ।

କନକ ବ୍ୟୁରୋ: ଛାଡପତ୍ର ନେବେ ସୋହେଲ ଖାନ । ସଲମାନ ଖାନଙ୍କ ସାନ ଭାଇ ସୋହେଲ ଓ ତାଙ୍କ ପତ୍ନୀ ସୀମା ଖାନ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇଜଣ ମୁମ୍ବାଇର ଫ୍ୟାମିଲି କୋର୍ଟରେ ନଜର ଆସିଛନ୍ତି । ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଶୁକ୍ରବାର…

ଭଡା ଘରେ ରହୁଥିଲେ, ବାପା ଇଲେକ୍ଟ୍ରିସିଆନ କାମ କରୁଥିଲେ: ପୁଅ ଏବେ ଆଇପିଏଲରେ ଷ୍ଟାର ଖେଳାଳି

କନକ ବ୍ୟୁରୋ: ସଂଘର୍ଷ ଭିତରେ ସେ ଦେଖୁଥିଲେ କ୍ରିକେଟର ହେବାର ସ୍ୱପ୍ନ । ଗରିବି ଗଳିରୁ ସେ ଲେଖୁଥିଲେ ନିଜ ସଫଳତାର କାହାଣୀ । ଦିନେ ବଡ କ୍ରିକେଟର ହୋଇ ନିଜ ବାପା ମାଙ୍କ ପାଇଁ ଭଲ ଘର ଖଣ୍ଡିଏ କରିବେ ବୋଲି ସେ ମନେ ମନେ ସ୍ଥିର କରିଥିଲେ । ଆଉ ଶେଷରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ମଧ୍ୟ…

ବିଶ୍ୱର ଶ୍ରେଷ୍ଠ ୫ ବାୟୁସେନା । ଚୀନକୁ ପଛରେ ପକାଇ ତୃତୀୟ ସ୍ଥାନରେ ଭାରତ । କାହାର କେତେ କ୍ଷମତା ପଢନ୍ତୁ …

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ସେନା ତାଲିକାରେ ତୃତୀୟ ସ୍ଥାନରେ ଭାରତ । ବର୍ତ୍ତମାନ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଡବ୍ଲୁଡିଏମଏମଏ ଦ୍ୱାରା ଜାରି ହୋଇଥିବା ଗ୍ଲୋବାଲ ଏୟାର ପାୱାର୍ସ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ ରହିଛି । ଚୀନକୁ ଚତୁର୍ଥ ସ୍ଥାନକୁ ଠେଲି…

ନିପାତ ହେଲେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀ । ୨୪ ଘଣ୍ଟାରେ ପ୍ରତିଶ୍ରୁତି ପୂରା କଲା ଭାରତୀୟ ସେନା

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ପୂରା କଲା ଭାରତୀୟ ସେନା । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀକୁ ନିହତ କଲା ଭାରତୀୟ ସେନା । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ସୁରକ୍ଷା କର୍ମୀ ତାଙ୍କ ସ୍ତ୍ରୀ ମିନାକ୍ସିଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦୁଇଦିନ…