Daily Archives

May 9, 2022

ମାଟ୍ରିକ ପରୀକ୍ଷା ନଦେଇ କୁଆଡେ ଗଲେ ୪୩ ହଜାରରୁ ଅଧିକ ପିଲା । ଗଣଶିକ୍ଷା ମନ୍ତ୍ରୀ କହିଲେ ଅଷ୍ଟମରେ ନାଁ ଲେଖାଇଥିବା…

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏବେ ଏହାର ଉତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ, ତାହାହେଲେ  ଅଷ୍ଟମରୁ ଦଶମ ଶ୍ରେଣୀମଧ୍ୟରେ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ  ହୋଇଛନ୍ତି ।…

ବ୍ରଜରାଜନଗର ପାଇଁ ବିଜେଡି ଖୋଲିଲା କାର୍ଡ । ଦିବଙ୍ଗତ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା ଦଳ, ବିଜେପିରୁ…

କନକ ବ୍ୟୁରୋ : ଶେଷରେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା । କହିଲେ, ଜାରି ରହିବ ପୁରୀ ପ୍ରକଳ୍ପ । କାମ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର । ସରକାରଙ୍କ ତରଫରୁ କୁହାଯାଇଛି ଯେ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ । କାମ ବନ୍ଦ କରିବାକୁ ହାଇକୋର୍ଟ…

ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ ଘଟଣାରେ ଦୋଷୀଙ୍କୁ ସଜା । ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ…

କନକ ବ୍ୟୁରୋ : ୧୩ ବର୍ଷ ପରେ ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାର ରାୟ ପ୍ରକାଶ ପାଇଛି । ଦୁଇ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କୁ ହୋଇଥିଲା ଏସିଡ…

କରୋନା ପରେ ‘ମଙ୍କିପକ୍ସ’ । ବ୍ରିଟେନବାସୀଙ୍କର ବଢିଲା ଚିନ୍ତା । କ’ଣ ଏହି ମଙ୍କିପକ୍ସ ଭାଇରସ ପଢନ୍ତୁ …

କନକ ବ୍ୟୁରୋ: ବ୍ରିଟେନରେ କରୋନା ପରେ ବର୍ତ୍ତମାନ ମଙ୍କିପକ୍ସ ଭାଇରସ ଆତଙ୍କ । ଏହି ଭାଇରାସ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଧିରେ ଧିରେ ଏହାର ପ୍ରଭାବ ସମସ୍ତ ଅଞ୍ଚଳରେ ବଢିଚାଲିଛି । ପଶୁଙ୍କ ଠାରୁ ମଣିଶ ଶରୀରକୁ ଏହି ଭାଇରସ ଆସୁଥିବା ଜଣାପଡିଛି । ବ୍ରିଟେନର ସ୍ୱାସ୍ଥ୍ୟ…

ହାଇକୋର୍ଟରେ ଏଏସଆଇର ସାଂଘାତିକ ରିପୋର୍ଟ । କହିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଦିଆଯାଇ ନାହିଁ ଅନୁମତି,…

କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଦାଖଲ କରିଛି । ପ୍ରତ୍ନତତ୍ୱ ବିଭାଗର ସତ୍ୟପାଠ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ରିପୋର୍ଟରେ କୁହାଯାଇଛି, ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ ।…