Daily Archives

May 6, 2022

ଡରାଇଲାଣି ବାତ୍ୟା ଭୟ: ଧାନ, ମୁଗ ନଷ୍ଟ ହେବା ଆଶଙ୍କା, ଅମଳ କରିନେବାକୁ ଚାଷୀ ତରତର

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାର ପ୍ରକୋପ କେତେ ହେବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ବି ଲୋକଙ୍କ ଭିତରେ ଛନକା ସୃଷ୍ଟି ହୋଇଛି । ବାତ୍ୟାର ପ୍ରକୋପ ଯାହା ବି ରହୁ କିନ୍ତୁ ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତି ଜିଲ୍ଲା ଗୁଡିକରେ ଯେ ବର୍ଷା ହେବ ଏକଥା ଏବେଠାରୁ ଡରାଇବାରେ…

ଘନେଇଲା ବାତ୍ୟା ଆଶଙ୍କା: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର, ୮ ତାରିଖରେ ନେଇପାରେ ବାତ୍ୟାର ରୂପ

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଉତର-ପଶ୍ଚିମ ଦିଗରେ ଗତି କରିବା ସହ ୭ ତାରିଖରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏବଂ ଏହା ପରେ ୮ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।…

ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡିନି । ୪ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ପଢନ୍ତୁ, ସମ୍ଭାବ୍ୟ ବାତ୍ୟା ନେଇ…

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେଇପାରେ । ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ, ଆଗାମୀ…

ମମତାଙ୍କ ଭୋଟ ରାଜନୀତି, ଇଦରେ ମୁସଲିମ୍ କର୍ମଚାରୀଙ୍କୁ ଦେଲେ ଏହି ଉପହାର

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଥିବା ସମସ୍ତ ମୁସଲିମ୍ ସରକାରୀ କର୍ମଚାରୀଙ୍କ ପାଇଁ ଇଦ୍ ଉପହାର ଘୋଷଣା କରିଛନ୍ତି । ଏନେଇ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ବି ଜାରି କରାଯାଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା…

ଅଫିସରେ ଶୋଇପାରିବେ ୩୦ ମିନିଟ୍: ପଢନ୍ତୁ, କେଉଁ କମ୍ପାନୀ କରିଛି ଏମିତି ଘୋଷଣା

କନକ ବ୍ୟୁରୋ: ଆପଣ କଣ ଚାକିରୀ କରିଛନ୍ତି । ଯଦି ହିଁ, ଆପଣଙ୍କ ପାଇଁ ଖୁସି ଖବର । କିଛି ଏଭଳି ଖୁସି ଖବର ଆଣିଛି ଗୋଟିଏ କମ୍ପାନୀ । ଅଫିସ ଭିତରେ ଆପଣ ୩୦ ମିନିଟ ଶୋଇପାରିବେ । ୱେକଫିଟ୍ ସଲ୍ୟୁସନ ନାମକ ଏହି କମ୍ପାନୀ ବର୍ତ୍ତମାନ ଏହାକୁ ଆରମ୍ଭ କରିଛି । ଏନେଇ ସମୟ ମଧ୍ୟ ଘୋଷଣା କରାଯାଇଛି ।…

ଧର୍ମେନ୍ଦ୍ର ନିତୀଶ ଭେଟ ପରେ ବିହାର ରାଜନୀତିରେ ଝଡ, ଜାଣନ୍ତୁ କାହା ଉପରେ ହେଲା ଆଲୋଚନା

କନକ ବ୍ୟୁରୋ : ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ଶାସନ କରୁଛନ୍ତି । ହେଲେ ଜେଡିୟୁ ମୁଖ୍ୟ ନିତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଥିଲେ ବି ବିଜେପି ପାଖରେ ରହିଛନ୍ତି ଅଧିକ ବିଧାୟକ । ଏନେଇ ଏହି ମେଣ୍ଟ ସରକାର ସର୍ବଦା ଚର୍ଚ୍ଚାରେ ରହିଛି । କେତେବେଳେ ବିଜେପି ବିଧାୟକମାନେ ବିଭିନ୍ନ…