Daily Archives

May 4, 2022

ବ୍ରଜରାଜନଗର ଉପ-ନିର୍ବାଚନ ବିଜୟ ପାଇଁ ବିଜେଡି ତିଆରି କଲା ରଣନୀତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି…

କନକ ବ୍ୟୁରୋ: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହାପରେ ଗଡ ଦଖଲ ପାଇଁ ରାଜନୈତିକ ଦଳମାନେ ନିଜ ନିଜ କସରତ ଆରମ୍ଭ କରି ଦେଇଛନ୍ତି । ତେଣୁ ପ୍ରାର୍ଥୀମାନେ ମଧ୍ୟ ଟିକେଟ ପାଇଁ ଲବି କରିବା ଆରମ୍ଭ କରି ଦେଇଛନ୍ତି କିନ୍ତୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ କନ୍ଦଳକୁ…

ପୁଣି ଆସିଲା ବାତ୍ୟା ଭୟ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୬ ତାରିଖ ସୁଦ୍ଧା ହୋଇପାରେ…

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।…

ଭୁବନେଶ୍ୱରରେ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା: ଭର୍ଚୁଆଲ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ମହିଳା ଉଦ୍ୟୋଗ ମେଳା । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେଉଥିବା ଏହି ମେଳାରେ ସାମିଲ୍ ହୋଇଛନ୍ତି ୧୦୦ ମହିଳା ଉଦ୍ୟୋଗୀ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ୱିମେନ୍ ଏଂଟରପ୍ରେନ୍ୟୁରଶିପ୍ କାଉନସିଲ୍ ଦ୍ୱାରା ଆୟୋଜିତ ଏହି ମେଳାକୁ…

ମାଆଙ୍କୁ ଭେଟି କାନ୍ଦି ପକାଇଲେ ଯୋଗୀ ଆଦିତ୍ୟନାଥ: ପାହାଡ ଚଢି, ପାଦରେ ଚାଲି ଚାଲି ଯାଇ ପହଁଚିଲେ ଘରେ

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ ମାଆଙ୍କୁ ଭେଟି କାନ୍ଦିଲେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ପାଂଚୁର ନିଜ ଗାଁରେ ପହଁଚି ମାଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ଗାଁରେ ପହଁଚିବା ପାଇଁ ପାହାଡ ଚଢି ପାଦରେ ଚାଲି ଚାଲି ଯାଇ ପଂଚୁର ସ୍ଥିତ ମିଜ ଘରେ ପହଁଚିଥିଲେ ।…

ବୈଶାଖ ମାସରେ ପଖାଳ ଖାଆନ୍ତି ପ୍ରଭୁ ନୃସିଂହନାଥ: ଅକ୍ଷୟ ତୃତୀୟାଠାରୁ ୭ ଦିନ ଧରି ଲାଗି ହୁଏ ପଖାଳ

କନକ ବ୍ୟୁରୋ: ବୈଶାଖ ମାସରେ ପଖାଳ ଖାଆନ୍ତି ପ୍ରଭୁ ନୃସିଂହନାଥ । ଅକ୍ଷୟ ତୃତୀୟା ଠାରୁ ୭ ଦିନ ଧରି ପଖାଳ ଭୋଗ କରାଯାଏ । ବରଗଡ ଜିଲ୍ଲାର ନୃସିଂହନାଥଙ୍କ ଠାରେ ପଖାଳ ଭୋଗ ଲାଗି ହେବା ସହ ନିଶୁଳ୍କରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି । ମହାପ୍ରଭୁ ନୃସିଂହନାଥଙ୍କ ପାଖରେ ଆଦିବାସୀ ଓ…

ଫୁଲର ଜାଗା ନେଇଛି ଚିପ୍ସ: ଫୁଲ ବଦଳରେ ଲେଜ୍ ଓ କୁରକୁରେ ପ୍ୟାକେଟରେ ସଜେଇ ହୋଇଛି ବରଗାଡି 

କନକ ବ୍ୟୁରୋ: ଆପଣମାନେ ସମସ୍ତେ ବର ଶୋଭାଯାତ୍ରା ଦେଖିଛନ୍ତି । ବର ବସିଥିବା ଗାଡି ଫୁଲରେ ସଜା ହୋଇଥିବା ଦେଖିଛନ୍ତି । ଫୁଲରେ ସଜେଇ ହୋଇଥିବା ଗାଡିରେ ବସି ବର ଆସିଥାଏ କନିଆ ଘର । ହେଲେ କେବେ ଭାବିଛନ୍ତି ବର ଗାଡି ସଜା ହୋଇଥିବ ଚିପସ୍ରେ । ଫୁଲର ଜାଗା ନେଇଥିବ ଲେଜ୍ ଓ କୁରକୁରେ । ସବୁଜ ଓ…